-+91-9937148622 |
prerana_bgr@rediffmail.com |
Tuesday 22nd September 2026 |
R.N.I. Regd No. ODIODI/2010/46693
Breaking News
04-Jan-2025
ନବରଙ୍ଗପୁର :(ମିହିର ଶଙ୍କର ପାତ୍ର)
ମୋକିଆ ଧାନ ମଣ୍ଡି ପରିଦର୍ଶନ କରିଛନ୍ତି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ। ଏହି ଅବସରରେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ସୋମନାଥ ପୂଜାରୀ,ରାଜ୍ୟ କୃଷକ ମୋର୍ଚ୍ଚା କାର୍ଯ୍ୟକାରୀ ସଭ୍ୟ ଜୟନ୍ତ କୁମାର ପାତ୍ର, ରାଜ୍ୟ ସଂପାଦକ ପ୍ରଶାନ୍ତ ସ୍ବାଇଁ,ଏମ୍.ପି ପ୍ରତିନିଧି ହରିହର ପାଣିଗ୍ରାହୀ , ସୋନା ମାଝୀ, ଜଗଦୀଶ କଲାର, ରମାପତୀ ବିଷୟୀ, ରାମକୃଷ୍ଣ ପାଣିଗ୍ରାହୀ, ରାମ ଭୁକ୍ତା, ପ୍ରହ୍ଲାଦ ଭୁକ୍ତା ଓ ଅନ୍ୟମାନେ ଉପସ୍ଥିତ ଥିଲେ।