-+91-9937148622 |

prerana_bgr@rediffmail.com |

  Thursday 11th June 2026 |

| | | |

R.N.I. Regd No. ODIODI/2010/46693

Breaking News

ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କ ଉପସ୍ଥିତି ରେ ଜନ୍ମଦିନ ପାଳନ କଲେ ମଣ୍ଡଳ ଯୁବ ସଭାପତି ସୁଜିତ ବେହେରା   (10-Jun-2026)       ||      ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କ ଉପସ୍ଥିତି ରେ ଜନ୍ମଦିନ ପାଳନ କଲେ ମଣ୍ଡଳ ଯୁବ ସଭାପତି ସୁଜିତ ବେହେରା   (10-Jun-2026)       ||      ବଲାଙ୍ଗୀର : ଭୋଟର ତାଲିକାକୁ ଅଧିକ ସୁଦୃଢ଼, ସ୍ୱଚ୍ଛ ଓ ତ୍ରୁଟିମୁକ୍ତ କରିବା ପାଇଁ ସଘନ ସଂଶୋଧନ କାର୍ଯ୍ୟକ୍ରମ    (10-Jun-2026)       ||      *ସଫଳ ଓ ସୁଶାସନ ପାଇଁ ପ୍ରଧାନମନ୍ତ୍ରୀ ଙ୍କ ଦୀର୍ଘାୟୁ କାମନା କରି କଣ୍ଟାମାଳ ବ୍ଳକ ରକ୍ସା ଗାଁ ରେ ପୂଜା ଅର୍ଚ୍ଚନା*-   (10-Jun-2026)       ||      ଯୋଗୀସର୍ଡ଼l ଶୈବପୀଠ କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ଆଗମନ, ପ୍ରଧାନମନ୍ତ୍ରୀ ଙ୍କ ଦୀର୍ଘାୟୁ କାମନା କଲେ ମନ୍ତ୍ରୀ ଡ଼. ମୁକେଶ ମହାଳିଙ୍ଗ   (10-Jun-2026)       ||      *କାଳବୈଶାଖୀ କ୍ଷତିଗ୍ରସ୍ତଙ୍କୁ ପଲିଥିନ ବଣ୍ଟନ*   (10-Jun-2026)       ||      ଟୋକନ୍ ସମସ୍ୟା: ଶୁକ୍ରବାର ସୁଦ୍ଧା ସମାଧାନ ନହେଲେ ରାସ୍ତାରୋକ କରିବ ଓଡ଼ିଶା ରାଜ୍ୟ କୃଷକ ସଂଗଠନ   (10-Jun-2026)       ||      ଯୋଗୀସର୍ଡ଼l ଶୈବପୀଠ କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ଆଗମନ, ପ୍ରଧାନମନ୍ତ୍ରୀ ଙ୍କ ଦୀର୍ଘାୟୁ କାମନା କଲେ ମନ୍ତ୍ରୀ ଡ଼. ମୁକେଶ ମହାଳିଙ୍ଗ   (10-Jun-2026)       ||      କୁସଙ୍ଗ ହାଇସ୍କୁଲରେ ନୂତନ ପ୍ରଧାନ ଶିକ୍ଷକ କାହ୍ନୁ ଚରଣ ଧରୁଆଙ୍କୁ ଭବ୍ୟ ସ୍ୱାଗତ ଓ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସର୍ଜନ ନେଗୀଙ୍କୁ ସମ୍ବର୍ଦ୍ଧନା    (10-Jun-2026)       ||      ଗାନ୍ଧୀ ନଗର ପଡା ରାସ୍ତା ଦୁର୍ଘଟଣା ପ୍ରସଙ୍ଗ: କଠୋର କାର୍ଯ୍ୟାନୁଷ୍ଠାନ ଓ ଆର୍ଥିକ ସହାୟତା ଦାବିରେ ଥାନାର ଦ୍ୱାରସ୍ଥ ହେଲା ବିଜେଡ଼ି    (10-Jun-2026)       ||      *ଖୁଡୁଖୁଡି ଖେଳ ଉପରେ ଚଢାଉ, ୫ ଗିରଫ*   (10-Jun-2026)       ||      ଭାରତ ନିର୍ମାଣ ସମିତି ଦ୍ୱାରା ସମ୍ବର୍ଦ୍ଧନା ଜ୍ଞାପନ   (10-Jun-2026)       ||      ଦୁର୍ଘଟଣାରେ ମାଁ ଝିଅ ମୃତ୍ୟୁ ଘଟଣା, ମୃତକଙ୍କ ପରିବାରଙ୍କୁ ଭେଟିଲେ ନରସିଂହ♦️ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ସାହାଯ୍ୟ ପାଇଁ ଚିଠି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ କଲେ ଅନୁରୋଧ   (10-Jun-2026)       ||      ସମାଜସେବୀ ଶ୍ରୀଧର ସାହୁ ଙ୍କୁ ନର୍ଲା ପ୍ରେସ ଆଶ୍ସୋସିଏସନ ଦ୍ୱାରା ସମ୍ମାନିତ   (10-Jun-2026)       ||      ବଲାଙ୍ଗୀର ସହରରେ କ୍ରମବର୍ଦ୍ଧିଷ୍ଣୁ ରାସ୍ତା ଦୁର୍ଘଟଣା ଜନିତ ସମସ୍ୟାକୁ ନେଇ,   ଏନ୍‌ଏଚ୍ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ସାକ୍ଷାତ କଲା ବଲାଙ୍ଗୀର ଜିଲା ସିଭିଲ ସୋସାଇଟି   (10-Jun-2026)       ||      *ନୂଆପଡ଼ା ଜିଲ୍ଲାରେ ରବି ଧାନ ଅଧିଗ୍ରହଣ ଜୋରଦାର: ଗୋଟିଏ ଦିନରେ ୨୧ ହଜାର କ୍ୱିଣ୍ଟାଲରୁ ଅଧିକ ଧାନ କ୍ରୟ, ବିଭିନ୍ନ ମଣ୍ଡିରେ ଧାନ ନ ଉଠିବା ଅଭିଯୋଗ*   (10-Jun-2026)       ||      *ନୂଆପଡ଼ା ଜିଲ୍ଲାର ମନିଜର ଆର୍ଯ୍ୟଙ୍କୁ ଓଡ଼ିଶା ସରକାରଙ୍କ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗ ର ସଦସ୍ୟ ଭାବେ ମନୋନୀତ*   (10-Jun-2026)       ||      ସମାଜସେବୀଙ୍କ ସ୍ମୃତିଚାରଣ ସଭା   (10-Jun-2026)       ||      *ଆଧାର କାର୍ଡ ନଥିବା ଓ ବିଦ୍ୟାଳୟରେ ଆଦୌ ନାମ ଲେଖା ନଥିବା ଅନାଥ ପିଲାଙ୍କୁ ବୟସ ଆଧାରରେ ଶିଶୁଙ୍କ ନାମ ଲେଖା ନିଶ୍ଚିତ କରିଛନ୍ତି ସିଆରସିସି*   (10-Jun-2026)       ||      ବାରିଯୋର ରେ ଚେକଡେମ ପାଇଁ ଦାବି କଲେ ଲୋକେ ♦️ବିଜୁଳି ସମସ୍ୟା ସମାଧାନ ପାଇଁ କାମ ହେଲା ଆରମ୍ଭ   (10-Jun-2026)       ||     

HOME   ଜିଲ୍ଲା

ବାଇକ୍ ଦୁର୍ଘଟଣାରେ ତିନି ମୃତ୍ୟୁ ଘଟଣା,,,,, ସରକାର ଙ୍କ ଅନୁକମ୍ପାମୂଳକ ସାହାଯ୍ୟ ସହଯୋଗ ପାଇଁ ପ୍ରଶାସନ କୁ ଅନୁରୋଧ ଜଣାଇଲେ ଯୁବନେତା

05-Feb-2025



ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବାଂଝେନମୁଣ୍ଡା  ଗାଁ ର ତିନି ଜଣ ଯୁବକ ପଦ୍ମନ ଥପା, ଜଗଦିଶ ଥପା ଏବଂ ଆକାଶ ପୋଢ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଦେଖିବାକୁ ଯାଇ ସନ୍ଧ୍ୟା ରେ ଗୋଟିଏ ବାଇକରେ ତିନି ଜଣମିଶି ଘରକୁ ଫେରୁଥିବା ସମୟରେ ପଦ୍ମପୁର ସ୍ଥିତ ମହୁଲପାଲି ଗ୍ରାମ ବ୍ରିଜ ଠାରେ ଦୂର୍ଘଟଣା ଘଟିଥିଲା । ବିନା  ଦୋଷରେ ଚାଲିଯାଇଥିଲା ତିନି ନିରିହ ଙ୍କ ଜୀବନ , ଗାଁ ରେ ଶୋକାକୁଳ ପରିବେଶ ମଧ୍ୟରେ ଶବ ସତ୍କାର କରାଯାଇଥିଲା । ପଦ୍ମନ ଥାପା ଜାହାଙ୍କ ବୟସ ପାଖା ପାଖି ୨୮ ବର୍ଷ  ବାପାଙ୍କ ସ୍ୱର୍ଗବାସ ପରେ କୁଲି ମଜୁରି କରି ଘର ନିଜେ ସମ୍ଭାଲୁଥିଲେ ବାହାଘର ପାଇଁ ସରିଥିଲା ଝିଅ ଖୋଜା ହେଲେ କାଳରାତ୍ରୀନେଲା ଜୀବନ ଘରେ ବୁଢୀ ମାଁ କାନ୍ଦି କାନ୍ଦି ଖୋଜୁଛନ୍ତି ପୁତ୍ର ପଦ୍ମନ କୁ  । ଅନ୍ୟପଟେ ଜଗଦିଶ ଥପା ବୟସ ୧୯ ବର୍ଷ ବାପାଙ୍କ ସହ ଚାଷ କାମ କରି ଘରର ଗୁଜୁରାଣ ମେଣ୍ଟାଉଥିଲେ । ଆକାଶ ପୋଢ ବୟସ ୧୯ ବର୍ଷ ବାପା ମାଁ ଙ୍କ ଗୋଟିଏ ବୋଲି ପୁତ୍ର   । ଘଟଣା କୁ ୬ ଦିନ ଅତିକ୍ରମ  କଲାଣି ବର୍ତମାନ ବାଂଜେନମୁଣ୍ଡା ଗ୍ରାମରେ ଶୋକର ବାତାବରଣ ଦେଖାଯାଇଥିବା ବେଳେ ଅସହାୟ ହୋଇ ପଡିଥିବା ପରିବାରବର୍ଗ ଙ୍କ ପାଖରେ ପହଞ୍ଚିପାରି ନାହିଁ ସ୍ଥାନୀୟ ପ୍ରଶାସନ । ଗତ କାଲି ସନ୍ଧ୍ୟା ରେ ଭାରତୀୟ ଜନତା ପାର୍ଟିର ପଦ୍ମପୁର ନିର୍ବାଚନ ମଣ୍ଡଳୀର ଯୁବନେତା ପ୍ରିତେଶ ବହିଦାର ଓ ବରିଷ୍ଠ ନେତା ଡ଼ଃ ଶ୍ରୀକାନ୍ତ ପାଣିଗ୍ରାହୀ,ବରିଷ୍ଠ ନେତା କେତନ ମେହେର, ଜିଲ୍ଲା ପରିଷଦ ସଭ୍ୟ ମକରଧଯ ବଗାର, କଂସର ସରପଞ୍ଚ ଆନନ୍ଦ ବେହେରା,ପଦ୍ମପୁର ନଗର ର କାଉନସିଲର କୁନାଲ ପାଣିଗ୍ରାହୀ,ସରୋଜ ମିଶ୍ର, ନରତ୍ତମ ପଧାନ, ମିତ୍ରଦ୍ୟୟ ସାହା, ଜୟଚନ୍ଦ୍ର ସାହା, ଫକୀର ସାହୁ, ଗୋକୁଳା ବଗର୍ତି, ସଂଜୟ ସାହୁ, ଦଳ ଚୌହାନ, ସୁଶୀଲ ମେହେର,ହେମନ୍ତ ସାହୁ, ପ୍ରେମାନନ୍ଦ ବିଶି, ଶେଷଦେବ ମେହେର, ଦିନେଶ ବାରିକ, ସୁରେଶ ସାହୁ ମୃତ୍ୟୁ ବରଣ କରି ଥିବା ପରିବାର ବର୍ଗ ଙ୍କୁ ଭେଟି ଦୁଃଖ ପ୍ରକାଶ କରିବା ସହ ଆର୍ଥିକ ସହଯୋଗ କରି ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ଙ୍କୁ ଭେଟି ସରକାରୀ ଅନୁକମ୍ପାମୂଳକ ସହଯୋଗ ପ୍ରଦାନ କରାଯିବା ପାଇଁ ଆଲୋଚନା କରିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କ ଉପସ୍ଥିତି ରେ ଜନ୍ମଦିନ ପାଳନ କଲେ ମଣ୍ଡଳ ଯୁବ ସଭାପତି ସୁଜିତ ବେହେରା   10-Jun-2026
  ଜିଲ୍ଲା  
ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କ ଉପସ୍ଥିତି ରେ ଜନ୍ମଦିନ ପାଳନ କଲେ ମଣ୍ଡଳ ଯୁବ ସଭାପତି ସୁଜିତ ବେହେରା   10-Jun-2026
  ଜିଲ୍ଲା  
ବଲାଙ୍ଗୀର : ଭୋଟର ତାଲିକାକୁ ଅଧିକ ସୁଦୃଢ଼, ସ୍ୱଚ୍ଛ ଓ ତ୍ରୁଟିମୁକ୍ତ କରିବା ପାଇଁ ସଘନ ସଂଶୋଧନ କାର୍ଯ୍ୟକ୍ରମ   10-Jun-2026
  ଜିଲ୍ଲା  
*ସଫଳ ଓ ସୁଶାସନ ପାଇଁ ପ୍ରଧାନମନ୍ତ୍ରୀ ଙ୍କ ଦୀର୍ଘାୟୁ କାମନା କରି କଣ୍ଟାମାଳ ବ୍ଳକ ରକ୍ସା ଗାଁ ରେ ପୂଜା ଅର୍ଚ୍ଚନା*-   10-Jun-2026
  ଜିଲ୍ଲା  
ଯୋଗୀସର୍ଡ଼l ଶୈବପୀଠ କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ଆଗମନ, ପ୍ରଧାନମନ୍ତ୍ରୀ ଙ୍କ ଦୀର୍ଘାୟୁ କାମନା କଲେ ମନ୍ତ୍ରୀ ଡ଼. ମୁକେଶ ମହାଳିଙ୍ଗ   10-Jun-2026
  ଜିଲ୍ଲା  
*କାଳବୈଶାଖୀ କ୍ଷତିଗ୍ରସ୍ତଙ୍କୁ ପଲିଥିନ ବଣ୍ଟନ*   10-Jun-2026
  ଜିଲ୍ଲା  
ଟୋକନ୍ ସମସ୍ୟା: ଶୁକ୍ରବାର ସୁଦ୍ଧା ସମାଧାନ ନହେଲେ ରାସ୍ତାରୋକ କରିବ ଓଡ଼ିଶା ରାଜ୍ୟ କୃଷକ ସଂଗଠନ   10-Jun-2026
  ଜିଲ୍ଲା  
ଯୋଗୀସର୍ଡ଼l ଶୈବପୀଠ କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ଆଗମନ, ପ୍ରଧାନମନ୍ତ୍ରୀ ଙ୍କ ଦୀର୍ଘାୟୁ କାମନା କଲେ ମନ୍ତ୍ରୀ ଡ଼. ମୁକେଶ ମହାଳିଙ୍ଗ   10-Jun-2026
  ଜିଲ୍ଲା  
କୁସଙ୍ଗ ହାଇସ୍କୁଲରେ ନୂତନ ପ୍ରଧାନ ଶିକ୍ଷକ କାହ୍ନୁ ଚରଣ ଧରୁଆଙ୍କୁ ଭବ୍ୟ ସ୍ୱାଗତ ଓ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସର୍ଜନ ନେଗୀଙ୍କୁ ସମ୍ବର୍ଦ୍ଧନା   10-Jun-2026
  ଜିଲ୍ଲା  
ଗାନ୍ଧୀ ନଗର ପଡା ରାସ୍ତା ଦୁର୍ଘଟଣା ପ୍ରସଙ୍ଗ: କଠୋର କାର୍ଯ୍ୟାନୁଷ୍ଠାନ ଓ ଆର୍ଥିକ ସହାୟତା ଦାବିରେ ଥାନାର ଦ୍ୱାରସ୍ଥ ହେଲା ବିଜେଡ଼ି   10-Jun-2026
  ଜିଲ୍ଲା  
*ଖୁଡୁଖୁଡି ଖେଳ ଉପରେ ଚଢାଉ, ୫ ଗିରଫ*   10-Jun-2026
  ଜିଲ୍ଲା  
ଭାରତ ନିର୍ମାଣ ସମିତି ଦ୍ୱାରା ସମ୍ବର୍ଦ୍ଧନା ଜ୍ଞାପନ   10-Jun-2026

You Might Also Like