-+91-9937148622 |

prerana_bgr@rediffmail.com |

  Wednesday 23rd September 2026 |

| | | |

R.N.I. Regd No. ODIODI/2010/46693

Breaking News

ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||      ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   (22-Sep-2026)       ||      ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ    (22-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (22-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||     

HOME   ଜିଲ୍ଲା

ସୁପରିଚାଳିତ ଓ ସୁସଜ୍ଜିତ ଆଦିବାସୀ ଆଶ୍ରମସ୍କୁଲ୍; ଶ୍ରେୟ ପ୍ରଧାନଶିକ୍ଷକଙ୍କର

23-Aug-2024



ସୋନପୁର(ପ୍ରେରଣା ଖବର): ସୁବର୍ଣ୍ଣପୁର ଜିଲ୍ଲାର ଏମୁଣ୍ଡ ଓ ସେମୁଣ୍ଡର ଦୁଇଟି ଅଭ୍ୟନ୍ତର ଅଞ୍ଚଳର ଆଦିବାସୀ କଲ୍ୟାଣ ବିଭାଗର ଆଶ୍ରମସ୍କୁଲ୍ ଏତେ ବ୍ୟବସ୍ଥିତ ଓ ସୁସଜ୍ଜିତ ଯେ ଆଖିରେ ନ ଦେଖିଲେ ଜଣେ ବିଶ୍ବାସ କରିପାରିବ ନାହିଁ। ସ୍କୁଲ୍ ଭିତରର ଲନ୍, ବଗିଚା, ପରିବେଶ, ଶ୍ରେଣୀକୋଠରୀ, ପିଲାଙ୍କ ଖାଦ୍ୟପେୟ , ଶିକ୍ଷାଦାନରୁ ଶୃଙ୍ଖଳା ପର୍ଯ୍ୟନ୍ତ ସବୁକିଛି। ଅନ୍ୟ ସ୍କୁଲ୍ ଗୁଡିକର ଏହା ଅନୁକରଣୀୟ। ଏହାର ଶ୍ରେୟ ନିଶ୍ଚିତ ଭାବରେ ସ୍କୁଲର ପ୍ରଧାନ ସେବକ ବା ପ୍ରଧାନଶିକ୍ଷକ , ସମସ୍ତ ଶିକ୍ଷକ, କର୍ମଚାରୀ, କମିଟି, ଗ୍ରାମବାସୀ ଓ ଜିଲ୍ଲା ଅଧିକାରୀଙ୍କର ।

ସୋନପୁର ବ୍ଲକ୍ ଲଛିପୁର ନିକଟବର୍ତ୍ତୀ ଅସୁରମୁଣ୍ଡା ଗ୍ରାମରେ ରହିଛି ଆଦିବାସୀ କଲ୍ୟାଣ ବିଭାଗର ଏହି ନନ୍ଦନକାନନ ଆଶ୍ରମସ୍କୁଲ୍ ଟି । ଏହାର ହେଡ୍ ମାଷ୍ଟର ଅଛନ୍ତି ବୃନ୍ଦାବନ ବଢେଇ । ସେ ଗତ ୩୦/୯/୨୦୦୬ ରୁ ୧୩/୧/୨୦୧୨ ପର୍ଯ୍ୟନ୍ତ ଏଠାରେ ଏହି ଦାୟିତ୍ୱରେ ଥିଲେ ଓ ଏବେ ଦ୍ବିତୀୟବାର ଗତ ୧/୮/୨୦୧୨ରୁ ଅଛନ୍ତି । ସ୍କୁଲ୍ ର ଛାତ୍ରଛାତ୍ରୀଙ୍କ ମୋଟ ସଂଖ୍ୟା ୩୪୫ ଓ ୪ ଟି ହଷ୍ଟେଲ (୪୦ ଆସନର ବାଳିକା , ୧୦୦ ଅନୁସୂଚୀତ ଜାତିର ବାଳିକା, ୧୦୦ ଅନୁସୂଚିତ ଜନଜାତିର ବାଳିକା ଓ ୧୦୦ ଅନୁସୂଚିତ ଜନଜାତିର ବାଳକ) ଏମିତି ମିଶି ମୋଟ ୨୬୮ ଛାତ୍ରଛାତ୍ରୀ ଅନ୍ତେବାସୀ ଅଛନ୍ତି । ୭ ଜଣ ସହକାରୀ ଶିକ୍ଷକ/ଶିକ୍ଷୟିତ୍ରୀ ଓ ୬ ଜଣ ରାନ୍ଧୁଣୀ ବା ସିସିଏ ଅଛନ୍ତି ।  ଗ୍ରାମର ମାଆ ଜଗଦମ୍ବା ଏସ୍ ଏଚ୍ ଜି ମଧ୍ୟାହ୍ନ ଭୋଜନର ଦାୟିତ୍ୱ ନେଇଛନ୍ତି । ଅଭିଭାବକ କମିଟିର ସଭାନେତ୍ରୀ ଅଛନ୍ତି ଗୌରୀ ନାଏକ । ସିସିଟିଭି ଲାଗିଛି । ପାନୀୟଜଳ ପାଇଁ ଆକ୍ବାଗାର୍ଡ ଲାଗିଛି । ପାଚେରୀ ଅଛି । ତେବେ ଏଠାରେ ଗୋଟିଏ ଅସୁବିଧା ଯେ ସ୍ଥାନାଭାବ ଯୋଗୁଁ  ଖେଳପଡିଆ ନାହିଁ । ସ୍କୁଲ୍ ପରିବେଶ ଅତ୍ୟନ୍ତ ସୁସଜ୍ଜିତ । ଏଠାରେ ଅଶୋକଚକ୍ର ସ୍ଥାପନା ଏହାର ଗୁରୁତ୍ୱକୁ ଆହୁରି ବଢାଇ ଦେଇଛି । ଏହି ବିଦ୍ୟାଳୟଟି ସୁବର୍ଣ୍ଣପୁର ଡି ଡବ୍ଲୁ ଓ ଅଚ୍ୟୁତାନନ୍ଦ ସିଂଙ୍କ ତତ୍ତ୍ବାବଧାନରେ ଚାଲିଛି । ପଚାରିବାରୁ ଜଣାଗଲା ଏଡିଡବ୍ଲୁଓ  ସଂଯୁକ୍ତା ମାଝି ଗତ ଜୁଲାଇ ୨୭ ତାରିଖରେ ଏଠାକୁ ଭିଜିଟ୍ କରିଥିଲେ ଓ ଡବ୍ଲୁଇଓ ସୌରଭ ଦାନୀ ପ୍ରତିମାସରେ ଆସନ୍ତି। ସ୍ବାସ୍ଥ୍ୟବିଭାଗର ଆର ବି ଏସକେ ଟିମ୍ ମଧ୍ୟ ନିୟମିତ ପିଲାଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିଥାନ୍ତି । ଦୁଇଥର ଦାୟିତ୍ୱ ନେଇଥିବା ଜଣେ ଆଦିବାସୀ ପ୍ରଧାନସେବକଙ୍କ ନିଷ୍ଠା ଓ ଆନ୍ତରିକତା ଯୋଗୁଁ ଏସବୁ ସହିତ ପାଠପଢା ଓ ପରିଚାଳନାଗତ ଶୃଙ୍ଖଳା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ।

ଏହି ଜିଲ୍ଲାର ଆରମୁଣ୍ଡରେ ଉଲୁଣ୍ଡା ବ୍ଲକ୍ ର ପାତାଳୀଶ୍ରୀକ୍ଷେତ୍ର ନିକଟସ୍ଥ ଖୁଣ୍ଟ ସମଲେଇ ପଞ୍ଚାୟତର କୁଞ୍ଜାମାଲ ଗ୍ରାମରେ ମଧ୍ୟ ରହିଛି ଏହିପରି ଆଉ ଏକ ସୁନ୍ଦର ସୁବ୍ୟବସ୍ଥିତ ଆଶ୍ରମସ୍କୁଲ୍ । ଏହାର ପ୍ରଧାନଶିକ୍ଷକ ଅଛନ୍ତି ସୁଧାଂଶୁ ଶେଖର ପଣ୍ଡା । ଏଠାରେ ୬ ଜଣ ଅତିଥି ଶିକ୍ଷକ ଓ ମାତ୍ର ୪ ଜଣ ସ୍ଥାୟୀ ଶିକ୍ଷକ ଅଛନ୍ତି । ତେବେ ସେତିକି ୪ ଟି ହଷ୍ଟେଲରେ ମୋଟ ୪୧୦ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୪୭ ଅନ୍ତେବାସୀଙ୍କୁ ପ୍ରଧାନଶିକ୍ଷକଙ୍କ ସମେତ ୨ ଜଣ ମେଟ୍ରନ୍ ଓ ସିସିଏ ମାନେ ସମୂଭାଳନ୍ତି । ଏଠାରେ ଅତିଥି ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ବଦଳରେ ସମସ୍ତ ସ୍ଥାୟୀ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ଦିଆଯିବା ଆବଶ୍ୟକ ବୋଲି ସ୍ଥାନୀୟ ଲୋକେ ମତବ୍ୟକ୍ତ କରନ୍ତି । ତେବେ ସେ ଯା'ହେଉ , ଏହି ସ୍କୁଲର ଉଚ୍ଚପାଚେରୀ, ଶ୍ରେଣୀକୋଠରୀ ଓ ହଷ୍ଟେଲ, ପରିବେଶ ଇତ୍ୟାଦି ସୁବ୍ୟବସ୍ଥିତ ଓ ସୁସଜ୍ଜିତ। ସର୍ବୋପରି ସୁବର୍ଣ୍ଣପୁର ଜିଲ୍ଲାର ଆଦିବାସୀ କଲ୍ୟାଣ ବିଭାଗର ଏଇ  ଦୁଇଟି ଆଶ୍ରମସ୍କୁଲ୍ ଅନ୍ୟାନ୍ୟ ପଡୋଶୀ ଜିଲ୍ଲାର ଉକ୍ତ ବିଭାଗର ଆଶ୍ରମସ୍କୁଲ୍ ଠାରୁ ଯଥେଷ୍ଟ ଉନ୍ନତ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ   22-Sep-2026
  ଜିଲ୍ଲା  
ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   22-Sep-2026
  ରାଜ୍ୟ  
ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   22-Sep-2026
  ଜିଲ୍ଲା  
ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ   22-Sep-2026
  ଜିଲ୍ଲା  
*ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   22-Sep-2026
  ଜିଲ୍ଲା  
*୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   22-Sep-2026
  ଜିଲ୍ଲା  
*ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   22-Sep-2026
  ଜିଲ୍ଲା  
ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   22-Sep-2026
  ରାଜ୍ୟ  
ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ   22-Sep-2026
  ଜିଲ୍ଲା  
ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   22-Sep-2026
  ଜିଲ୍ଲା  
ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ   22-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   22-Sep-2026

You Might Also Like