-+91-9937148622 |

prerana_bgr@rediffmail.com |

  Saturday 3rd October 2026 |

| | | |

R.N.I. Regd No. ODIODI/2010/46693

Breaking News

ଆଭାସୀ ମାଧ୍ୟମରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସଦଭାବନା ବୈଠକ    (03-Oct-2026)       ||      ପବିତ୍ର ଗାନ୍ଧି ଜୟନ୍ତୀ ଉପଲକ୍ଷେ ହେଲୋ କିଡ୍ସ ପ୍ଲେ ସ୍କୁଲରେ ଫେନସି ଡ୍ରେସ ପ୍ରତିଯୋଗିତା    (03-Oct-2026)       ||      ଆଜି ଶନିବାର♦️ ମାଁ ର ମମତାର ପର୍ବ ପୁଅ ଜିଉଁତିଆ   (03-Oct-2026)       ||      ସୁନ୍ଦରଗଡ଼ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳିତ   (03-Oct-2026)       ||      ବୁଢ଼ୀପଦର୍ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଅବସରରେ ଗ୍ରାମସଭା ଅନୁଷ୍ଠିତ    (03-Oct-2026)       ||      ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ମହାତ୍ମା ଗାନ୍ଧୀ ଓ ଲାଲବାହାଦୂର ଶାସ୍ତି ଜୟନ୍ତୀ ପାଳନ   (03-Oct-2026)       ||      ଶ୍ରିଗୀଡା ରେ ବରିଷ୍ଠ ନାଗରିକ ଦିବସ ପାଳିତ   (03-Oct-2026)       ||      ବରପାଲି ରେଳୱେ ଓଭରବ୍ରିଜ୍‌ରେ ଭାରୀ ଯାନ ଚଳାଚଳ ନିୟନ୍ତ୍ରଣ ଦାବି ,ଜିଲ୍ଲାପାଳ ବିଧାୟକ ଓ ସାଂସଦଙ୍କୁ ଚିଠି ଲେଖିଲେ ପ୍ରଦ୍ୟୁମ୍ନ   (03-Oct-2026)       ||      ରକ୍ତଦାନ ଉତ୍ସବ ଚାଲିଥିବା ବେଳେ ଅସହାୟ ବୃଦ୍ଧାଙ୍କ ଶବ ସତ୍କାର କଲା ନିଷ୍ଠା ପରିବାର   (03-Oct-2026)       ||      *ଡାବୁଗାଁ ବ୍ଲକରେ ଗାନ୍ଧୀ ଜୟନ୍ତୀରେ ଅବହେଳିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି।*   (03-Oct-2026)       ||      ଜିଲ୍ଲା ସ୍ତରୀୟ ଫୁଟବଲ ଚମ୍ପିୟାନସିପ୍ ର ଦ୍ୱିତୀୟ ଦିବସ    (03-Oct-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ଗାନ୍ଧି ଓ ଶାସ୍ତ୍ରୀ ଙ୍କ ଜୟନ୍ତୀ ପାଳିତ   (02-Oct-2026)       ||      ଜନତାଙ୍କ ସହ ସମ୍ପର୍କ, ଜନତାଙ୍କ ପାଇଁ ସେବା — ଏହି ମନ୍ତ୍ରକୁ ନେଇ ଆଗକୁ ବଢ଼ୁଛି ଜନସମ୍ପର୍କ ଅଭିଯାନ।   (02-Oct-2026)       ||      ଗାନ୍ଧୀ ଜୟନ୍ତୀରେ ଅସହାୟ ପିଲାଙ୍କ ପାଇଁ ସହାୟତାର ହାତ ୩୬ ଜଣ ଶିଶୁଙ୍କୁ ଉପହାର ବାକ୍ସ ପ୍ରଦାନ; ବାଲ୍ୟବିବାହ ଓ ଶିଶୁଶ୍ରମ ରୋକିବାକୁ ଶପଥ   (02-Oct-2026)       ||      *ସାହାଣୀ କପ୍ ଫୁଟବଲ୍ ରେ ସନସ୍କୃତିକ କାର୍ଯ୍ଯ କ୍ରମ*- *ଖେଳାଳି ଓ ଦର୍ଶକ ଙ୍କ ମନ ମୋହିଲା ଗୀତ ନାଚ*   (02-Oct-2026)       ||      ନର୍ଲା ଥାନା ଠାରେ ଗାନ୍ଧୀ ଜୟନ୍ତୀ ପାଳନ,ଓ ସଫେଇ କାର୍ଯକ୍ରମ   (02-Oct-2026)       ||      ହରିଶ୍ଚନ୍ଦ୍ର ନାୟକଙ୍କ ଅଵସର କାଳୀନ ସମ୍ବର୍ଦ୍ଧନା ସଭା:ଜଣେ ନିଷ୍ଠାପର କର୍ମଚାରୀ ଭାବେ ସବୁଦିନେ ମନେ ରହିବେ-ଅଧ୍ୟକ୍ଷ   (02-Oct-2026)       ||      ଏସୟୁସିଆଇ ( କମ୍ୟୁନିଷ୍ଟ) ପକ୍ଷରୁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେସ କୁମାର ଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ଓ କୁଶପୁତ୍ତଳିକା ଦାହ   (02-Oct-2026)       ||      ଗାନ୍ଧୀ ଜୟନ୍ତୀରେ ‘ଗ୍ରୀନ୍ ଟିଟିଲାଗଡ଼ କ୍ଲିନ୍ ଟିଟିଲାଗଡ଼’ ଅଭିଯାନ - ବିଧାୟକ କରାଇଲେ ସ୍ଵଚ୍ଚତାକୁ ନେଇ ଶପଥ ପାଠ   (02-Oct-2026)       ||      ଟିଟିଲାଗଡ ଉପଖଣ୍ଡ ପ୍ରଶାସନ ଓ ପୌର ପରିଷଦ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ    (02-Oct-2026)       ||     

HOME   ଜିଲ୍ଲା

ଅଙ୍ଗନୱାଡି କର୍ମୀଙ୍କୁ ବଳତ୍କାର ଉଦ୍ୟମ ଘଟଣା,ମହିଳା ବେଶରେ ଯାଇ କୋର୍ଟରେ ଆତ୍ମସମର୍ପଣ କଲା ଅଭିଯୁକ୍ତ ଶିକ୍ଷକ                        

02-Aug-2024



ବିନିକା(ହିମାଂଶୁ ଶେଖର ପୁଟେଲ): ବିନିକା ପୁଲିସ ଗିରଫ କରିବା ପାଇଁ ଜଗିଥିଲା କୋର୍ଟ ସମ୍ମୁଖରେ ହେଳେ ପୁଲିସକୁ ଚକମା ଦେଇ ସେଲୁଆର ଆଉ ଚୁଡ଼ି ପିନ୍ଧି ମହିଳା ବେଶରେ ଯାଇ ବିନିକା ଜେଏମଏଫସି କୋର୍ଟ ରେ ଆତ୍ମସମର୍ପଣ କଲେ ଅଭିଯୁକ୍ତ ଶିକ୍ଷକ |ଏମିତି ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି ବିନିକାରେ | ସୁଚନାଯୋଗ୍ୟ ଯେ ବିନିକା ଥାନା ଅନ୍ତର୍ଗତ ବାଉଁଶୁଣି ଗ୍ରାମର ଜଣେ ଅଙ୍ଗନୱାଡି କର୍ମୀଙ୍କୁ ଜଣେ ଶିକ୍ଷକ ବଳତ୍କାର ଉଦ୍ୟମ ଏବଂ ମରଣାନ୍ତକ ଆକ୍ରମଣ ହୋଇଥିବା ବିନିକା ଥାନାରେ ଗତ ଜୁନ ମାସ ୨୨ତାରିଖରେ ଅଭିଯୋଗ ହୋଇଥିଲା |ପୁଲିସ ଏନେଇ ଏକ ମାମଲା ୠଜୁକରି ଘଟଣାର ତଦନ୍ତ ଜାରି ରଖିଥିଲା  | ସେହି ମାସ ୧୯ତାରିଖ ବୁଧବାର ଦିନ ରାତ୍ର ୮ ଘଣ୍ଟା ସମୟରେ ଉକ୍ତ ଅଙ୍ଗନୱାଡି କର୍ମୀଙ୍କ ଘରକୁ ବାଉଶୁଣି ଗ୍ରାମର ଶିକ୍ଷକ ଘନଶ୍ୟାମ ମୁଦୁଲି ଏବଂ ଏକାଦସିଆ ମଲ୍ଲିକ ଅଙ୍ଗନୱାଡିର ଆପତ୍ତି ଅଭିଯୋଗ ଅଛି କହି ଘରକୁ ଯାଇଥିଲେ | ପୀଡିତା ଅଙ୍ଗନୱାଡି କର୍ମୀ ଏକୁଟିଆ ରୁହନ୍ତି | ତାଙ୍କର ଏକୁଟିଆର ସୁଯୋଗ ନେଇ ଘନଶ୍ୟାମ ତାଙ୍କୁ ହ୍ୱାଇଟନର ମାଗିଥିଲେ | ସେ ହ୍ୱାଇଟନର ନେବାକୁ ଘର ଭିତରକୁ ଯିବା ପରେ ଘନଶ୍ୟାମ ତାଙ୍କ ପଛେ ପଛେ ଘର ଭିତରକୁ ପଶି ଯାଇଥିଲେ | ପରେ ବାହାର ପଟରୁ ଏକାଦସିଆ କବାଟ ବନ୍ଦ କରି ଦେଇଥିଲେ | ଘର ଭିତରେ ଘନଶ୍ୟାମ ତାଙ୍କୁ ବଳାତ୍କାର କରିବାକୁ ଉଦ୍ୟମ କରିଥିଲେ | ଏବଂ ତାଙ୍କୁ ମାଡ଼ମାରି ମରଣାନ୍ତକ ଆକ୍ରମଣ କରିଥିଲେ | ସେ କୌଶଳ କ୍ରମେ ତା ଠାରୁ ଛଡ଼ାଇ ହୋଇ ବାରି ପଟକୁ ପଳାଇ ଚିତ୍କାର କରିବାରୁ ଉଭୟ ଅଭିଯୁକ୍ତ ସେଠାରୁ ଫେରାର ମାରିଥିଲେ | ଘଟଣା ସମ୍ପର୍କରେ ସେ ବିନିକା ଥାନାରେ ଲିଖିତ ଅଭିଯୋଗ କରିଥିଲେ | ଏନେଇ ପୁଲିସ ଏକ ମାମଲା ୠଜୁକରି ଘଟଣାର ତଦନ୍ତ ଜାରି ରଖିଥିଲା | ହେଳେ ଆଜି ବିନିକା ଅଞ୍ଚଳରେ ବର୍ଷା ଲାଗି ରହିଥିବା ବେଳେ ଓ ରାସ୍ତାଘାଟ ଶୁଣଶାନ ଥିବା ବେଳେ କାଳେ ପୋଲିସ ଧରି ପକାଇବା ଭୟରେ ଆଜି ଦିନ ପ୍ରାୟ ୩ଘଣ୍ଟା ସମୟରେ ଅଚାନକ ଏକ ସ୍କୁଟିରେ ଶିକ୍ଷକ ଘନଶ୍ୟାମ ସେଲୁଆର ଆଉ ଚୁଡ଼ି ପିନ୍ଧି ମହିଳା ବେଶରେ ତାଙ୍କ ସହଯୋଗୀ ଏକାଦସିଆକୁ ବସାଇ ସିଧାସଳଖ ବିନିକା କୋର୍ଟ ଭିତରକୁ ପଶିଯାଇ ଆତ୍ମସମର୍ପଣ କରିଛନ୍ତି | ଏହି ଘଟଣା ପ୍ରଘଟ ହେବାପରେ ଅଞ୍ଚଳର ଜନସାଧାରଣରେ ଶିକ୍ଷକଙ୍କ କରିସ୍ମା କୁ ନେଇ ଆଲୋଚନା ହେଉଛି | ତେବେ ଉଭୟ ଅଭିଯୁକ୍ତଙ୍କୁ ବିନିକା କୋର୍ଟରେ ଜାମିନ ମିଳିଯାଇଥିବା ସୁଚନା ମିଳିଛି | ପ୍ରକାଶଥାଉକି ଶିକ୍ଷକ ଘନଶ୍ୟାମ ନକଟାମୁଣ୍ଡା ସ୍କୁଲରେ କାର୍ଯ୍ୟରତ ଶିକ୍ଷକ ଥିଲେ |ସେ କାର୍ଯ୍ୟରେ ଯୋଗନଦେବା ଓ ଉପରିସ୍ଥ ଅଧିକାରୀଙ୍କ କଥା ନ ମାନିବାରୁ ୨୨ଦିନ ପରେ ଅର୍ଥାତ ଜୁଲାଇ   ମାସ ୧୪ତାରିଖରୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି |  ଏହି ବଳାତ୍କାର ଉଦ୍ୟମ  ଘଟଣାକୁ ୧ମାସ ୧୯ଦିନ ବିତିଯାଇଥିଲେ ସୁଦ୍ଧା ବିନିକା ପୁଲିସ ଅଭିଯୁକ୍ତ ମାନଙ୍କୁ ଗିରଫ କରିନପାରିବା ପୁଲିସର କାର୍ଯ୍ୟକଳାପ ଉପରେ ସନ୍ଦେହ ସୃଷ୍ଟି ହେଉଛି ।


News Comment




Photo in News

Advertisment
Lastest News
  ରାଜ୍ୟ  
ଆଭାସୀ ମାଧ୍ୟମରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସଦଭାବନା ବୈଠକ   03-Oct-2026
  ଜିଲ୍ଲା  
ପବିତ୍ର ଗାନ୍ଧି ଜୟନ୍ତୀ ଉପଲକ୍ଷେ ହେଲୋ କିଡ୍ସ ପ୍ଲେ ସ୍କୁଲରେ ଫେନସି ଡ୍ରେସ ପ୍ରତିଯୋଗିତା   03-Oct-2026
  ଜିଲ୍ଲା  
ଆଜି ଶନିବାର♦️ ମାଁ ର ମମତାର ପର୍ବ ପୁଅ ଜିଉଁତିଆ   03-Oct-2026
  ଜିଲ୍ଲା  
ସୁନ୍ଦରଗଡ଼ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳିତ   03-Oct-2026
  ଜିଲ୍ଲା  
ବୁଢ଼ୀପଦର୍ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଅବସରରେ ଗ୍ରାମସଭା ଅନୁଷ୍ଠିତ   03-Oct-2026
  ଜିଲ୍ଲା  
ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ମହାତ୍ମା ଗାନ୍ଧୀ ଓ ଲାଲବାହାଦୂର ଶାସ୍ତି ଜୟନ୍ତୀ ପାଳନ   03-Oct-2026
  ଜିଲ୍ଲା  
ଶ୍ରିଗୀଡା ରେ ବରିଷ୍ଠ ନାଗରିକ ଦିବସ ପାଳିତ   03-Oct-2026
  ଜିଲ୍ଲା  
ବରପାଲି ରେଳୱେ ଓଭରବ୍ରିଜ୍‌ରେ ଭାରୀ ଯାନ ଚଳାଚଳ ନିୟନ୍ତ୍ରଣ ଦାବି ,ଜିଲ୍ଲାପାଳ ବିଧାୟକ ଓ ସାଂସଦଙ୍କୁ ଚିଠି ଲେଖିଲେ ପ୍ରଦ୍ୟୁମ୍ନ   03-Oct-2026
  ଜିଲ୍ଲା  
ରକ୍ତଦାନ ଉତ୍ସବ ଚାଲିଥିବା ବେଳେ ଅସହାୟ ବୃଦ୍ଧାଙ୍କ ଶବ ସତ୍କାର କଲା ନିଷ୍ଠା ପରିବାର   03-Oct-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ଗାନ୍ଧୀ ଜୟନ୍ତୀରେ ଅବହେଳିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି।*   03-Oct-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଫୁଟବଲ ଚମ୍ପିୟାନସିପ୍ ର ଦ୍ୱିତୀୟ ଦିବସ   03-Oct-2026
  ଜିଲ୍ଲା  
ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ଗାନ୍ଧି ଓ ଶାସ୍ତ୍ରୀ ଙ୍କ ଜୟନ୍ତୀ ପାଳିତ   02-Oct-2026

You Might Also Like