-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||     

HOME   ଜିଲ୍ଲା

ଗୁଦାରୀ ଓ ଗେରୁପଡା ଅଂଚଳ ଦେଶୀ ମଦ ଭାଟି ଉପରେ ଅବକାରୀ ବିଭାଗର ଚଢ଼ାଉ

27-Aug-2024



ଫୁଲବାଣୀ(କ୍ଷୀରୋଦ କୁମାର ସାହାଣୀଙ୍କ ରିପୋର୍ଟ ) ରାଜ୍ୟରେ ଚୋରା ନିଶା ଦ୍ରବ୍ୟ କାରବାରରେ କନ୍ଧମାଳ ଜିଲ୍ଲା ବର୍ତମାନ ରେକଡ଼ କରିବାକୁ ଯାଉଛି କହିଲେ ଅତ୍ୟୁକ୍ତି ହେବନାହିଁ | ଜିଲ୍ଲାରେ ଦିବାଲୋକରେ ଅବାଧରେ ସମସ୍ତ ପ୍ରକାର ନିଶା କାରବାର ଚାଲିଛି  | ରାଜ୍ୟରେ ଅବକାରୀ ଆଇନ କଡାକଡି ଭାବେ କାର୍ଯ୍ୟକାରୀ ହେଇପାରୁନଥିବା ଯୋଗୁଁ କୌଣସି ଆଇନ କାନୁନ ଖାତିର ନ କରି ଦେଶୀ ମହୁଲି ମଦ ପ୍ରସ୍ତୁତି ଠାରୁ ଆରମ୍ଭ କରି ଅଫିମ ଗଂଜେଇ, ଚରସ ଭଳି ମାରାତ୍ମକ ନିଶା କାରବାର କରି ମାଫିଆ ମାନେ ବେଳେ ବେଳେ ବିଭିର୍ଣ୍ଣ ପ୍ରକାର ଅପରାଧ କରିବାକୁ ଵି ପଛାଉ ନାହାନ୍ତି |  ଏହା ବର୍ତ୍ତମାନ କନ୍ଧମାଳ ଜିଲ୍ଲା ପୋଲିସ ପ୍ରଶାସନ ପାଇଁ ଏକ ଚ୍ୟାଲେଞ୍ଜ ଏକ ଆହ୍ୱାନ ରୂପେ ଠିଆ ହୋଇଛି |   ଉଭୟ ପୋଲିସ ଓ ଅବକାରୀ ବିଭାଗ ର କେତେକ ଅସାଧୁ କର୍ମଚାରୀ ମାନଙ୍କ ପାଇଁ ଉଭୟ ବିଭାଗର ପ୍ଲାନ ପ୍ରୋଗ୍ରାମ ସବୁ ଫେଲ ମାରିଯାଉଛି, ଆଉ ଗଳା ବାଟ ଦେଇ ପୋଲିସ ଆଖିରେ ଚକମା ଦେଇ ନିଶା ଦ୍ରବ୍ୟ କରବାର କରୁଥିବା  ମାଫିଆ ମାନେ ଖସି ଯାଉଛନ୍ତି  |  ତଥାପି ବେଳେବେଳେ କୋଉଠିନା କୋଉଠି ଅଚାନକ ପୋଲିସ ଆଗରେ ଧରା ପଡିଯାଉଛନ୍ତି, ସେମିତୀ ଗତ 25 ତାରିଖରେ ଅବକାରୀ ଏସପି ଶ୍ରୀଝସକେତନ ବରିହା ଙ୍କ ନିଁର୍ଧେଶ ରେ ଅବକାରୀ ବିଭାଗର ଦୁଇଟି ଟିମ ପୃଥକ ପୃଥକ ଭାବେ ଖଜୁରୀପଡା ଥାନା ଅଧୀନରେ ଥିବା ଗୁଦାରୀ ପଂଚାୟତ ରେ ଚାଲିଥିବା ଅବାଧ ମହୁଲି ମଦ ପ୍ରସ୍ତୁତ ସ୍ଥାନରେ ଅଚାନକ ଭାବେ ଚଢ଼ାଉ କରି 3200 କେଜି ର ମହୁଲ ପୋଚ ଓ 220 ଲିଟର ହାତ ରନ୍ଧା ଦେଶୀ ମହୁଲି ମଦ ନଷ୍ଟ କରିବାରେ ସଫଳ ହୋଇଥିବା ବେଳେ ମଦ ରନ୍ଧାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ମାନେ ଫେରାର ହୋଇଯାଇଥିବା ବେଳେ ଅନୁରୂପ ଭାବେ ଫିରିଙ୍ଗିଆ ଥାନା ଅଧୀନରେ ଥିବା ଗେରୁପଡା ପାହାଡ଼ ତଳି ଅଂଚଳରେ ଅବକାରୀ ଟିମ ଅତର୍କିତ ଚଢ଼ାଉ କରି  1520କେଜିର ମହୁଲ ପୋଚ ଓ 80 ଲିଟର ହାତରନ୍ଧା ମହୁଲି ମଦ କୁ ଅବକରି ଟିମ ନଷ୍ଟ କରିବାରେ ସଫଳ ହୋଇଥିବା ବେଳେ ମଦ ରାନ୍ଧୁଥିବା ସମ୍ପୃକ୍ତ ବ୍ୟକ୍ତି ମାନେ ଘଟଣା ସ୍ଥଳରୁ ଫେରାର ହୋଇଯିବାରେ ସକ୍ଷମ ହୋଇପାରିଛନ୍ତି |
     ସେ ଯାହାବି ହେଉନା କାହିଁକି ଅବକାରୀ ଓ ପୋଲିସ

ବିଭାଗରନିଶା ଦ୍ରବ୍ୟ ପ୍ରସ୍ତୁତ ଓ ନିଶାକାରବାର କରୁଥିବା ସମୟରେ ଏଭଳି ଅତର୍କିତ  ଚଢ଼ାଉ ନିଶ୍ଚିତ ଭାବେ ସେମାନଙ୍କର ମନୋବଳ କୁ ଦୁର୍ବଳ କରିବ ଓ ପୁନର୍ବାର ସେମାନେ ଏମିତି ଦୁଇ ନମ୍ବର ଧନ୍ଦା କରିବା ପୂର୍ବରୁ ଦଶ ଥର ବଗିବିବାକୁ ପଡିବ ବୋଲି ସାଧାରଣ ରେ ଆଲୋଚନା ହେଉଛି | ହେଲେ ଅବକାରୀ ବିଭାଗରେ ଓ ପୋଲିସ ବିଭାଗରେ ଥିବା ବିଭାଗୀୟ ନିଶା ବେପାରୀଙ୍କ ଗୁପ୍ତଚର ମାନଙ୍କୁ ଯଦି ଚି଼ହ୍ନଟ କରାଯାଇ ପାରିବ ଓ ସେମାନଙ୍କୁ ବିଭାଗୀୟ ନିଷ୍ପତି ଠାରୁ ଦୁରେଇ ରଖି କଢ଼ା ପଦକ୍ଷେପ ଗ୍ରହଣ କରିପାରିଲେ ଅନେକାଂଶରେ କନ୍ଧମାଳ ଜିଲ୍ଲାରେ ଚାଲିଥିବା ଅବାଧ ନିଶା କାରବାର କିଛି ପରିମାଣ ରୋକିବାରେ ଉଭୟ ପୋଲିସ ଓ ଅବକାରୀ ବିଭାଗ ସଫଳ ହୋଇପାରିବ ବୋଲି ବୁଦ୍ଧିଜୀବୀ ମହଲ ରେ ଆଲୋଚନା ହେଉଛି, ଏଭଳି ଦିଗ ଉପରେ କନ୍ଧମାଳ ଉଭୟ ବିଭାଗର ଏସପି ହସ୍ତକ୍ଷେପ କରିବାକୁ ସାଧାରଣ ରେ ଦାବୀ ହେଉଛି |


News Comment




Photo in News

Advertisment
Lastest News
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026

You Might Also Like