-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||     

HOME   ଜିଲ୍ଲା

ନିର୍ମାଣ ଶ୍ରମିକଙ୍କ ଅଧିକାର କ୍ଷୁର୍ଣ୍ଣ: ସରକାରୀ ସହାୟତା ପ୍ରଦାନରେ ଶ୍ରମ ବିଭାଗର ବେପରୁଆ ମନୋଭାବ

29-Aug-2024



ରାୟଗଡ଼ା (ସୁପ୍ରିୟା ଷଡଙ୍ଗୀ): ଲେବର କମିଶନର ଓଡିଶା, ଭୁବନେଶ୍ୱରଙ୍କ ଚିଠିରେ ଲେଖାଅଛି, ପ୍ରତି  ୧୫ଦିନରେ ନିର୍ମାଣ ଶ୍ରମିକ ମାନଙ୍କୁ ସହାୟତା ପ୍ରଦାନ କରିବାଯିବା ପାଇଁ l ତଦନୁଯାଇ ଆମ ପାଖ ଗଜପତି ଜିଲ୍ଲାରେ ୨୫/ ୦୭/୨୪ ତାରିଖରେ ପଞ୍ଜିକୃତ ନିର୍ମାଣ ଶ୍ରମିକ ମାନଙ୍କୁ ମୃତ୍ୟୁକାଳିନ, ବିବାହ, ଏବଂ ପିଲାଙ୍କ ଶିକ୍ଷା ସହାୟତା ବଣ୍ଟନ କରାଯାଇଥିଲା l ଏବଂ ଆଜି ସୁଦ୍ଧା ଦ୍ୱତୀୟ ଥର ବଣ୍ଟନ ପାଇଁ ସେହି ଜିଲ୍ଲାରେ ଲିଷ୍ଟ ତିଆରି ଚାଲିଛି l କିନ୍ତୁ ସମାନ ଅଫିସ ଆମ ରାୟଗଡା ଜିଲ୍ଲାରେ ଥାଇ ଦୀର୍ଘ ୨ମାସ ୧୫ଦିନ ବିତିଯାଇଥିଲେ ମଧ୍ୟ, ନିର୍ମାଣ ଶ୍ରମିକମାନଙ୍କୁ  ସହାୟତା ପ୍ରଦାନ କରିବାକୁ ଆମ ଜିଲ୍ଲାର ଶ୍ରମ ଅଧିକାରୀ କର୍ଣ୍ଣପାତ କରୁନାହନ୍ତି l ମୃତ୍ୟୁ କାଳିନ ଏବଂ ଅନ୍ୟାନ୍ୟ ସହାୟତା ଦରଖାସ୍ତ ଗୁଡିକ ବହୁ ସଂଖ୍ୟାରେ ଅଫିସରେ ପଡ଼ି ରହିଥିଲେ ମଧ୍ୟ ତାହା ସେମାନେ କିଛି କରୁନାହାନ୍ତି l ୧୫୦୦ ଟଙ୍କା କରୋନା ସହାୟତା ଆଜିପର୍ଯ୍ୟନ୍ତ ପ୍ରାୟ ୭୦୦୦  ନିର୍ମାଣ ଶ୍ରମିକ ପରିବାର ପାଇ ପାରି ନାହାନ୍ତି l ସେଥିପ୍ରତି ଜିଲ୍ଲା ଶ୍ରମ ଅଧିକାରୀ ନିରବ ରହି କିଛି ଶୁଣୁ ନାହାନ୍ତି l ଦୀର୍ଘ ଦିନ ହେବ ଏପରିକି ପ୍ରାୟ ୧ ବର୍ଷ ହେବ ଜିଲ୍ଲାର ଜିଲ୍ଲା-ଶ୍ରମ ଅଧିକାରୀ ଅଥବା ଜିଲ୍ଲା ସହ-ଶ୍ରମ ଅଧିକାରୀ ଶ୍ରମିକ ମାନଙ୍କ ରିନିୱାଲ,ପ୍ରୋଫାଇଲ ଅପ-ଟୁ-ଡେଟ ଏପ୍ରୁଭାଲ କରୁନାହାନ୍ତି l ରେଜିଷ୍ଟର ଅଫିସର ମାନେ ମଧ୍ୟ ପ୍ରତ୍ୟେକ ବ୍ଲକକୁ ଯିବା କଥା କିନ୍ତୁ ଆମ ଜିଲ୍ଲାରେ ଅଫିସର ମାନେ ଯାଉନାହାନ୍ତି l ଜିଲ୍ଲା ଶ୍ରମ ଅଧିକାରୀ ଅଫିସରେ ବସି ନିର୍ମାଣ ଶ୍ରମିକ ମାନଙ୍କୁ ଅଫିସକୁ ଡାକୁଛନ୍ତି l ଅଥଚ ମୃତ୍ୟୁ କାଳିନ ସହାୟତାର  ଇନ୍ କ୍ଵାରି  କରୁନାହାନ୍ତି l ଫଳରେ ନୋମିନି ମାନେ ସହାୟତା ପାଇଁ ବାରଂବାରଂ ଜିଲ୍ଲା ଶ୍ରମଅଧିକାରୀଙ୍କ କାର୍ଯ୍ୟାଳକୁ ଦୌଉଡ଼ୁଛନ୍ତି l ଏବଂ ଜିଲ୍ଲା ଶ୍ରମଅଧିକାରୀ ଏ ବିଷୟରେ ମାସେ-ଦୁଈ ମାସେ ପରେ ଚିନ୍ତା କରିବା କହୁଛନ୍ତି l ଏହିପରି ଅନୁରୂପ କାର୍ଯ୍ୟକ୍ରମ ଗୁଡିକ ହେଉଛି l ତେଣୁ ଆମର କହିବାର କଥା ଏହି ୧୫ ଦିନ ଭିତରେ ସମସ୍ତ ସହାୟତା ଦିଆଯାଉ l ମୃତ୍ୟୁ ପରେ ନିର୍ମାଣ ଶ୍ରମିକ ମାନଙ୍କ ନାମ ରେଜିଷ୍ଟ୍ରସନ କରି ପୂର୍ଵ ଜିଲ୍ଲାଶ୍ରମ ଅଧିକାରୀ ଜସ୍ମନି ଶୁଭ୍ର ଦର୍ଶନି ସାହୁ ନିଲମ୍ବିତ ହୋଇଛନ୍ତି,ବର୍ତ୍ତମାନର ଜିଲ୍ଲା ସହଶ୍ରମ ଅଧିକାରୀ  ସଞ୍ଜୟ କୁମାର ରାଉତ ମଧ୍ୟ ତାଙ୍କ ପରି ଅନୁରୂପ ମୃତ୍ୟୁପରେ ରେଜିଷ୍ଟ୍ରସନ କାର୍ଯ୍ୟ କରୁଛନ୍ତି ତେଣୁ ତାଙ୍କ ପାଇଁ କଣ ଉପହାର ଅଛି ଦେଖାଯାଉ l


News Comment




Photo in News

Advertisment
Lastest News
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026

You Might Also Like