-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||     

HOME   ଜିଲ୍ଲା

ଫୁଲବାଣୀ ବ୍ଲକ ବିଶିପଡା ପଂଚାୟତରେ ଘରେ ଘରେ ସୁଭଦ୍ରା

15-Sep-2024



ଫୁଲବାଣୀ / ବିଶିପଡା(କ୍ଷୀରୋଦ୍ର କୁମାର ସାହାଣୀଙ୍କ ରିପୋର୍ଟ) କନ୍ଧମାଳ ଜିଲ୍ଲା ସଦର ଫୁଲବାଣୀ ବ୍ଲକ ବିଶିପଡା ଗ୍ରାମ ପଂଚାୟତରେ ରାଜ୍ୟ ସରକାରଙ୍କର ନିର୍ଦେଶ କ୍ରମେ ଘରେ ଘରେ ସୁଭଦ୍ରା କାର୍ଯ୍ୟକ୍ରମ ସରପଞ୍ଚ ଶ୍ରୀମତୀ ସାକାଳୀ କହଁରଙ୍କୁ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ନାଇବ ସରପଞ୍ଚ ଶ୍ରୀ ସଂଜୀବ ଡିଗାଲ, ପଂଚାୟତ ସଭ୍ୟ ଶ୍ରୀ ଗଜେନ୍ଦ୍ର ସାହାଣୀ,ଶ୍ରୀପୀତବାସ ମଳିକ,

 ଶ୍ରୀମତୀ ନିବେଦିତା ସାହାଣୀ,ସଭ୍ୟା ବିଷ୍ନୁପ୍ରିୟା ପ୍ରଧାନ, ରାଜଲକ୍ଷ୍ମୀ ଶତପଥୀ, ଶକୁନ୍ତଳା ଦଳ ନାୟକ, ସହଦେଵ ବିଶୋଇ ସମେତ ଅନ୍ୟ ସମସ୍ତ ଅଙ୍ଗନବାଡି କର୍ମି, ଆଶା ଦିଦି, ଏବଂ ମହିଳା ଜୀବିକା ମିଶନ ର ସମସ୍ତ କର୍ମକର୍ତ୍ତା ସି ଆର ପି, ଏମ୍ବିକେ ଓ ପ୍ରାୟ 20 ଟି ମହିଳା ସ୍ୱୟଂ ସହାୟକ ଗ୍ରୁପର ପ୍ରାୟ ଶତାଧିକ ମହିଳା  ପଂଚାୟତ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରା ରେ ବାହାରି ଘରେ ଘରେ ସୁଭଦ୍ରା ସ୍ଲୋଗାନ ଦେଇ ସମସ୍ତ ୱାର୍ଡ ପରିକ୍ରମା କରିଥିଲେ | ଗ୍ରାମପଞ୍ଚାୟତ ରେ ଝୋଟି ଚିତା ପକାଯାଇ ସରପଞ୍ଚ ଶ୍ରୀମତୀ ସାକାଳୀ କହଁର  ଘରେ ଘରେ ସୁଭଦ୍ରା କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ  | ଏହାପରେ ପ୍ରାୟ  ତିନିଶହରୁ ଉର୍ଦ୍ଧ ମହିଳା  ଶୋଭାଯାତ୍ରା ରେ ବାହାରି ପଂଚାୟତ ସଦର ମହକୁମା ବିଶିପଡା ସୁବର୍ଣ୍ଣ ସାହି, ହାଟପଦା, କୁମ୍ଭାର ସାହି, ପୋଡା ସାହି ମଧ୍ୟ୍ୟ ଦେଇ  ଘରେ ଘରେ ସୁଭଦ୍ରାର ନାରା ଦେଇ ନଗର ପରୀକ୍ରମା କରି ପଂଚାୟତ କାର୍ଯ୍ୟାଳୟ ରେ ଶୋଭାଯାତ୍ରା ସମାପ୍ତ କରିଥିଲେ | 
        ଘରେ ଘରେ ସୁଭଦ୍ରା କାର୍ଯ୍ୟକ୍ରମ ର ଉଧେଶ୍ୟ ହେଲା ରାଜ୍ୟର ସମସ୍ତ ଯୋଗ୍ୟ ମହିଳାମାନେ ଅଧିକରୁ ଅଧୀକ କିଭଳି ସୁଭଦ୍ରା ଯୋଜନାରେ ସାମିଲ ହୋଇପାରିବା ସହିତ ଅଧୀକ ଲାଭବାନ ହୋଇପାରିବେ, ତେଣୁ ମହିଳା ମାନଙ୍କ ମଧ୍ୟରେ ଏକ ସଚେତନତା ର ବାର୍ତା ବହନ କରି ସମସ୍ତଙ୍କ ନିକଟରେ ପହଞ୍ଚାଇ ଥିଲେ | ଶେଷରେ ସରପଞ୍ଚ ଶ୍ରୀମତୀ ସାକାଳୀ କହଁର

ଘରେ ଘରେ ସୁଭଦ୍ରା ଶୋଭାଯାତ୍ରା ରେ ସକ୍ରିୟ ଅଂଶ ଗ୍ରହଣ କରିଥିବା ମହିଳା ମାନଙ୍କୁ ସରକାରଙ୍କର ମହିଳା ମାନଙ୍କ ଆର୍ଥିକ  ବିକାଶ କ୍ଷେତ୍ରରେ କାର୍ଯ୍ୟ କରିବ ଏହାଦ୍ୱାରା ଅଧିକରୁ ଅଧୀକ ମହିଳା ସ୍ୱାବଲମ୍ବୀ ହୋଇପାରିବେ ବୋଲି କହିଥିଲେ | ଏହାପରେ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ରଂଜିତ କୁମାର କହଁର ଅନୁରୂପ ଭାବେ ସୁଭଦ୍ରା ଯୋଜନା ଓ ସରକାର ଙ୍କ କାର୍ଯ୍ୟ ଉପରେ ମହିଳାମାନଙ୍କୁ ଅବଗତ କରିଥିଲେ, ଶେଷରେ ନାଇବ ସରପଞ୍ଚ ଶ୍ରୀ ସଂଜୀବ ଡିଗାଲ   ସରକାର ଙ୍କୁ କାର୍ଯ୍ୟକ୍ରମ ଉପରେ ସୂଚନା ପ୍ରଦାନ କରିଥିଲେ ଏବଂ ଶେଷରେ ଏଡିଈଓ ଶ୍ରୀ ନରୋତ୍ତମଃ କହଁର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |  ଘରେ ଘରେ ସୁଭଦ୍ରା କାର୍ଯ୍ୟକ୍ରମ କୁ ଏମ୍ବିକେ ଶ୍ରୀ ଚଞ୍ଚଳା ବେହେରା, ସିଆରପି ଶ୍ରୀମତୀ ସୁକୁମାରୀ ବେହେରା, ଶ୍ରୀମତୀ ହେମଲତା ମେହେର, ଶ୍ରୀମତୀ ମିତା ଦେହୁରୀ, ଶ୍ରୀମତୀ ଅନିତା ବିଶୋଇ ଶ୍ରୀମତୀ କନକ ମହାକୁଡ଼, ଶ୍ରୀମତୀ ରଶ୍ମିତା ନାୟକ, ଦୁଖୀ କହଁର ଓ ଅଙ୍ଗନବାଡି କର୍ମି ଶ୍ରୀମତୀ ରାଧାରାଣୀ ସାହାଣୀ, ଶ୍ରୀମତୀ ଯୁବତୀ ପ୍ରଧାନ, ଶ୍ରୀମତୀ ଶାକମ୍ବରୀ କହଁର , ଆଶା ଦିଦି ସଂଜିତା ସାହାଣୀ, ସଂଯୁକ୍ତା ସାହୁ, ନର୍ମଦା ସାହୁ, ପଂଚାୟତ କର୍ମକର୍ତ୍ତା କିଶୋର ବିଶୋଇ,  ବୁବୁଲ ସାହାଣୀ ପ୍ରମୁଖ ଶୋଭାଯାତ୍ରା ରେ ଅଂଶ ଗ୍ରହଣ କରିବା ସହିତ ସଫଳ କରି ପାରିଥିବାରୁ ସରପଞ୍ଚ ଶ୍ରୀମତୀ ସାକାଳୀ କହଁର ସମସ୍ତଙ୍କୁ ଭୁୟସୀ ପ୍ରଶଂସା କରିବା ସହିତ ଶତାଧିକ ଅଂଶଗ୍ରହଣ କାରି ମହିଳାମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ  |


News Comment




Photo in News

Advertisment
Lastest News
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026

You Might Also Like