-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||     

HOME   ଜିଲ୍ଲା

ଏ ପି ଡି ଯୋଗେଶ୍ୱର ଭୋଇଙ୍କ ଦ୍ଵାରା ସାମାଜିକ ସମୀକ୍ଷାର ଜନଶୁଣାଣୀ -

29-Aug-2024



ନୂଆପଡ଼ା -(ରାମନାଥ ପଣ୍ଡା  ) 
ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ସାମାଜିକ ସମୀକ୍ଷାର ବ୍ଲକ ସ୍ତରୀୟ ଜନ ଶୁଣାଣି ଶିବିର ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ ଅଫିସର (ଆଡମିନ)ଜିଲ୍ଲାପରିଷଦ ନୂଆପଡ଼ାଙ୍କ ଅଧ୍ୟକ୍ଷତାରେ ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର ମନରେଗା ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ଶିବିରରେ ନୂଆପଡ଼ା ଏପିଡି ଯୋଗେଶ୍ୱର ଭୋଇ, ଡିଏସଏ ମିଳନ ପତି, ମନରେଗାର ଜିଲ୍ଲା ସଂଯୋଜକ ବିମଳ କୁମାର, ବିଡିଓ ପ୍ରିୟରଞ୍ଜନ କୁମାର, ସହକାରୀ ନିର୍ବାହୀ ଯନ୍ତ୍ରୀ ଆଶୁତୋଷ ରାଉତ, ଏପିଓ ରବିନାରାୟଣ ରାଉତ,ଯୋଗାଣ ନୀରିକ୍ଷକ ଆଲୋକ ପାତ୍ର ପ୍ରମୁଖ ମଞ୍ଚାସିନ ଥିଲେ ।ବି ଏସ ଏ ନୀତେଶ କୁମାର ମାଝୀ ସମସ୍ତ ତଥ୍ୟ ପ୍ରଦାନ କରିବାରେ ଅଧିକାରୀଙ୍କୁ ସହଯୋଗ କରୁଥିଲେ ।ସାମାଜିକ ସମୀକ୍ଷାର ଅବଧି ୦୧ ଏପ୍ରିଲ ୨୦୨୩ ରୁ ୩୦ ସେପ୍ଟେମ୍ବର ୨୦୨୩ ଏବଂ ୦୧ ଅକ୍ଟୋବର ୨୦୨୩ରୁ ୩୧ ମାର୍ଚ୍ଚ ୨୦୨୪ (ଏମ ଜି ଏନ୍ ଅର୍ ଇ ଜି ଏ)ତଥା ୦୧ ଏପ୍ରିଲ ୨୦୨୨ରୁ ୩୧ ମାର୍ଚ୍ଚ ୨୦୨୩ (ଏନ୍ ଏଫ୍ ଏସ ଏ) ମଧ୍ୟରେ ଆସିଥିବା ସମସ୍ତ ଅଭିଯୋଗ  ଉପରେ ସମୀକ୍ଷା କରାଯାଇଥିଲା ।ଡି ଏସ ଏ ମିଳନ କୁମାର ପରି ଗୋଟିଏ ପରେ ଗୋଟିଏ ଇସ୍ୟୁଜ ଉପସ୍ଥାପନ କରୁଥାନ୍ତି । ଇସ୍ୟୁଜ୍ ମାନଙ୍କ ମଧ୍ୟରେ ଅନେକ ଅନିୟମିତତା ଦେଖା ଦେଇଛି ,ଅନିୟମିତତା ଭିତରେ ଆସିଛି - ଆବଶ୍ୟକୀୟ ସଠିକ୍ କାଗଜ ପତ୍ର ନଥିବା,ନିୟମାନୁଯାୟୀ ଉଚିତ୍ ମୂଲ୍ୟର ବ୍ୟବହାର ନହେବା,ସୂଚନା ବୋର୍ଡର ବ୍ୟବହାର ନହେବା, ଟଙ୍କା କୁ ଆତ୍ମସାତ କରିଥିବା,ଫାଇଲ ଗୁଡ଼ିକ ଅର୍ଦ୍ଧ ପ୍ରସ୍ତୁତ ହୋଇ ରହିବା,ହିତାଧିକାରୀଙ୍କ ଖାତାରେ ଟଙ୍କା ପ୍ରେରଣ ନହେବା,ଭୁଲ ବ୍ୟକ୍ତିଙ୍କ ଖାତାରେ ଟଙ୍କା ଜମା କରିବା,ଏମ ଆର୍ ତିଆରି ନ କରି  ପେମେଣ୍ଟ କରିବା,ବିଲ ଠାରୁ ଅତ୍ୟଧିକ ପେମେଣ୍ଟ କରିବା,ଚେକ୍ ଲିଷ୍ଟ ଅନୁସାରେ ବିଲନହେବା,ଖର୍ଚ୍ଚ ଗୁଡ଼ିକର ହିସାବ ଠିକ୍ ନଥିବା, ପଞ୍ଚାୟତ ମାନଙ୍କରେ ଭି ଆର୍ ପି ଙ୍କ ଆଗରେ ରେକର୍ଡ ନ ଦେଖାଇବା ଇତ୍ୟାଦି ସମସ୍ୟା ଉପରେ ସମୀକ୍ଷା କରାଯାଇଥିଲା ।ବ୍ଲକର ସମସ୍ତ ପି ଇ ଓ,ଜି ଆର୍ ଏସ,ଗ୍ରାମ ସାଥୀ, ୱାଟର ସେଡ ଅଧିକାରୀ,ସରପଂଚ,କନିଷ୍ଠ ଯନ୍ତ୍ରୀ ସଂଗ୍ରାମ କେଶରୀ ପରିଡ଼ା, ଯନ୍ତ୍ରୀ ଅମରେନ୍ଦ୍ର ବିଶ୍ବାଳ ,କନିଷ୍ଠ ଯନ୍ତ୍ରୀ ଧର୍ମେନ୍ଦ୍ର ସାହୁ, ଏନ୍ ଆର୍ ଇ ଜି ଏ ସେଲ ର ଅନ୍ୟ କର୍ମଚାରୀ, ହିତାଧିକାରୀ, ଜନସାଧାରଣ ଉପସ୍ଥିତ ଥିଲେ ।ପୂର୍ବ ବର୍ଷର ଅନେକ ସମସ୍ୟା ଉପରେ ମିଳନ ପତି ଆଲୋକପାତ କରିଥିଲେ ।  ଏ ଇ ଓ ଯୋଗେଶ୍ୱର ଭୋଇ ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କୁ ପ୍ରତ୍ୟକ୍ଷ ଭାବରେ କହିଲେ କି ଆପଣ ମାନେ ଶୀଘ୍ର କମ୍ପ୍ଲାଏ କରି ନିଅନ୍ତୁ ,ଏମ ଜି ଏନ୍ ଆର ଇ ଜି ଏ ଗାଇଡ ଲାଇନର ଧାରା ୨୫ ଅନୁସାରେ ଆର୍ଥିକ ଦଣ୍ଡ ପାଇବାରୁ ନିଜକୁ ଦୂରେଇବାକୁ ପ୍ରୟାସ କରନ୍ତୁ । ଭି ଆର୍ ପି ମାନେ ଦେଇଥିବା ତଥ୍ୟ, ପଞ୍ଚାୟତ ଦେଇଥିବା ତଥ୍ୟ , ଅଡିଟରଙ୍କ ରିପୋର୍ଟ କୁ ଆଧାର କରି ମିଳିଥିବା ସୂଚନା ଠିକ୍ ଥିଲା ବୋଲି ପ୍ରମାଣ ହେଲା ।ଉଭୟ ଏ ଇ ଓ ଏବଂ ଡି ଏସ ଏ କହିଲେ ଯେତେ ଶୀଘ୍ର ପାରିବ ଫାଇଲ ଗୁଡ଼ିକ ସମ୍ପୂର୍ଣ୍ଣ କର ।ବାସ୍ତବରେ ଏତେ ସାମାଜିକ ସମୀକ୍ଷା ହେଉଅଛି କିନ୍ତୁ କର୍ମଚାରୀଙ୍କ ଆତ୍ମ ସମୀକ୍ଷା ନ ହେବା ବିଡମ୍ବନା ଅଟେ ।


News Comment




Photo in News

Advertisment
Lastest News
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026

You Might Also Like