-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||     

HOME   ଜିଲ୍ଲା

ସିଙ୍ଗଝର ଠାରେ ଗ୍ରାମ ପଞ୍ଚାୟତ ସ୍ତରୀୟ ମିନି ଷ୍ଟାଡିୟମ୍ ନିର୍ମାଣ ଦାବି

29-Aug-2024



ସିନାପାଲି (ଚିନ୍ତାମଣି ନେତାମ )ନୂଆପଡା ଜିଲ୍ଲା ସିନାପାଲି ବ୍ଲକ୍ କାର୍ଯ୍ୟଳୟ ଠାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମଧୁସୂଦନ ଦାସ, ପୋଲିସ୍ ଆରକ୍ଷୀ ଅଧିକ୍ଷକ ଆର ଏସ ରାଘବେନ୍ଦ୍ର ଯୋଗଦେଇ ଗୋଷ୍ଠି ଏବଂ ବ୍ୟକ୍ତିଗତ ଶୁଣାଣୀ କରିଛନ୍ତି । ଏହି କାର୍ଯ୍ୟକ୍ରମରେ  ସିଂଙ୍ଗଝର ଠାରେ ଗ୍ରାମ ପଞ୍ଚାୟତ ସ୍ତରୀୟ ମିନି ଷ୍ଟାଡିୟମ ନିର୍ମାଣ ପାଇଁ ଦାବି ଉପସ୍ଥାପନ କରିଥିଲେ ।ଆଦିବାସୀ ଅଧ୍ୟୁସିତ ଓଡ଼ିଶା ଛତିଶଗଡ
ସୀମାନ୍ତ ବର୍ତ୍ତି ସିନାପାଲି ବ୍ଲକ ସିଙ୍ଗଝର ଗ୍ରାମ ପଞ୍ଚାୟତ ର କ୍ରିଡା ଭିତ୍ତି ଭୂମି ର ବିକାଶ ନିମନ୍ତେ ଏଇ ଅଞ୍ଚଳର କ୍ରୀଡ଼ା ପ୍ରେମୀ ସଦା ସର୍ବଦା  ଚେଷ୍ଟିତ ଅଛନ୍ତି I ପ୍ରାୟ ୧୦ ବର୍ଷ ହେଲା ଏହି ଗ୍ରାମରେ ଅଞ୍ଚଳ ତଥା ପଶ୍ଚିମ ଓଡ଼ିଶା ର ଅନ୍ୟତମ ସର୍ବ ବୃହତ ଅନ୍ତଃ ରାଜ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରି ଆସୁଛନ୍ତି । ହେଳେ ଅତ୍ୟନ୍ତ ଦୁଃଖ ଓ ପରିତାପ ର ବିଷୟ ଏହି ଯେ, ଏଠାରେ କ୍ରିଡା ଓ କ୍ରିଡା ପ୍ରେମୀ ଙ୍କ ନାହି ନ ଥ‌ିବା କ୍ରୀଡାପ୍ରେମ ଥିବା ସତ୍ତ୍ୱେ ଆବଶ୍ୟକୀୟ କ୍ରିଡା ଭିକ୍ତି ଭୂମି ନଥ‌ିବାରୁ ଏହି ଉପାନ୍ତ ଅଞ୍ଚଳରେ କ୍ରିଡାର ଆଶାନୁରୂପ ବିକାଶ ହୋଇପାରୁ ନାହିଁ । ଏବଂ ଅନ୍ୟତମ ସମସ୍ୟା ଯାହାକି ଆବଶ୍ୟକୀୟ ସରକାରୀ ଜମି ନଥିବାରୁ ଖେଳ ପଡିଆ ନିର୍ମାଣ ତଥା କ୍ରିଡାର ବିକାଶ ପାଇଁ ଖେଳ ପଡିଆ ର ଅଭାବ ପରିଲକ୍ଷିତ ହେଉଅଛି । ସରକାରୀ ଜମିର ଅଭାବ କୁ ଦୃଷ୍ଟିରେ ରଖି କ୍ରିଡା ଭିକ୍ତି ଭୂମି ର ବିକାଶ ପାଇଁ ଗ୍ରାମ ଗୌନ୍ତିଆ ସ୍ବର୍ଗତ ନୀଳାମ୍ବର ମାଝୀ ଙ୍କ ଧର୍ମ ପତ୍ନୀ ଓ ତାଙ୍କ ପରିବାର ଜମି ଦାନ ଦେଇ ବଦାନ୍ୟତାର ଅନନ୍ୟ ପରିଚୟ ସୃଷ୍ଟି କରିଛନ୍ତି । ଗତ ତା ୧୬/୦୩/୨୦୨୪ ରିଖ ଦିନ ଭକ୍ତ ପରିବାର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସିନାପାଲି ଙ୍କୁ ଖେଳ ପଡିଆ ନିର୍ମାଣ ନିମନ୍ତେ ଏକର ୪,୦୬ ପରିମାଣ ଦାନ ସ୍ୱରୂପ ପ୍ରଦାନ କରିଛନ୍ତି । ଯାହାକି ମ୍ୟୁ, କେ ନଂ ୪୦୪/୨୪ ତା ୦୧/୦୭/୨୪, ଖାତା ନଂ ୨୫୪ ର ପ୍ଲଟ ନଂ ୧୬୯୩ରୁ ଏକର ୧.୦୬, ୧୬୯୪ ରୁ ଏକର ୦.୯୮,୧୬୯୫ ରୁ ଏକର ୨ .୦୨, ମୋଟ ଏକର ୪.୦୬ ପ୍ରଦାନ କରି ନୂତନ ଖାତା ନଂ ୪୮୪/୫୬୪, ଏହି ସ୍ଥାନରେ  ସିଙ୍ଗଝର ବୁଢାରାଜା ଷ୍ଟାଡିୟମ ନିର୍ମାଣ ପାଇଁ ପ୍ରସ୍ତୁତ କରାଗଲା । ଖେଳ ପଡିଆ ଅଭାବ ରୁ ବିଗତ ଦିନ ରେ ଯାହା ସବୁ କ୍ରିଡା ପ୍ରତିଯୋଗିତା ଆୟୋଜନ କରାଯାଇଛି ତାହା ଅସ୍ଥାୟୀ ସ୍ଥାନ ରେ ହେଉଥିଲା ଏବଂ ରାଜ୍ୟ ର ତଥା ରାଜ୍ୟ ବାହାରୁ ଆସୁଥ‌ିବା ବିଭିନ୍ନ ଦଳ କୁ ନେଇ ଆୟୋଜିତ କ୍ରିଡ଼ାର ବିକାଶ ତଥା ପ୍ରତିଯୋଗିତା କୁ ଉନ୍ନତ ମାନ ର କରିବା ପାଇଁ ଉଦ୍ଦିଷ୍ଟ ସ୍ଥାନ ରେ ଷ୍ଟାଡିୟମ ନିର୍ମାଣ ଆବଶ୍ୟକୀୟ ଅନୁମତି ପ୍ରଦାନ ତଥା ଆକଳନ ଅନୁଯାୟୀ ପାଣ୍ଠି ଅନୁମୋଦନ ଏବଂ ମହାତ୍ମା ଗାନ୍ଧୀ ଜାତୀୟ କର୍ମ ନିଯୁକ୍ତି ଯୋଜନା (ମନରେଗା) ମାଧ୍ଯମରେ
ଖେଳ ପଡିଆର ଉନ୍ନତିକରଣ ତଥା ଅନନ୍ୟ ପାଣ୍ଠି ଦ୍ବାରା କିଛି ଅର୍ଥ ଅନୁମୋଦନ ହେଲେ ଏହି ଗ୍ରାମ ର ବହୁ ପ୍ରତିକ୍ଷିତ କ୍ରିଡା ଭିତ୍ତି ଭୂମିର ବିକାଶ ନିମନ୍ତେ ସହାୟକ ହେବବୋଲି ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ ।ଏହି ଦାବି ପତ୍ର ପ୍ରଦାନ ସମୟରେ ପ୍ରେମଚାନ୍ଦ୍ ବୈଠାରୁ, ରାମ ବିଶି, ଦେବବ୍ରତ ମାଝି, ଗୌରୀଶଙ୍କର ମାଝି, ଭୁବନ ବୈଠାରୁ,ସୁବାସ ବୈଠାରୁ,ପ୍ରେମସିଂ ମାଝି, କମଳାକାନ୍ତ ସେଠି,କ୍ଷୀରୋଦ ବୈଠାରୁ,ଜଗନ୍ନାଥ ନାଏକ, ଧର୍ମେନ୍ଦ୍ର ବୈଠାରୁ,ଭୂତେ ବୈଠାରୁ,ତିରନ୍ ମାଝି ଙ୍କ ସମେତ ଅନେକ ଖେଳାଳି ଓ କ୍ରୀଡ଼ାପ୍ରେମୀ ଉପସ୍ଥିତ ଥିଲେ । ଏହି ଦାବିପତ୍ର ପ୍ରଦାନ ପରେ ନୂତନ ଭାବେ ଯୋଗ ଦେଇଥିବା ନୂତନ ଜିଲ୍ଲାପାଳ ଶ୍ରୀ ଦାସ ବିଭାଗୀୟ କର୍ତ୍ତୃପକ୍ଷ ଓ ସିନାପାଲି ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଏହା ଖୁବ୍ ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।


News Comment




Photo in News

Advertisment
Lastest News
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026

You Might Also Like