-+91-9937148622 |

prerana_bgr@rediffmail.com |

  Wednesday 11th November 2026 |

| | | |

R.N.I. Regd No. ODIODI/2010/46693

Breaking News

ଭୀମପାହାଡ ମହୋତ୍ସବ-୨୦୨୬ର ତୃତୀୟ ସଂଧ୍ୟା,ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିଲା ମଞ୍ଚ   (11-Nov-2026)       ||      ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଙ୍କ 150 ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ପଲ୍ଲିଶ୍ରୀ ପଡ଼ିଆ ଡୁଡୁକା ଠାରେ ୟୁନିଟି ସ୍ପୋର୍ଟସ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ    (10-Nov-2026)       ||      ବଲାଙ୍ଗୀରରେ ଗୋପାଳଜୀ ମନ୍ଦିରରେ ଦକ୍ଷିଣ କାଳୀ ପୂଜା, ପାଟଣେଶ୍ୱରୀ ପୀଠକୁ ନେଇ ବିବାଦ ମଧ୍ୟରେ ଉଠିଲା ନୂଆ ପ୍ରଶ୍ନ!   (10-Nov-2026)       ||      ସଇଁତଳା ଥାନା ସମ୍ମୁଖରେ ଜଗନ୍ନାଥ୍ ଏକ୍ସପ୍ରେସ ବସ୍ ଓ ଟ୍ରକ୍ ଧକ୍କା ଘଟଣା - ଏକ ନମ୍ବର ସିଟରେ ବସିଥିବା ସତ୍ୟଭାମା ସାହୁଙ୍କୁ ମୁଣ୍ଡରେ ଲାଗିଛି ଗଭିର ଆଘାତ - ପଡ଼ିଲା ୧୬ ଷ୍ଟିଚ   (10-Nov-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ବିଜ୍ଞାନ ଦିବସ ପାଳିତ   (10-Nov-2026)       ||      କେଲିଆ ଶୈବପୀଠ ରେ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ପ୍ରସ୍ତୁତି ବୈଠକ   (10-Nov-2026)       ||      ପ୍ରତିଶ୍ରୁତି ପରେ ଧାରଣାରୁ ଓହରିଲେ ଗ୍ରାମବାସୀ   (10-Nov-2026)       ||      ଝରିଗାଁ କୋର୍ଟ ପରିସରରେ ଆଇନଜୀବି ଉପରେ ଆକ୍ରମଣ କୁ ଦୃଢ଼ ନିନ୍ଦା କଲେ ଡାବୁଗାଁ ଆଇନଜୀବୀମାନେ   (10-Nov-2026)       ||      ବିନିକା କଂସାରୀପଡ଼ାରେ ମହା ଆଡ଼ମ୍ବରରେ ପାଳିତ ହେଲା ଗିରି ଗୋବର୍ଦ୍ଧନ ପୂଜା,ବିରାଟ ଶୋଭାଯାତ୍ରାରେ କମ୍ପିଲା ସହର   (10-Nov-2026)       ||      ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ   (10-Nov-2026)       ||      *ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କୁ ଭେଟିଲେ ବୁଟିଆଗୁଡାର ଅଲେଖ ଭକ୍ତ, ମହିମା ମନ୍ଦିରର ଉନ୍ନତି ନେଇ ଆଲୋଚନା*   (10-Nov-2026)       ||      ମୁଡ଼ଶୁଣ୍ଢୀ ରେ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (10-Nov-2026)       ||      ସ୍ବାଧିନତା ସଂଗ୍ରାମୀ ଭାଗୀରଥୀ ପଟ୍ଟନାୟକ ଓ ଜମ୍ବୁବତୀ ଦେବୀଙ୍କ ଜନ୍ମ ଜୟନ୍ତୀ   (10-Nov-2026)       ||      କଂସଦରବାର,ସାଂସସ୍କୃତିକବିଚିତ୍ରାରେ ଦୁଲୁକିଲା ଭୀମପାହାଡ ମହୋତ୍ସବ   (10-Nov-2026)       ||      ଦିବ୍ୟାଙ୍ଗଙ୍କ ସହିତ ଦୀପାବଳି ପାଳନ କଲା ଟିଟିଲାଗଡ ବିକାଶ ସେନା   (09-Nov-2026)       ||      ମଲମୁଣ୍ଡା କ୍ଲଷ୍ଟରରେ ପଞ୍ଚମ ମାସିକ ବୈଠକ    (09-Nov-2026)       ||      ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଂସଦୀୟ କାର୍ଯ୍ୟପ୍ରଣାଳୀ, ନେତୃତ୍ୱ ଓ ଦକ୍ଷତା ଵୃଦ୍ଧି ପାଇଁ ଏକ ଅଭିନଵ କାର୍ଯ୍ୟକ୍ରମ - ମଡେଲ ପାର୍ଲାମେଣ୍ଟ    (09-Nov-2026)       ||      ପାଟଣେଶ୍ୱରୀ ମନ୍ଦିର ପାରଂପାରିକ ରୀତିନୀତିରେ ସମ୍ପୁର୍ଣ୍ଣ ହେଲା କାଲିପୂଜା   (09-Nov-2026)       ||      ମାଣ୍ଡେଲ ଗ୍ରାମରେ କୁଲତା ସମାଜର ଜିଲ୍ଲା ଓ ଆଞ୍ଚଳିକ କମିଟିର ସମାବେଶ ଏବଂ ବନ୍ଧୁ ମିଳନ କାର୍ଯ୍ୟକ୍ରମ   (09-Nov-2026)       ||      *ବରୀ ବ୍ଲକ୍ କାର୍ଯ୍ୟାଳୟରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ: ୯୨ଟି ଅଭିଯୋଗ ପତ୍ର ମଧ୍ୟରୁ ୨୦ଟିର ତୁରନ୍ତ ସମାଧାନ*   (09-Nov-2026)       ||     

HOME   ଜିଲ୍ଲା

ବିଶିପଡା ବଜରଙ୍ଗି ଯୁବକ ସଂଘର ଶ୍ରୀ ଗଣେଶ ପୂଜା ପାଳିତ

09-Sep-2024



ଫୁଲବାଣୀ (କ୍ଷୀରୋଦ କୁମାର ସାହାଣୀଙ୍କ ରିପୋର୍ଟ ) କନ୍ଧମାଳ ଜିଲ୍ଲା ସଦର ବ୍ଲକ ଫୁଲବାଣୀ ର ବିଭିର୍ଣ୍ଣ ଅଞ୍ଚଳରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ୍ୟ ହାଆଡମ୍ବରରେ  ଶ୍ରୀ ଗଣେଶ ବିଘ୍ନ ବିନାଶକ ବିନାୟକ ଅଗ୍ର ପୂଜ୍ୟ ଗଣନାଥ ଙ୍କ ପୂଜା ପାଳିତ ହୋଇଯାଇଛି । ଏହି ଅଞ୍ଚଳର ସମସ୍ତ ଶିକ୍ଷାନୁଷ୍ଠାନ, ବିଦ୍ୟାଳୟ, ମହାବିଦ୍ୟାଳୟ ରେ ବିଦ୍ୟାର ଅଧିକାରୀ ଶ୍ରୀ ଗଣେଶ ଙ୍କର ପୂଜା ଅନୁଷ୍ଠିତ ହେଉଥିବା ବେଳେ ବିଶେଷ କରି  ଗ୍ରାମାଞ୍ଚଳ ରେ ବିଭିର୍ଣ୍ଣ ସାମାଜିକ ସଂଗଠନ ତଥା ଯୁବକ ସଙ୍ଘ, ସହିତ ପୁର ପଲ୍ଲୀରେ ମଧ୍ୟ୍ୟ ଶ୍ରୀ ଗଣେଶ ପୂଜାକୁ ଅତ୍ୟଧୂକ ଭକ୍ତି ଉତ୍ସାହରେ ପାଳନ କରାଯାଇଥିବା ଦେଖିବାକୁ ମିଳିଛି | ଏହା ଦ୍ୱାରା ଗ୍ରାମାଞ୍ଚଳ ସାଂସ୍କୃତିକ ତଥା ଧାର୍ମିକ ଭାବନା ଗଭୀର ଭାବରେ ଜାଗ୍ରତ ହେବା ସହିତ ଭକ୍ତି ଭାବ ମଧ୍ୟ୍ୟ ସୃଷ୍ଟି ହୋଇ ଥାଏ |  ଶ୍ରୀ ଗଣେଶଙ୍କ ପୂଜା ଦେଖିବାକୁ ଆଖପାଖ ଗାଁ ଓ ସହ ର ରୁ ବହୁ ସଂଖ୍ୟାରେ ଜନସମାଗମ ହେଉଥିବାର ଦେଖିବାକୁ ମିଳୁଛି l ସେହିପରି ନିକଟସ୍ଥ ବିଶିପଡା ଗ୍ରାମ ପଂଚାୟତର  ବଜରଙ୍ଗୀ ଯୁବକ ସଂଘ ଦ୍ୱାରା ଚଳିତ ବର୍ଷ ବଡ଼ ଧୂମଧାମରେ  ଶ୍ରୀ ଗଣେଶଙ୍କର ପୂଜା ଅନୁଷ୍ଠିତ ହୋଇଥିବାର ଦେଖିବାକୁ ମିଳିଛି |

    ବିଡ଼ିପଡା ବଜରଙ୍ଗୀ ଯୁବକ ସଙ୍ଘ ଦ୍ୱାରା ଆୟୋଜିତ ଶ୍ରୀ ଗଣେଶ ପୂଜାରେ ଏକ  ନୂତନ କଳାତ୍ମକ ଶୈଳୀ ଦେଖିବାକୁ ମିଳିଥିଲା  | ପ୍ରଭୁ ଗଣେଶଙ୍କ ଆଶୀର୍ବାଦ ପାଇବା ପାଇଁ  ସ୍ଥାନୀୟ ପୂଜା ମଣ୍ଡପ ରେ ଦିନସାରା ଭକ୍ତମାନଙ୍କର ଭିଡ଼ ମଧ୍ୟ ଦେଖିବାକୁ ମିଳିଥିଲା । ଆଉ ଗୋଟିଏ ଦୁଇଦିନ ପରେ ଏହି ଉତ୍ସବରେ ଆଳତୀ ଏବଂ ଗଣେଶ ମୂର୍ତ୍ତିଗୁଡ଼ିକୁ ସ୍ଥାନୀୟ ସାଲୁଁକି ନଦୀର ପବିତ୍ର ଜଳରେ ବିସର୍ଜନ କରିବା ପାଇଁ ସ୍ଥିର କରାଜୀବ ।ଗଣେଶ ପୂଜାର ସଫଳ ସିଦ୍ଧାନ୍ତ ସହିତ ବିଶିପଡା ଗ୍ରାମରେ  ପୁନଃ ସାଂସ୍କୃତିକ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ଯୁବକ ସଂଘର ପ୍ରତିବଦ୍ଧତା ପ୍ରଦର୍ଶନ କରିଥିବା ଯାହା କି ବିଶିପଡା ଗ୍ରାମକୁ କଳାର ମାଟି ବୋଲି ଏକ ସ୍ୱତନ୍ତ୍ର ପରିଚୟ ଦେଇ ପାରୁଛି । ଏହି ପର୍ବ ଚିରସ୍ଥାୟୀ ବିଶ୍ଵାସ ଭରସା ଏବଂ ଏକତାର ସ୍ମାରକି  ଭାବରେ କାର୍ଯ୍ୟ କରେ ଯାହା ଏହି  ଅଞ୍ଚଳର ଲୋକଙ୍କୁ  ଏକ ଆଧ୍ୟାତ୍ମିକ ଭାବରେ ପରିଭାଷିତ କରେ । 

 ଚଳିତ ବର୍ଷ ବିଶିପଡା ଗ୍ରାମରେ ପଂଚାୟତ ପ୍ରାଙ୍ଗଣରେ ବଜରଙ୍ଗୀ ଯୁବକ ସଙ୍ଘ ଦ୍ୱାରା ଗଣେଶ ପୂଜା ଅନୁଷ୍ଠିତ ହୋଇଥିବା ବେଳେ ନିକଟସ୍ଥ କୁମ୍ଭାର ସାହି, ଓ ରାମ ଲୀଳା ନାଟ୍ୟ ସଙ୍ଘ ଦ୍ୱାରା ସୁବର୍ଣ୍ଣ  ସାହି, ଶ୍ରୀଦେବୀ ଉଚ୍ଚ ବିଦ୍ୟାଳୟ, ପ୍ରାଥମିକ ବିଦ୍ୟାଳୟ ଓ ଆଶ୍ରି ସାହି ସମେତ ସମସ୍ତ ଶିକ୍ଷାନୁଷ୍ଠାନ ମାନଙ୍କରେ ପୃଥକ ପୃଥକ ଭାବେ ଅଗ୍ରପୂଜ୍ୟ ଗଣ ନାଥଙ୍କର ପୂଜା ଅନୁଷ୍ଠିତ ହୋଇଯାଇଛି | 
   ଚଳିତ ବର୍ଷରେ ଅନୁଷ୍ଠିତ ହୋଇଥିବା ଗଣେଶ ପୂଜାର ବିଶେଷତ୍ୱ ହେଲା ପୂଜା କମିଟିର ସଦସ୍ୟ ମାନଙ୍କ ଦ୍ୱାରା ନିଜ ହାତରେ ବିଘ୍ନ ବିନାଶକ ବିଦ୍ୟାର ଅଧିକାରୀ ବିନାୟକ ଅଗ୍ରପୁଜ୍ୟ ଗଣନାଥ ଙ୍କର ମଣ୍ମୟ ମୂର୍ତ୍ତି କୁ ତିଆରି କରା ଯାଇଥିବା ଦେଖିବାକୁ ମିଳିଛି | ବିଶିପଡା ବଜରଙ୍ଗୀ ଯୁବକ ସଂଘର ଜଣେ ଯୁବ ମୂର୍ତ୍ତି କାରିଗର, ଶିଳ୍ପୀ ଓ ଲୋକ ନୃତ୍ୟ କଳାକାର ଶ୍ରୀ ଗଣେଶ ସାହାଣୀ (ସାନ ଭାଇ ) ସହକାରୀ ଶ୍ରୀ ଦୀପକ ସାହାଣୀ ଦୀର୍ଘ ୧୦ ଫୁଟ ଉଚ୍ଚତା ବିଶିଷ୍ଟ ଶ୍ରୀ ଗଣନାଥ ଙ୍କର ଏକ ଅତ୍ୟନ୍ତ ମନଲୋଭା ସୁନ୍ଦର ମୂର୍ତ୍ତି ନିର୍ମାଣ କରିପାରିପାରିଛନ୍ତି, ଯାହାକି ଜଣେ ପେସାଦାର ମୂର୍ତ୍ତି କାରିଗର ଗଢି ଥିବା ମୂର୍ତ୍ତି ପରି ଦେଖିବାକୁ ମିଳିଛି | ଶ୍ରୀ ଗଣେଶ ସାହାଣୀ ( ସାନ ଭାଇ ) ଗଣେଶଙ୍କର ପ୍ରକୃତ ଅଙ୍ଗ ବସ୍ତ୍ର ସହିତ ମୂର୍ତ୍ତିର ସର୍ବାଙ୍ଗରେ ଶାସ୍ତ୍ରୀୟ ବର୍ଣ୍ଣିତ ରୂପେ ଅତି  ସୁନ୍ଦର ଓ ଚମତ୍କାର ରଙ୍ଗରେ ରଙ୍ଗୟିତ କରି ମୂର୍ତ୍ତିକୁ ଏକ ଜୀବନ୍ତ ରୂପ ଦେଇ ପାରିଥିବା ଦେଖିବାକୁ ମିଳିଛି | ମୂର୍ତ୍ତି କାରିଗର ଗଣେଶ ସାହାଣୀ ( ସାନ ଭାଇ ) ଶ୍ରୀ ଅଗ୍ରପୂଜ୍ୟ ଗଣ ନାଥଙ୍କର ଶରୀର ଗଠନ ରୁ ଆରମ୍ଭ କରି ଅଙ୍ଗ ବସ୍ତ୍ର ପରିପାଟି ଅଳଙ୍କାର ଆଭୂଷଣ ତିଳକ ସହିତ କାହିଁରେ କମି ରଖିନାହାନ୍ତି | ସତରେ ନିଜ ହାତଗଢ଼ା ଶ୍ରୀ ଗଣେଶଙ୍କୁ ଦେଖିଲେ ଆଖି ଲାଖି ରହୁଛି ଓ ଏକ ଆଧ୍ୟାତ୍ମିକ ଭାବନା ହୃଦୟ ମଧ୍ୟରେ ଜାଗ୍ରତ ହୋଇଉଠୁଛି |  ଆଗାମୀ ବର୍ଷରେ ମଧ୍ୟ୍ୟ ଗୁମାଗଡ଼ ରେ ଶ୍ରୀ ଗଣେଶ ପୂଜା ଅତି ଚମତ୍କାର ଓ ଅଭିନଵ ଢଙ୍ଗରେ ପାଳନ କରାଯିବ ବୋଲି ବଜରଙ୍ଗୀ ଯୁବକ ସଂଘର ସଭାପତି ଚନ୍ଦନ ବେହେରା ପ୍ରକାଶ କରିଥିବା ବେଳେ ମ୍ୟାନେଜର ସାହିଲ କୁମାର ସାହାଣୀ ଓ କୋଷାଧକ୍ଷ ଶ୍ରୀ  ରାଜ କୁମାର ସାହାଣୀ ସମେତ ସଂଘର ଅନ୍ୟ ସମସ୍ତ କର୍ମକର୍ତ୍ତା, ସଦସ୍ୟ ମାନଙ୍କ ବଳିଷ୍ଠ ସହଯୋଗ ରେ ଗୁମାଗଡ଼ରେ ଗଣେଶ ଚତୁର୍ଥୀ ପୂଜା ଅତି ସୁନ୍ଦର ଓ ଶାନ୍ତି ଶୃଙ୍ଖଳା ର ସହିତ ଅନୁଷ୍ଠିତ ହୋଇପାରିଥିବା ଯୋଗୁଁ  ସଭାପତି ଚନ୍ଦନ ବେହେରା ସମସ୍ତଙ୍କୁ ପୂଜାର ସଫଳତା ପାଇଁ ଶ୍ରେୟ ଦେଇଛନ୍ତି |


News Comment




Photo in News

Advertisment
Lastest News
  ଜିଲ୍ଲା  
ଭୀମପାହାଡ ମହୋତ୍ସବ-୨୦୨୬ର ତୃତୀୟ ସଂଧ୍ୟା,ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିଲା ମଞ୍ଚ   11-Nov-2026
  ଜିଲ୍ଲା  
ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଙ୍କ 150 ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ପଲ୍ଲିଶ୍ରୀ ପଡ଼ିଆ ଡୁଡୁକା ଠାରେ ୟୁନିଟି ସ୍ପୋର୍ଟସ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ   10-Nov-2026
  ଜିଲ୍ଲା  
ବଲାଙ୍ଗୀରରେ ଗୋପାଳଜୀ ମନ୍ଦିରରେ ଦକ୍ଷିଣ କାଳୀ ପୂଜା, ପାଟଣେଶ୍ୱରୀ ପୀଠକୁ ନେଇ ବିବାଦ ମଧ୍ୟରେ ଉଠିଲା ନୂଆ ପ୍ରଶ୍ନ!   10-Nov-2026
  ଜିଲ୍ଲା  
ସଇଁତଳା ଥାନା ସମ୍ମୁଖରେ ଜଗନ୍ନାଥ୍ ଏକ୍ସପ୍ରେସ ବସ୍ ଓ ଟ୍ରକ୍ ଧକ୍କା ଘଟଣା - ଏକ ନମ୍ବର ସିଟରେ ବସିଥିବା ସତ୍ୟଭାମା ସାହୁଙ୍କୁ ମୁଣ୍ଡରେ ଲାଗିଛି ଗଭିର ଆଘାତ - ପଡ଼ିଲା ୧୬ ଷ୍ଟିଚ   10-Nov-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ବିଜ୍ଞାନ ଦିବସ ପାଳିତ   10-Nov-2026
  ଜିଲ୍ଲା  
କେଲିଆ ଶୈବପୀଠ ରେ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ପ୍ରସ୍ତୁତି ବୈଠକ   10-Nov-2026
  ଜିଲ୍ଲା  
ପ୍ରତିଶ୍ରୁତି ପରେ ଧାରଣାରୁ ଓହରିଲେ ଗ୍ରାମବାସୀ   10-Nov-2026
  ଜିଲ୍ଲା  
ଝରିଗାଁ କୋର୍ଟ ପରିସରରେ ଆଇନଜୀବି ଉପରେ ଆକ୍ରମଣ କୁ ଦୃଢ଼ ନିନ୍ଦା କଲେ ଡାବୁଗାଁ ଆଇନଜୀବୀମାନେ   10-Nov-2026
  ଜିଲ୍ଲା  
ବିନିକା କଂସାରୀପଡ଼ାରେ ମହା ଆଡ଼ମ୍ବରରେ ପାଳିତ ହେଲା ଗିରି ଗୋବର୍ଦ୍ଧନ ପୂଜା,ବିରାଟ ଶୋଭାଯାତ୍ରାରେ କମ୍ପିଲା ସହର   10-Nov-2026
  ଜିଲ୍ଲା  
ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ   10-Nov-2026
  ଜିଲ୍ଲା  
*ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କୁ ଭେଟିଲେ ବୁଟିଆଗୁଡାର ଅଲେଖ ଭକ୍ତ, ମହିମା ମନ୍ଦିରର ଉନ୍ନତି ନେଇ ଆଲୋଚନା*   10-Nov-2026
  ଜିଲ୍ଲା  
ମୁଡ଼ଶୁଣ୍ଢୀ ରେ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   10-Nov-2026

You Might Also Like