-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
27-Aug-2024
ବଲାଙ୍ଗୀର, (ପ୍ରେରଣା ଖବର) ତୁଳସୀନଗର ସ୍ଥିତ ଆରୋଶ୍ରୀ କଲେକ୍ସନ ତରଫରୁ ଜନ୍ମାଷ୍ଟମୀ ଉପଲକ୍ଷେ କ୍ଷୀରି ପ୍ରସାଦବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସର୍ବେଶ୍ୱର ମେହେର , ଶ୍ରଦ୍ଧାଞ୍ଜଳି ମେହେର, ସାବନ ବାଗ, ସୁରେଶ ବାଗ, ବିଶ୍ୱଜିତ ଠେଲା ପ୍ରମୁଖ କ୍ଷୀରି ପ୍ରସାଦ ବଣ୍ଟନ ରେ ସହଯୋଗ କରିଥିଲେ l ଶତାଧିକ ଲୋକ କ୍ଷୀରି ପ୍ରସାଦସେବନ ରେ ସାମିଲ ଥିଲେ l ଯାହାକି ଅଂଚଳ ରେ ଚର୍ଚ୍ଚା ହୋଇଥିଲା l