-+91-9937148622 |
prerana_bgr@rediffmail.com |
Thursday 6th August 2026 |
R.N.I. Regd No. ODIODI/2010/46693
Breaking News
24-Aug-2024
(ଡୋଲେଶ୍ଵର ବାଗ)
କଳାହାଣ୍ଡି ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା ଙ୍କ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଛି। ଭୁବନେଶ୍ୱର ଠାରେ ଦଳୟୀ ବୈଠକ ରେ ଯୋଗ ଦେଇଥିବା ବେଳେ ସ୍ବାସ୍ଥ୍ୟ ର ସାଧାରଣ ଚିକିତ୍ସା ପାଇଁ ଭୁବନେଶ୍ବର ଏମସ କୁ ଯାଇଥିଲେ। ସେଠାରେ ତାଙ୍କ ହୃଦୟ ରେ ବ୍ଲକେଜ ଥିବା ଜାଣିବାକୁ ପାଇଥିଲେ। ସେଠାରୁ ପ୍ରାଥମିକ ଚିକିତ୍ସା ପାରେ ଭୁବନେଶ୍ବର ରୁ ମୁମ୍ବାଇ କୁ ଆକାଶ ମାର୍ଗ ରେ ସ୍ଥାନାନ୍ତରିତ କରାଯାଇଅଛି। ମୁମ୍ବାଇରେ ତାଙ୍କ ଚିକିତ୍ସା ଜାରି ରହିଥିବା ବେଳେ ତାଙ୍କ ପୁଅ ଅଭିନନ୍ଦନ ପଣ୍ଡା ପ୍ରକାଶ କରିଛନ୍ତି।