-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ଜିଲ୍ଲା

ପିଚୁ ରାସ୍ତା ଉପରେ ପେଭର ବ୍ଲକ.. ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀଙ୍କ ନିର୍ଦ୍ଦେଶକୁ ବି ମାନୁନାହାନ୍ତି ଯନ୍ତ୍ରୀ

04-Sep-2024



ବଲାଙ୍ଗିର,ମୁକ୍ତା ଯୋଜନାରେ ବଲାଙ୍ଗିର ମ୍ୟୁନିସିପାଲିଟିକୁ କୋଟି କୋଟି ଟଙ୍କା ଆସିଛି । ତାହାକୁ କିପରି ଖର୍ଚ୍ଚ କରାଯିବ ଏବଂ ଠିକାଦାର ପୋଷା ଯିବ ସେନେଇ ଯୋଜନା ତିଆରି କରାଯାଉଛି । ମୁକ୍ତା ଯୋଜନାର ଆଳ ଦେଖାଇ ପୌରପାଳିକା କାମ ଦରକାର ନଥିବା ଜାଗାରେ ମଧ୍ୟ କାମ କରି ଟଙ୍କା ବାଟମାରଣ କରିବାର ବ୍ୟବସ୍ଥା କରୁଥିବା ନେଇ ବାରମ୍ବାର ଅଭିଯୋଗ ହେଉଛି । ଏହି ଯୋଜନାରେ ଏସଏଚଜିମାନଙ୍କୁ ସମ୍ମୁଖରେ ରଖି କିଛି ଠିକାଦାରଙ୍କ ଜରିଆରେ କାମ ଚାଲିଥିବା ଏବଂ ଏହା ପଛରେ ଜଣେ ଆଂଚିଳକ ଦଳର ନେତା ଥିବା ନେଇ ମଧ୍ୟ ଅଭିଯୋଗ ହେଉଛି । ଗତ ଦୁଇଦିନ ତଳେ ବଲାଙ୍ଗିର ସହରର ୧୫ନଂ ୱାଡ ର ରାମ ମନ୍ଦିର ଛକରୁ ସହିଦ ଭଗତ ସିଂ କ୍ଲବ ପର୍ଯ୍ୟନ୍ତ ପେଭର ବ୍ଲକ କାମ କରାଯାଇଛି । କାମ ଆରମ୍ଭ ହେଲା ମାତ୍ରେ ସ୍ଥାନୀୟ ଲୋକେ ଗତ ୨୩ ତାରିଖ ଦିନ ବଲାଙ୍ଗିର ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ବିଶ୍ୱମ୍ବର ମିଶ୍ରଙ୍କ ନିକଟରେ ଅଭିଯୋଗ କରିଥିଲେ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, କିଛି ମାସ ତଳେ ଏହି ରାସ୍ତାରେ ପିଚୁ କାମ କରାଯାଇଥିଲା ଏବଂ ରାସ୍ତା ଠିକ ଅଛି । ତେଣୁ ଏହି ରାସ୍ତାର କାମ କରିବାର କୌଣସି ଆବଶ୍ୟକ ନାହିଁ । ଯଦି କାମ କରିବାର ଅଛି ତେବେ ଏହି ପିଚୁ ରାସ୍ତାକୁ ଖୋଳି ସରକାରଙ୍କ ନିର୍ଦ୍ଦେଶାବଳୀ ପାଳନ କରି କାମ କରାଯାଉ । ଅଭିଯୋଗ ପରେ ପୌର ଯନ୍ତ୍ରୀ ଇଂ ପ୍ରଶାନ୍ତ ନାଏକଙ୍କୁ ପୌର ନିର୍ବାହୀ ଅଧିକାରୀ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ  ତଦନ୍ତ ପୂର୍ବରୁ ଓ ନିର୍ବାହୀ ଅଧିକାରୀଙ୍କ ଅଜାଣତରେ ତରବରିଆ ଭାବରେ ରାତି ଅଧରେ ପିଚୁ ରାସ୍ତା ଉପରେ ଅଧ ଇଂଚର ବାଲି ପକାଇ ନିମ୍ନମାନର ପେଭର ବ୍ଲକ ବସାଇ କାମ ସାରି ଦିଆଯାଇଛି । ଏଠାରେ ପ୍ରଶ୍ନ

ଉଠୁଛି ଯେ, ନିର୍ବାହୀ ଅଧିକାରୀଙ୍କୁ ସ୍ଥାନୀୟ ବାସିନ୍ଦା ଅଭିଯୋଗ କଲାପରେ ଉନ୍ନତ ମାନର କାମ ହେବା ବଦଳରେ ତରବରିଆ ଭାବରେ ଉକ୍ତ ପିଚୁ ରାସ୍ତା ଉପରେ କିପରି ମାତ୍ର ଅଧ ଇଂଚ ବାଲି ବିଛାଯାଇ ପେଭର ବ୍ଲକ ବସାଇଦିଆ ଗଲା ।  ମ୍ୟୁନିସିପାଲିଟି ଏମଇ(ଯନ୍ତ୍ରୀ)ଙ୍କ ଅହେତୁକ ଅନୁକମ୍ପା ଯୋଗୁଁ କାମ ବନ୍ଦ ହେବା ବଦଳରେ ରାତି ଅଧିଆ କାମ ସମ୍ପୂର୍ଣ୍ଣ କରାଯାଇଛି ଏବଂ ଯନ୍ତ୍ରୀମାନଙ୍କ ଆଗରେ ପୌର ନିର୍ବାହୀ ଅଧିକାରୀ ଅସହାୟ ହୋଇ ପଡିଥିବା ସାଧାରଣରେ ଚର୍ଚ୍ଚା ହେଉଛି ।  ମ୍ୟୂନିସିପାଲିଟି ନିର୍ବାହୀ ଅଧିକାରୀ ଏହାର ତଦନ୍ତ କରାଯିବ ବୋଲି କହିଥିବା ବେଳେ ସ୍ଥାନୀୟ ଲୋକଙ୍କ ଏହି ତଦନ୍ତ ଉପରେ ଭରସା ନଥିବା ଜଣାଯାଇଛି । ମୁକ୍ତା ଯୋଜନା ନିର୍ଦ୍ଦେଶାବଳୀ ଅନୁସାରେ, ଯେଉଁ ରାସ୍ତରେ ପେଭର ବ୍ଲକ ବସାଯିବ ସେହି ରାସ୍ତାକୁ ୮ ଇଂଚ ଖୋଳାଯାଇ ୪ ଇଂଚର ପଥର ଗୁଣ୍ଡ ଓ ମେଟାଲ ଆସ୍ତରଣ ଦେବା ପରେ  ୨ଇଂଚ ବାଲି ବିଛାଯିବା ପରେ ପେଭର ବ୍ଲକ ବସାଯିବା କଥା । ମାତ୍ର ବଲାଙ୍ଗିର ମ୍ୟୁନିସିପାଲିଟି ପକ୍ଷରୁ ସହରର ବିଭିନ୍ନ ପଡାରେ କରାଯାଇଥିବା ପେଭର ବ୍ଲକ କାମରେ ପିଚୁ ଓ କଂକ୍ରିଟ ରାସ୍ତାକୁ ଖୋଳା ନଯାଇ ତାଉପରେ ଇଂଚେ କିମ୍ବା ଅଧ ଇଂଚର ବାଲି ବିଛାଯାଇ ପେଭର ବ୍ଲକ ବସାଇ ଦିଆଯାଇଥିବା ଅଭିଯୋଗ ହେଉଛି । ଫଳରେ ରାସ୍ତା ନିର୍ମାଣର କିଛିଦିନ ପରେ ପେଭର ବ୍ଲକ ଦବି ଯିବା ସହ ରାସ୍ତାରେ ଖାଲଖମା ସୃଷ୍ଟି ହୋଇ ପାଣି ଜମିରହିବା ଓ ଛୋଟମୋଟ ଦୁର୍ଘଟଣା ହେଉଥିବା ଦେଖିବାକୁ ମିଳୁଛି । ଜିଲ୍ଲାପାଳ ଏଥିପତ୍ର ଦୃଷ୍ଟି ଦେବା ସହ ଏକ ଉଚ୍ଚସ୍ତରୀୟ ତଦନ୍ତ ଏବଂ ଦୋଷି ବିରୋଧରେ କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ପଡାବାସୀ ଦାବି କରିଛନ୍ତି ।  


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like