-+91-9937148622 |

prerana_bgr@rediffmail.com |

  Sunday 4th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଗମ୍ଭାରୀପାଲି ସ୍ଥିତ ଆଞ୍ଚଳିକ ଉମା ମାହେଶ୍ୱରୀ ମନ୍ଦିରରେ ଷୋହଲ ପୂଜା ଆରମ୍ଭ   (04-Oct-2026)       ||      ଜିଲ୍ଲାସ୍ତରୀୟ ଫୁଟବଲ ଚାମ୍ପିୟନସିପ୍‌ର ଉଦ୍‌ଯାପନୀ ଉତ୍ସବ   (04-Oct-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ    (04-Oct-2026)       ||      *୧-୦ ଗୋଲ ରେ ବରଗଡ଼ କୁ ହରାଇ ସାହାଣୀ କପ୍ ଫୁଟବଲ୍ ସୁବର୍ଣ୍ଣପୁର ଜୋନ୍ ଚାମ୍ପିଅନ ହେଲା କଟକ ଦଳ*   (04-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସଂକଳ୍ପ ଅଭିଯାନ ଆରମ୍ଭ*   (04-Oct-2026)       ||      ମଦ ମୁକ୍ତ ଅଭିଯାନ ସମୟରେ ମହିଳାମାନଙ୍କୁ ଦୁର୍ବ୍ୟବହାର, ଡାଵୁଗାଁ ଥାନାରେ ଅଭିଯୋଗ   (04-Oct-2026)       ||      ଗେଟ ସରୋବର ପଡା ସ୍ଥିତ ଡ଼. ବିଆର ଆମ୍ବେଦକର କଲଚରାଳ ଏବଂ ସ୍ପୋର୍ଟିଙ୍ଗ କ୍ଳବ ଆନୁକୂଲ୍ୟରେ ନୁଆଁଖାଇ ଭେଟଘାଟ - 2026 କାର୍ଯ୍ୟକ୍ରମ   (04-Oct-2026)       ||      ଜିଲ୍ଲାସ୍ତରୀୟ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀ ଜୟନ୍ତୀ ପାଳିତ    (04-Oct-2026)       ||      ବଡ଼ମାଳ ହାଇସ୍କୁଲରେ ନୂତନ ପ୍ରଧାନଶିକ୍ଷକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା   (04-Oct-2026)       ||      ଭଟିଗାଁ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍ୱତନ୍ତ୍ର ଗ୍ରାମସଭା   (03-Oct-2026)       ||      କୁଡ଼ାପଡାରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ(୪ର୍ଥ) ଅନୁଷ୍ଠିତ   (03-Oct-2026)       ||      ବିଜେପି ପକ୍ଷରୁ ସେବା ସଂକଳ୍ପ ଅଭିଯାନ ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ୭୩ ୟୁନିଟ ସଂଗୃହିତ।   (03-Oct-2026)       ||      ନବରଙ୍ଗପୁର ଜିଲ୍ଲା ଯୁବ ରେଡକ୍ରସ ର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ- ୨୦୨୬ ଅନୁଷ୍ଠିତ *"ଆସ ଖାଇବାକୁ ଦେବା" - ଅଭିଯାନ ର ଶୁଭାରମ୍ଭ*   (03-Oct-2026)       ||      ‘ପ୍ରେରଣା’ର  ୱେବ ପୋର୍ଟାଲ ତଥା ଡିଜିଟାଲ ମିଡ଼ିଆ ର ଷଷ୍ଠ ପ୍ରତିଷ୍ଠା ଦିବସ   (03-Oct-2026)       ||      ପଟୁଆପାଲି ପଞ୍ଚାୟତ ଅନ୍ତର୍ଗତ ପାଣ୍ଡରିଡୁଙ୍ଗରି ଗ୍ରାମରେ ବିଜେଡି ପକ୍ଷରୁ ପଦଯାତ୍ରା   (03-Oct-2026)       ||      ମାୟାବର୍ହା ହାଇସ୍କୁଲରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ :ପଥ ପ୍ରାନ୍ତ ନାଟକ ପ୍ରଦର୍ଶନ   (03-Oct-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ   (03-Oct-2026)       ||      ଆଭାସୀ ମାଧ୍ୟମରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସଦଭାବନା ବୈଠକ    (03-Oct-2026)       ||      ପବିତ୍ର ଗାନ୍ଧି ଜୟନ୍ତୀ ଉପଲକ୍ଷେ ହେଲୋ କିଡ୍ସ ପ୍ଲେ ସ୍କୁଲରେ ଫେନସି ଡ୍ରେସ ପ୍ରତିଯୋଗିତା    (03-Oct-2026)       ||      ଆଜି ଶନିବାର♦️ ମାଁ ର ମମତାର ପର୍ବ ପୁଅ ଜିଉଁତିଆ   (03-Oct-2026)       ||     

HOME   ଜିଲ୍ଲା

ହର୍ଡଟାଲ ଠାରେ ଗଣ୍ଡ ଭବନ ଉଦଘାଟନ କଲେ ନରସିଂହ, ଗଣ୍ଡ ସମାଜ ର ସାମଗ୍ରିକ ବିକାଶ ପାଇଁ ଶିକ୍ଷା ହିଁ ଏକମାତ୍ର ବିକଳ୍ପ.ନରସିଂହ

24-Nov-2024



ବଲାଙ୍ଗୀର: ସଦର ବ୍ଲକ ହର୍ଡଟାଲ ଗ୍ରାମ ଠାରେ  ବଲାଙ୍ଗୀର ଜିଲ୍ଲା ଗଣ୍ଡ ସମାଜ ଆନୁକୂଲ୍ୟରେ ରେ ଗଣ୍ଡ ସମାଜ ଉଦ୍ଦେଶ୍ୟ ରେ ଗଣ୍ଡ ଭବନ ପୂର୍ବତନ ଆଇନ ମନ୍ତ୍ରୀ ନରସିଂହ ମିଶ୍ର ଙ୍କ କରକମଳ ରେ ଶୁଭ ଉଦଘାଟନ ପୂର୍ବକ ଲୋକାର୍ପଣ ହୋଇଯାଇଛି।ଉଦଘାଟନୀ ପରବର୍ତ୍ତୀ ସଭାରେ ମୁଖ୍ୟ ଅତିଥି ରୂପେ ଶ୍ରୀଯୁକ୍ତ ମିଶ୍ର ଯୋଗଦେଇ ଗଣ୍ଡ ସମାଜ ର ବିକାଶ ପାଇଁ ଶିକ୍ଷା ହିଁ ଏକ ମାତ୍ର ବିକଳ୍ପ, ଆଜି ବି ଗଣ୍ଡ ସମାଜ ଅବହେଳିତ ଓ ଲାଂଛିତ ଓ ସବୁ ସମୟରେ ପ୍ରତାରିତ ହୋଇ ଆସିଅଛି ଅତଏବ ସମାଜ ରେ ଶିକ୍ଷା ର ସଚେତନତା ନିତାନ୍ତ ଜରୁରୀ ସହ ସମସ୍ତେ ଏକଜୁଟ ହୋଇ ନିଜ ହକ ପାଇଁ ଲଢେଇ କରିବାକୁ ପଡିବ ବୋଲି ନିଜ ବକ୍ତବ୍ୟ ରେ କହିଥିଲେ ,ସରକାର ସଦା ସର୍ବଦା ଆଦିବାସୀ ଓ ଗଣ୍ଡ ଙ୍କ ଜମି ଓ ଜଙ୍ଗଲ ଉପରେ ଲୋଲୁପ ଦୃଷ୍ଟି ପକେଇ ଆସିଛି ଅତଏବ ଆମେ ସମସ୍ତେ ଏକଜୁଟ ହୋଇ ଅନ୍ୟାୟ ବିରୋଧ ରେ ସ୍ୱର ଉତ୍ତୋଳନ କରିବାକୁ ପଡିବ। ବଲାଙ୍ଗୀର ତଥା ବରଗଡ଼ ଜିଲ୍ଲା ର ଆଦିବାସୀ ଓ ଗଣ୍ଡ ମାନେ ନିଜ ଜୀବିକା ପାଇଁ ପୁରାତନ କାଳରୁ ଗନ୍ଧମାର୍ଦ୍ଦନ ପାହାଡ଼ ଉପରେ ନିର୍ଭରଶୀଳ କିନ୍ତୁ ବିଡମ୍ବନା ବିଷୟ ଆଜି ସରକାର ଅଦାନୀ ଗ୍ରୁପ କୁ ବିକ୍ରି କରିବାର ଚକ୍ରାନ୍ତ କରୁଛନ୍ତି ତେଣୁ ସମସ୍ତେ ଏହାର ବିରୋଧ କରିବା ଉଚିତ।  ଆଜିର ଆୟୋଜିତ ଏହି  କାର୍ଯ୍ୟକ୍ରମ ରେ ଜିଲ୍ଲା ର କୋଣ ଅନୁକୋଣ ରୁ ଗଣ୍ଡ ସମ୍ପ୍ରଦାୟର ର ଲୋକ ଙ୍କ ସମାଗମ ହୋଇଥିଲା ।ଶତାଧିକ ମହିଳା ପୁରୁଷ ପରମ୍ପରା ମତେ ପ୍ରଥମେ କଳସ ଯାତ୍ରା କରି ନିଜ  ଇଷ୍ଟଦେବ ବୁଢା ଦେଓ ଙ୍କ ପୂଜାର୍ଚନା କରିଥିଲେ। ଏହି ପୂଜା କାର୍ଯ୍ୟ ରେ ତିନି ଦେଓ ରୁ ସାତ ଦେଓ ପର୍ଯ୍ୟନ୍ତ ପୂଜା କରାଯାଇଥିଲା। କାର୍ଯ୍ୟକ୍ରମ ରେ ଗଣ୍ଡ ସମ୍ପ୍ରଦାୟର ର ଶିଶୁ କଳାକାର ମାନଂକ ଦ୍ୱାରା ବିଭିନ୍ନ ନୃତ୍ୟ ଗୀତ ପରିବେଷଣ ସହ ଉପସ୍ଥିତ ଜନ ସାଧାରଣ ଙ୍କ ମନ ମୋହି ଥିଲେ।ଆଜି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସମାଜ ପ୍ରେମୀ କର୍ମକର୍ତା କେନ୍ଦୁଝର ଜିଲ୍ଲା ସଭାପତି ଜନାର୍ଦନ ନାଏକ ମୁଖ୍ୟ ବକ୍ତା ରୂପେ ଯୋଗଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ନୂଆପଡା ଜିଲ୍ଲା ସମ୍ପାଦକ ଜୟବର୍ଧନ ଧରୁଆ,ବାମଡା ବ୍ଲକ ସଭାପତି କିଶୋର ସିଂ ମହାପାତ୍ର, ନବରଙ୍ଗପୁର ଜିଲ୍ଲା ସଭାପତି ପୁନିତ ଗଣ୍ଡ,ଦଶରଥ ଗଣ୍ଡ,ରାଧାକାନ୍ତ ଭୋଇ,ଅନିତା ଧରୁଆ,ଗଣନାଥ ଧରୁଆ, ପ୍ରାଣବନ୍ଧୁ ନାଏକ,ରାମଚନ୍ଦ୍ର ଧରୁଆ ଙ୍କ ସହ ଗଣ୍ଡ ସମ୍ପ୍ରଦାୟର ଅନେକ  ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗଦେଥିଲେ।ମଞ୍ଚ ପରିଚାଳନା କରିଥିଲେ ମହାଦେବ ବଡ଼କା ଏବଂ ହରିବନ୍ଧୁ ଧରୁଆ ସ୍ୱାଗତ ଭାଷଣ ଦେଇଥିଲେ।ଶେଷରେ ନିରଞ୍ଜନ ଧରୁଆ ଧନ୍ୟବାଦ ଦେଇଥିଲେ


News Comment




Photo in News

Advertisment
Lastest News
  ଜିଲ୍ଲା  
ଗମ୍ଭାରୀପାଲି ସ୍ଥିତ ଆଞ୍ଚଳିକ ଉମା ମାହେଶ୍ୱରୀ ମନ୍ଦିରରେ ଷୋହଲ ପୂଜା ଆରମ୍ଭ   04-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଫୁଟବଲ ଚାମ୍ପିୟନସିପ୍‌ର ଉଦ୍‌ଯାପନୀ ଉତ୍ସବ   04-Oct-2026
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ   04-Oct-2026
  ଜିଲ୍ଲା  
*୧-୦ ଗୋଲ ରେ ବରଗଡ଼ କୁ ହରାଇ ସାହାଣୀ କପ୍ ଫୁଟବଲ୍ ସୁବର୍ଣ୍ଣପୁର ଜୋନ୍ ଚାମ୍ପିଅନ ହେଲା କଟକ ଦଳ*   04-Oct-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ସେବା ସଂକଳ୍ପ ଅଭିଯାନ ଆରମ୍ଭ*   04-Oct-2026
  ଜିଲ୍ଲା  
ମଦ ମୁକ୍ତ ଅଭିଯାନ ସମୟରେ ମହିଳାମାନଙ୍କୁ ଦୁର୍ବ୍ୟବହାର, ଡାଵୁଗାଁ ଥାନାରେ ଅଭିଯୋଗ   04-Oct-2026
  ଜିଲ୍ଲା  
ଗେଟ ସରୋବର ପଡା ସ୍ଥିତ ଡ଼. ବିଆର ଆମ୍ବେଦକର କଲଚରାଳ ଏବଂ ସ୍ପୋର୍ଟିଙ୍ଗ କ୍ଳବ ଆନୁକୂଲ୍ୟରେ ନୁଆଁଖାଇ ଭେଟଘାଟ - 2026 କାର୍ଯ୍ୟକ୍ରମ   04-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀ ଜୟନ୍ତୀ ପାଳିତ   04-Oct-2026
  ଜିଲ୍ଲା  
ବଡ଼ମାଳ ହାଇସ୍କୁଲରେ ନୂତନ ପ୍ରଧାନଶିକ୍ଷକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା   04-Oct-2026
  ଜିଲ୍ଲା  
ଭଟିଗାଁ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍ୱତନ୍ତ୍ର ଗ୍ରାମସଭା   03-Oct-2026
  ଜିଲ୍ଲା  
କୁଡ଼ାପଡାରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ(୪ର୍ଥ) ଅନୁଷ୍ଠିତ   03-Oct-2026
  ଜିଲ୍ଲା  
ବିଜେପି ପକ୍ଷରୁ ସେବା ସଂକଳ୍ପ ଅଭିଯାନ ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ୭୩ ୟୁନିଟ ସଂଗୃହିତ।   03-Oct-2026

You Might Also Like