-+91-9937148622 |

prerana_bgr@rediffmail.com |

  Tuesday 22nd September 2026 |

| | | |

R.N.I. Regd No. ODIODI/2010/46693

Breaking News

ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||      ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   (22-Sep-2026)       ||      ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ    (22-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (22-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||     

HOME   ଜିଲ୍ଲା

 ଦୁଇଟି ଅସହାୟ ଶବସତ୍କାର  କଲା ବଲାଙ୍ଗୀର ସ୍ବେଛାସେବୀ ସଂଘଠନ 

04-Jan-2025



ପାଟଣାଗଡ଼ ଅଞ୍ଚଳ ଗଙ୍ଗସାଗର ଗାଁ ର ସୁଭଦ୍ରା ବରିହା ଘରେ ପୋଡି ଯାଇ ଥିଲେ |ଯାହାକି ଗାଁର ସରପଞ୍ଚ ସହିତ କିଛି ବ୍ୟକ୍ତି ମହିଳାକୁ ଉଦ୍ଧାର କରି ପ୍ରଥମେ ପାଟଣାଗଡ଼ ହସ୍ପିଟାଲ ତାପରେ ବଲାଙ୍ଗୀର ଭୀମ ଭୋଇ ହସ୍ପିଟାଲରେ ୧୫ ଦିନ ଭର୍ତି କରିଥିଲେ |କାଲି ତାଙ୍କର ଚିକିତ୍ସା ସମୟରେ ଦେହାନ୍ତ ହୋଇ ଗଲା ଦେହାନ୍ତ ହେଲା ପରେ ତାଙ୍କ ଘରେ ଥିବା ଝିଅକୁ ଭୀମ ଭୋଇ ହସ୍ପିଟାଲ ରେ ଥିବା ଫାଣ୍ଡି ଅଧିକାରୀ ଗିରିଧାରୀ ର ରକଷା ଯୋଗାଯୋଗ କରି ଥିଲେ କିନ୍ତୁ ସେ ଅନ୍ୟ ଜାତିରେ ବିବାହିତ ହୋଇ ଥିବାରୁ ତାଙ୍କର ଝିଅ ଶବକୁ ଘରକୁ ଆଣିବା ପାଇଁ ମନା କରି ଦେଇଥିଲେ | ଯାହାକି ବଲାଙ୍ଗୀର ସ୍ବେଛାସେବୀ ସଂଗଠନକୁ ଫାଣ୍ଡି ଅଧିକାରୀ ଯୋଗାଯୋଗ କରି ଥିଲେ  ଖବର  ପାଇବା ମାତ୍ରେ ବଲାଙ୍ଗୀର ସ୍ବେଛାସେବୀ ସଂଗଠନ ର ସମସ୍ତ ସଦସ୍ୟ ପହଞ୍ଚି ଥିଲେ |

 ଲୋଇସିଂହା ଅଞ୍ଚଳର ମାଣ୍ଡିପଦର ଗାଁ ର ପ୍ରତିମା ପ୍ରଧାନ ସୁସାଇଟ କରିଥିବା ଲୋଇସିଂହା ଥାନା ଅଧିକାରୀ କାହ୍ନା ଶତପଥୀ ଙ୍କ ନେତୃତ୍ଵ ରେ ବଲାଙ୍ଗୀର ସ୍ବେଛାସେବୀ ସଂଘଠନ କୁ ଖବର ଦେଇଥିଲେ | ଠିକ ସେହିପରି ପ୍ରତିମା ପ୍ରଧାନ ତାଙ୍କ ସ୍ୱାମୀ  ମାୟାଧର ପ୍ରଧାନ ସହିତ ଝଗଡା ଲାଗି ବହୁତ ଦିନ ହେଲା ତା ସ୍ୱାମୀ ଘରୁ ବାହାରକୁ ପଳାଇଛନ୍ତି |ତାଙ୍କ ଶାଶୁ

ଘରେ ଓ ମା ଘରେ କେହି ନ ଥିବାରୁ ଲୋଇସିଂହା ଥାନା ଅଧିକାରୀ ବଲାଙ୍ଗୀର ସ୍ବେଛାସେବୀ ସଂଘଠନ କୁ ଶବଦାହ କରିବା ପାଇଁ ହସ୍ତାନ୍ତର କଲେ l ଯାହାକି ବଲାଙ୍ଗୀର ସ୍ବେଛାସେବୀ ସଙ୍ଘଠନ ଆଜି ଦୁଇ ଦୁଇଟି ଅସହାୟ ଶବ ଏକା ସାଙ୍ଗରେ  ବିଭୁତିପଡାରେ  ଶ୍ମସାନ ଘାଟରେ ଶବଦାହ କରିଥିଲେ |ଏଥିରେ ବଲାଙ୍ଗୀର ସ୍ବେଛାସେବୀ ସଂଘଠନ ର ସଦସ୍ୟ ଗୋବିନ୍ଦ ଚନ୍ଦ୍ର ଶତପଥୀ, ଲିଙ୍କନ ସେଠ, ତନ୍ମୟ ପୁଟେଲ, ସରୋଜ ଜାଲ, ସମୀର ଭୋଇ, ରବୀନ୍ଦ୍ର ପ୍ରଧାନ ଉପସ୍ଥିତ ରହି ଶବ ସତ୍କାର କରିଥିଲେ l 
ବଲାଙ୍ଗୀର ପୌରଧକ୍ଷ୍ୟା ଲିକା ସାହୁ ଶବଦାହ ପାଇଁ କାଠ ଓ ସମସ୍ତ ସାମଗ୍ରୀ ସହଯୋଗ କରିଥିଲେ


News Comment




Photo in News

Advertisment
Lastest News
  ଜିଲ୍ଲା  
ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   22-Sep-2026
  ରାଜ୍ୟ  
ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ   22-Sep-2026
  ଜିଲ୍ଲା  
ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   22-Sep-2026
  ଜିଲ୍ଲା  
ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ   22-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   22-Sep-2026
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ   21-Sep-2026
  ଜିଲ୍ଲା  
ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   21-Sep-2026
  ଜିଲ୍ଲା  
ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   21-Sep-2026
  ଜିଲ୍ଲା  
ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   21-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   21-Sep-2026
  ଜିଲ୍ଲା  
ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   21-Sep-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   21-Sep-2026

You Might Also Like