-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||     

HOME   ଜିଲ୍ଲା

ବୋଡ଼େନ ବ୍ଲକରେ ୧୪ ହଜାର ଜାତୀୟ ପତାକା ବଣ୍ଟନ କାର୍ଯ୍ୟକ୍ରମ

14-Aug-2024



ବୋଡ଼େନ (ରାମନାଥ ପଣ୍ଡା)
 ନୂଆପଡ଼ା ଜିଲ୍ଲାର ବୋଡ଼େନ ବ୍ଲକରେ ବି ଡି ଓ ପ୍ରିୟ ରଞ୍ଜନ କୁମାରଙ୍କ ନିର୍ଦ୍ଦେଶ କ୍ରମେ  ତଥା ବି ପି ଏମ ସୁନୀତା ସୋନାଙ୍କ ତତ୍ତ୍ଵାବଧାନରେ ୧୫ ଗୋଟି ପଞ୍ଚାୟତରେ ୧୪ ହଜାର ଜାତୀୟ ପତାକା ବଣ୍ଟନ କରାଯାଇଛି ।ସମସ୍ତ ପଞ୍ଚାୟତ ଯଥା - ବାବେବିରରେ ସରପଂଚ ଯୁଗେଶ୍ୱର ପାଣ୍ଡେ,ପି ଇ ଓ ସଞ୍ଜୟ ମେହେର, ଭଇଁଶାଦାନୀ ସରପଂଚ ଗିରିଜା ମାଝୀ,ପି ଇ ଓ ଜୟାନନ୍ଦ ମେହେର,ବୋଡ଼େନ ଠାରେ ସରପଂଚ ରଶ୍ମିତା ସିନ୍ନା,ପି ଇ ଓ କ୍ଷମା ସାଗର ସୁନାନି, ବୋଇର ଗାଁ ପଞ୍ଚାୟତରେ ସରପଂଚ ହିମାଦ୍ରୀ ଜଗତ, ଡମଝରରେ ସରପଂଚ ସଦାଶିବ ବେହେରା,ପି ଇ ଓ ସତିଶ ରଞ୍ଜନ ରାଉତ,ଫରସରା ପଞ୍ଚାୟତ ସରପଂଚ ସରିତା ନିଆଲ,ପି ଇ ଓ କ୍ଷୀରୋଦ ଚନ୍ଦ୍ର ନାୟକ,କରଙ୍ଗାମାଲ ସରପଂଚ ରାମ ଲାଲ ପଣ୍ଡା ଓ ପି ଇ ଓ ପବିତ୍ର ମିର୍ଦ୍ଧା, ରୋକାଲ ସରପଂଚ ଠାକୁର ବାଗ ଓ ପି ଇ ଓ ବାବୁଜୀ ମାଝୀ, କର୍ଲା କୋର୍ଟ ସରପଂଚ ମଙ୍ଗଳ ସିଂ ଦଳ ଓ ପି ଇ ଓ ଶାଶ୍ବତ କୁମାର ଭୋଇ,ଖଇରା ସରପଂଚ କୈଳାସ ଚନ୍ଦ୍ର ଦଳ,ଲର୍କା ସରପଂଚ ଜୟଶ୍ରୀ ପଟେଲ ,ପି ଇ ଓ ଯଜ୍ଞ ଭାରତୀ ମାଝୀ, ଲିଟିସର୍ଗୀ ସରପଂଚ ମିନତୀ ନନ୍ଦ,ନାଗପଡା ସରପଂଚ ଗମ୍ଭୀର ତାଣ୍ଡି,ପି ଇ ଓ ଗୁର୍ଯୁ ହଂସ,ପଳସଦା ସରପଂଚ ଚତୁରୀ ବେହେରା,ପି ଇ ଓ ହିରନ୍ୟ ମୟୀ ଚଲାନ,ସୁନା ପୁର ସରପଂଚ ମୁକ୍ତା ରାଉତ,ପି ଇ ଓ ହୃଷୀକେଶ ବୈଠା ରୁ ଏବଂ ସମସ୍ତ ଜି ଆର୍ ଏସ ନିଜ ନିଜ ପଞ୍ଚାୟତରେ କାର୍ଯ୍ୟକ୍ରମ ଆୟୋଜନ କରି ମିଶନ ଶକ୍ତି କାର୍ଯ୍ୟକର୍ତ୍ତା ଏମ ବି କେ,ସି ଆର୍ ପି,ବ୍ୟାଙ୍କ୍ ମିତ୍ର,କୃଷି ମିତ୍ର, ପ୍ରାଣୀ ମିତ୍ର,ଏଲ ଏସ ପି,ବି ଏଲ ଏଫ୍ ମେମ୍ବର,ଜି ପି ଏଲ ଏଫ୍ ମେମ୍ବର ମାନଙ୍କୁ ଜାତୀୟ ପତାକା ବଣ୍ଟନ ରେ ସହଯୋଗ କରିଥିଲେ ।ବ୍ଲକର ବି ପି ସି ରାଜେଶ୍ କୁମାର ସାହୁ,ଜି ପି ଇ ଓ ଭୀଷ୍ମ କୁମ୍ଭାର,ପ୍ରଫୁଲ୍ଲ କୁମାର ନାଏକ,ସହକାରୀ ନିର୍ବାହୀ ଯନ୍ତ୍ରୀ ଆଶୁତୋଷ ରାଉତ,ସହକାରୀ ଯନ୍ତ୍ରୀ ଜୁଗେଶ୍ୱର ନାଏକ,ସମସ୍ତ କନିଷ୍ଠ ଯନ୍ତ୍ରୀ, ଏ ପି ଓ ରବିନାରାୟଣ ରାଉତ ସମେତ ବ୍ଲକ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ହର୍ ଘର୍ ତୀରଙ୍ଗା କାର୍ଯ୍ୟ କ୍ରମରେ ସାମିଲ ହୋଇ ପ୍ରଶଂସା ଲାଭ କରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ତଳମୁଣ୍ଡଚାଷୀ ପ୍ରତାରିତ   20-Sep-2026
  ଜିଲ୍ଲା  
*ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   20-Sep-2026
  ଜିଲ୍ଲା  
ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   20-Sep-2026
  ଜିଲ୍ଲା  
ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   20-Sep-2026
  ଜିଲ୍ଲା  
ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   20-Sep-2026
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ   19-Sep-2026
  ଜିଲ୍ଲା  
ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   19-Sep-2026
  ଜିଲ୍ଲା  
ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   19-Sep-2026
  ଜିଲ୍ଲା  
ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   19-Sep-2026
  ଜିଲ୍ଲା  
ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   19-Sep-2026
  ଜିଲ୍ଲା  
କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   19-Sep-2026

You Might Also Like