-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||     

HOME   ଜିଲ୍ଲା

ଫୁଲବାଣୀ ପାରା ଲିଗାଲ ସ୍ୱେଚ୍ଛାସେବୀ ମାନଙ୍କ ଏକ ତାଲିମ ଶିବିର ଅନୁଷ୍ଠିତ

27-Aug-2024



ଫୁଲବାଣୀ(କ୍ଷୀରୋଦ କୁମାର ସାହାଣୀଙ୍କ ରିପୋର୍ଟ) କନ୍ଧମାଳ ଜିଲ୍ଲା ଫୁଲବାଣୀ କୋର୍ଟ ପରିସର ମଧ୍ୟରେ ଥିବା ଲିଗାଲ ସେଲ ଦ୍ୱାରା ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି | ଉକ୍ତ ତାଲିମ ଶିବିରକୁ ଏସଡ଼ି ଯେ ଏମ ର ମାନ୍ୟବର ବିଚାରପତି ଶ୍ରୀମତି ସମୃଦ୍ଧି ସାଗରୀକା ବାରିକ ଉଦଘାଟନ କରିଥିବା ବେଳେ ସନମାନୀତ ଅତିଥି ଭାବେ ମିସ ଲୋପାମୁଦ୍ରା ଆଚାର୍ଯ୍ୟ  ( ପ୍ରୋବେଶନ )ଶ୍ରୀ ବଦ୍ରୀନାଥ ବିଶ୍ୱାଳ ( ସିଭିଲ ଜର୍ଜ, ପ୍ରୋବେଶନ )  ଶ୍ରୀମତୀ ବିଶ୍ୱକଲ୍ୟାଣୀ ମିଶ୍ର ( ଅତିରିକ୍ତ ସିଭିଲ ଜର୍ଜ ) ଙ୍କ ସହିତ  ସମ୍ପାଦକ ଡି ଏଲ ଏସ ଏ ଫୁଲବାଣୀ ଯୋଗଦାନ କରିଥିଲେ ଓ ଆଜିର ତାଲିମ ଶିବିରରେ ଉପସ୍ଥିତ ଥିବା କେତେକ ସରକାରୀ ବେସରକାରୀ ସଂସ୍ଥା ବା ଆଜିକାର ସମାଜରେ କାର୍ଯ୍ୟ କରୁଥିବା ପାରା ଲିଗାଲ ସ୍ଵେଚ୍ଛାସେବି ମାନଙ୍କର ଭୂମିକାଉପରେ ତାଲିମ ପ୍ରଦାନ କରିଥିଲେ | କାରଣ କେତେକ ସଂସ୍ଥାରେ କାର୍ଯ୍ୟ କରୁଥିବା ପାରାଲିଗାଲ ସ୍ବେଛାସେବୀ ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ ଅଟେ ବୋଲି  ପ୍ରକାଶ କରିଥିଲେ | ପାରା ଲିଗାଲ ସ୍ବେଛାସେବୀ ମାନେ ବିଭିର୍ଣ୍ଣ ପରିସ୍ଥିତିରେ ନିଜର କାର୍ଯ୍ୟ ସମ୍ପାଦନ କରିଥାନ୍ତି | ଯାହାକି ସେମାନେ କାର୍ଯ୍ୟ କରୁଥିବା ସମୟରେ ବେଳେବେଳେ ଆଇନ କାନୁନ ଦୃଷ୍ଟିରୁ କଣ କରିବେ କଣ କରିପାରିବେ ନାହିଁ ବୋଲି ଅସୁବିଧା ର ସନମୁଖୀନ ହୋଇଥାନ୍ତି, ସେଇଥିପାଇଁ ପାରା ଲିଗାଲ ସ୍ବେଛାସେବୀ ମାନଙ୍କୁ ଆଇନ କାନୁନ ବିଷୟରେ   ତାଲିମ ପ୍ରଦାନ କରାଯାଇଥିଲା | 
ଆରକ୍ଷୀ ଅଧିକାରୀ କିମ୍ବା ସରକାରୀ କର୍ମଚାରୀ ମାନଙ୍କ ଉପରେ ସେମାନଙ୍କର ପର୍ଯ୍ୟବେକ୍ଷଣୀୟ ଭୂମିକା ନାହିଁ |
             ପାରା ଲିଗାଲ ସ୍ଵେଚ୍ଛାସେବିର ଅର୍ଥ ପ୍ରତିଜ୍ଞାବଧ ସ୍ୱେଚ୍ଛାସେବୀ, ଉକ୍ତ ନାମ ଓ ପଦବୀ ର ପ୍ରକୃତ ଉଦେଶ୍ୟ ନିଶୁଳ୍କ ସେବା ପ୍ରଦାନ କରୁଥିବା ବ୍ୟକ୍ତିଙ୍କୁ ବୁଝାଏ |
ଏହା କୌଣସି ରୋଜଗାର କରିବାର ପନ୍ଥା କିମ୍ବା ବୃତି ନୁହେଁ,
ଉକ୍ତ କାର୍ଯ୍ୟରେ କେବଳ ଯାତାୟତ ବାବଦକୁ  ପାରାଲିଗଲ ସ୍ବେଛାସେବୀ ମାନଙ୍କୁ କିଛି ଅର୍ଥ ପ୍ରଦାନ କରାଯାଇଥାଏ,
ଯେଉଁ ବ୍ୟକ୍ତିଙ୍କୁ  ସ୍ୱେଚ୍ଛାସେବୀ ମାନେ ସାହାୟତା ଦେଉଛନ୍ତି, ସେମାନେ ତାଙ୍କର ଦରଖାସ୍ତ ବା ଅଭିଯୋଗ ବିଷୟବସ୍ତୁ ଉପରେ ଭଲଭାବେ ଅବଗତ ହୋଇଥିବା ଉଚିତ |  ଆଉ 
ଜଣେ ସ୍ୱେଚ୍ଛାସେବୀଙ୍କ ଠାରେ ଆତ୍ମବିଶ୍ଵାସ ଓ ସାଧୁତା ଥିବା ଉଚିତ, ଯାହାଦ୍ବାରା ସଂପୂର୍ଣ୍ଣ ଗୋଷ୍ଠୀ ଯାହାଙ୍କର ସେବା ଓ ବିଶ୍ଵାସ ତାଙ୍କ ଉପରେ ଥିବା ଉଚିତ, କିନ୍ତୁ କେବେହେଲେ ଆବେଗ ପ୍ରବଣ, ସ୍ୱେଚ୍ଛାଚାରୀ କଳହପ୍ରିୟ, କ୍ରୋଧଦ୍ଦୀପକ ହେବା ଉଚିତ ନୁହେଁ |
 ବେଳେବେଳେ ପ୍ରତ୍ୟେକ ସମସ୍ୟା ସୁମେଳରେ ରେ ସମାଧାନ ହୋଇଥାଏ | 
କଷ୍ଟସାଧ୍ଯ ଘଟଣାର ଦରଖାସ୍ତର ସମାଧାନ କିପରି କରାଯାଇ ପାରିବ ସେଥି ନିମନ୍ତେ ସଚିବ, ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ସହ ଆଲୋଚନା କରି ସୂଚାରୁ ରୂପେ ସମାଧାନ ର ଉପାୟ ବାହାର କରିବା ଉଚିତ  | 
          ଯେହେତୁ ସ୍ୱେଚ୍ଛାସେବୀ ମାନେ ଆଇନଜୀବୀ ନୁହନ୍ତି ତେଣୁ ସେମାନେ କଦାପି ଭାବିବା ଉଚିତ ନୁହେଁ କି ଆମେ ଆଇନ କାନୁନ୍ ବିଷୟ ରେ ସବୁ ଜାଣିଛୁ ବୋଲି  | 
ସେଚ୍ଛାସେବୀ ମାନେ ସବୁବେଳେ ଆଇନ ବିଷାରଦ ବା ନିଜର  ଭରସା ଯୋଗ୍ୟ ଅଭିଜ୍ଞ ଗୁରୁଙ୍କ ଠାରୁ ହିଁ ପରାମର୍ଶ ଗ୍ରହଣ କରିବା ପରେ ହିଁ କାହାକୁ ଉପଦେଶ ଦେବା ଉଚିତ  |
ପାରାଲିଗଲ ସ୍ବେଚ୍ଛାସେବୀ ସଦା ସର୍ବଦା ମନେରଖୁବା ଉଚିତ ଯେ ତାଙ୍କର ସମ୍ମାନ ତାଙ୍କର ପଦବୀ ପାଇଁ ନୁହେଁ ବରଂ ତାଙ୍କର

ଉଚ୍ଚକୋଟିର ସେବାରୁ ହିଁ ମିଳିଥାଏ | 
 ପାରାଲିଗଲ ସ୍ୱେଚ୍ଛାସେବୀ ମାନଙ୍କ  ଶାଳୀନତା ଓ ଉତ୍ତମ ବ୍ୟବହାରରୁ ହିଁ ତାଙ୍କର ମୂଲ୍ୟବାନ ଭାଗୀଦାର ଭାବେ ଆରକ୍ଷୀ କର୍ମଚାରୀ ଓ ସରକାରୀ କର୍ମଚାରୀ ମାନଙ୍କର ପ୍ରିୟପାତ୍ର ହୋଇଥାନ୍ତି ଓ ନିଜର ସେବା ମନୋଭାବ ରଖି ସମାଜରେ ଅବହେଳିତ, ନିର୍ଯ୍ୟାତିତ ଜନସାଧାରଣ ଙ୍କୁ ଉତ୍ତମ ରୂପେ ଆଇନ ସହାୟତା ଯୋଗାଇ ସେମାନଙ୍କର ନ୍ୟାୟିକ, ସାମାଜିକ, ପାରିବାରିକ ସମସ୍ୟାର ସମାଧାନ କରି ଆବେଦନ କାରୀଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବାରେ ସକ୍ଷମ ହୋଇପାରିଥାନ୍ତି |
 ଆଜିର ତାଲିମ ଶିବିରରେ କନ୍ଧମାଳ ଜିଲ୍ଲାର ବିଭିର୍ଣ୍ଣ ଅଂଚଳ ତଥା ଆଦିବାସୀ ବହୁଳ ଦୁର୍ଗମ ଅଂଚଳ ଗୁଡିକରେ କାର୍ଯ୍ୟ କରୁଥିବା ସମସ୍ତ ଅଗ୍ରଣୀ ସ୍ବେଛାସେବୀ ସଂଗଠନ ର କର୍ମକର୍ତ୍ତା ମାନଙ୍କ ସହିତ  ପାରା ଲିଗାଲ ସ୍ବେଛାସେବୀ ଭାଇଭଉଣୀ ମାନଙ୍କ ମଧ୍ୟରେ ଶ୍ରୀ ରମେଶ ଚନ୍ଦ୍ର ପ୍ରଧାନ, ମନୋଜ କୁମାର ଚୌଧୁରୀ,  ଦିଲୀପ କୁମାର ବେହେରା,  ରିତାଞ୍ଜଳୀ ବଗର୍ତି, ଯଶୋବନ୍ତି ନାୟକ,  ଶାନ୍ତି କହଁର, ପ୍ରଦୀପ କୁମାର କହଁର, ଏବଂ ଅଶୋକ ପ୍ରଧାନ ସମେତ ମୋଟ ପଚିଶ ଜଣ ସ୍ବେଛାସେବୀଙ୍କୁ ତାଲିମ ପ୍ରଦାନ କରାଯାଇଥିଲା, ଏବଂ ଏହି ତାଲିମ ଶିବିରକୁ  ଡି ଏଲ ଏସ ର ସମସ୍ତ କର୍ମକର୍ତ୍ତା  ଉତ୍ତମ ସହଯୋଗ କରି ଶିବିର ସଫଳ ହୋଇପାରଥିଲା |


News Comment




Photo in News

Advertisment
Lastest News
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026

You Might Also Like