-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||     

HOME   ଜିଲ୍ଲା

ଖବର ଦୁନିଆର ଦୁଇ ଭଣ୍ଡ ସର୍ଦ୍ଦାରଙ୍କ ପ୍ରତି ସାବଧାନ, ଟାର୍ଗେଟ ରେ ସରକାରୀ ଅଧିକାରୀ

14-Sep-2024



ନର୍ଲା(ପ୍ରେରଣା ଖବର): କଳାହାଣ୍ଡି ଜିଲ୍ଲା ନର୍ଲା ଅଞ୍ଚଳର ଏକାଧିକ ଅପରାଧରେ ଜଡିତ ଥିବା  ଦୁଇ ଭଣ୍ଡ କୁଖ୍ୟାତ ଅପରାଧି ମାନେ କଲାହାଣ୍ଡିର କଳଙ୍କିତ ଚେହେରା ସାମ୍ବାଦିକ ନାଁ ରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଖଣି ଖାଦାନ, ବ୍ୟବସାୟୀ ଶିକ୍ଷ୍lନୁଷ୍ଠାନ ତଥା ସରକାରୀ ଵେସରକାରୀ କାର୍ଯ୍ୟାଳୟ ମାନଙ୍କରେ ଜୋରଜବରଦସ୍ତ ଧସେଇ ପଶି ଅଧିକାରୀ ମାନଙ୍କୁ ବିଭିନ୍ନ ବାହାନା ଦେଖାଇ ଭୟଭୀତ କରି ବଟି ଆଦାୟ କରୁଥିବାର  ନର୍ଲା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି l
କିନ୍ତୁ ଏହି କାଳିଆ ଖଣ୍ଟ ଲମ୍ପଟ ନିର୍ଲଜ ମାନେ ଯେଉଁ ଅଧିକାରୀ କିମ୍ବା ବ୍ୟବସାୟୀ ବଟି ନ ଦେଲେ ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ବାରମ୍ବାର ଖବର ପ୍ରସାରଣ କରି ତାଙ୍କ ନିର୍ମଳ ଭାବ ମୂର୍ତ୍ତିକୁ ମଳିନ କରିବା ସହ ଚରିତ୍ର ସଂହାର କରୁଛନ୍ତି l  ବିଭିନ୍ନ କାର୍ଯ୍ୟାଳୟକୁ ଅନାବଶ୍ୟକ ଆରଟିଆଇ ମାଗି ସୂଚନା ଅଧିକାର ଆଇନର ଅପବ୍ୟବହାର କରୁଥିବା ଏ ଦୁଇ ଭଣ୍ଡ ସାମ୍ବାଦିକ ଜଣେ ରୁପ୍ରାରୋଡ଼ରୁ ଆସି ନର୍ଲାରୋଡ  ବାସ କରୁଥିବା ଥିବା ବେଳେ  ଅନ୍ୟ ଜଣେ ସର୍ଗିଗୁଡା  ମଧ୍ୟରେ ରହି ଦତ୍ୟଗୁରୁ ଶୁକ୍ରାଚାର୍ଯ୍ୟ କାମ କରୁଛନ୍ତି l ଏ ନିର୍ଲଜଙ୍କ ସ୍ତ୍ରୀ ଜଣେ ଛୋଟିଆ ସରକାରୀ କର୍ମଚାରୀ ଅଟନ୍ତି l ଏମାନଙ୍କ ହୀନଦୃଷ୍ଟିରୁ ଜିଲ୍ଲାର ଅନେକ ସରକାରୀ ଅଧିକାରୀ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି l ବିଶେଷ କରି ଏମାନେ ଥାନା ଅଧିକାରୀ ମାନଙ୍କୁ ଟାର୍ଗେଟ କରୁଛନ୍ତି କାରଣ ତାଙ୍କ ଅପରାଧକୁ ଘୋଡ଼େଇବା ଓ ସହଯୋଗୀ ଅପରାଧୀଙ୍କୁ ପୋଲିସ କାର୍ଯ୍ୟାନୁଷ୍ଠାନ ନ କରିବା ପାଇଁ ଚାପ ପ୍ରୟୋଗ କରନ୍ତି l ଯେଉଁ ପୋଲିସ ଅଧିକାରୀ ନ ଶୁଣନ୍ତି ତାଙ୍କ ବିପକ୍ଷରେ ବାରମ୍ବାର ମିଥ୍ୟା ଭିତ୍ତିହୀନ ଖବର ପ୍ରସାରଣ କରୁଛନ୍ତି l
 ଏମାନଙ୍କ କଲାସମ୍ରାର୍ଯ୍ୟ ବଢ଼ିବଢ଼ି ଚଳିଛି, ଅଳ୍ପ ଦିନ ଭିତରେ ଏହି ଅପରାଧୀ ଓ ଅନ୍ୟ ଜଣେ ଶୁକ୍ର କାଲିଆ ଦଶ ବର୍ଷ ତଳେ ଶନିମେଳା ତ୍ରିନାଥ ମେଲା କରି ଭିକ ମାଗି ପେଟ ପୋଷୁ ଥିଲେ କିନ୍ତୁ ଆଜି ସେ ମଧ୍ୟ ବହୁ ସରକାରୀ ଅଧିକାରୀ ମାନଙ୍କୁ ବ୍ଲାକ ମେଲିଙ୍ଗ କରି କୋଟିକୋଟି ଟଙ୍କାର ଆୟ ବହିର୍ଭୁତ କଳାଧନ ଠୁଳ କରିଥିବା ଅଭିଯୋଗ ହେଉଛି l ଏ ଦୁଇ କୁକ୍ଷlତ ଅପରାଧି  ଏମାନଙ୍କର ଏତେ କମ ସମୟ ଭିତରେ କୋଟି କୋଟି ଟଙ୍କାର ଆୟର ଉତ୍ସ ଆସିଲା କୋଉଠୁ ? ତାହା କଳାହାଣ୍ଡି ପୋଲିସ ବିଭାଗ ଓ ଇନକମ ଟ୍ୟାକ୍ସ ଏବଂ ଦୁର୍ନୀତି ନିବାରଣ ବିଭାଗ ମାନଙ୍କର ଏକ ମିଳିତ ଟାକ୍ସ ସ୍ପୋଟ ଗଠନ କରାଯାଇ ଏମାନଙ୍କର ସ୍ଥାବର ଆସ୍ଥାବର ସମ୍ପତ୍ତି ଜାଞ୍ଚ କରାଗଲେ ଏ ଅପରାଧୀଙ୍କର କଳା ସାମ୍ରାଜ୍ୟର ଅସଲ ମୁଖା ଲୋକଲୋଚନକୁ ଆସିବ ବୋଲି ସାଧାରଣରେ ଅଭିଯୋଗ ହେଉଛି l


News Comment




Photo in News

Advertisment
Lastest News
  ଜିଲ୍ଲା  
ତଳମୁଣ୍ଡଚାଷୀ ପ୍ରତାରିତ   20-Sep-2026
  ଜିଲ୍ଲା  
*ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   20-Sep-2026
  ଜିଲ୍ଲା  
ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   20-Sep-2026
  ଜିଲ୍ଲା  
ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   20-Sep-2026
  ଜିଲ୍ଲା  
ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   20-Sep-2026
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ   19-Sep-2026
  ଜିଲ୍ଲା  
ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   19-Sep-2026
  ଜିଲ୍ଲା  
ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   19-Sep-2026
  ଜିଲ୍ଲା  
ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   19-Sep-2026
  ଜିଲ୍ଲା  
ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   19-Sep-2026
  ଜିଲ୍ଲା  
କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   19-Sep-2026

You Might Also Like