-+91-9937148622 |

prerana_bgr@rediffmail.com |

  Sunday 4th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଗମ୍ଭାରୀପାଲି ସ୍ଥିତ ଆଞ୍ଚଳିକ ଉମା ମାହେଶ୍ୱରୀ ମନ୍ଦିରରେ ଷୋହଲ ପୂଜା ଆରମ୍ଭ   (04-Oct-2026)       ||      ଜିଲ୍ଲାସ୍ତରୀୟ ଫୁଟବଲ ଚାମ୍ପିୟନସିପ୍‌ର ଉଦ୍‌ଯାପନୀ ଉତ୍ସବ   (04-Oct-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ    (04-Oct-2026)       ||      *୧-୦ ଗୋଲ ରେ ବରଗଡ଼ କୁ ହରାଇ ସାହାଣୀ କପ୍ ଫୁଟବଲ୍ ସୁବର୍ଣ୍ଣପୁର ଜୋନ୍ ଚାମ୍ପିଅନ ହେଲା କଟକ ଦଳ*   (04-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସଂକଳ୍ପ ଅଭିଯାନ ଆରମ୍ଭ*   (04-Oct-2026)       ||      ମଦ ମୁକ୍ତ ଅଭିଯାନ ସମୟରେ ମହିଳାମାନଙ୍କୁ ଦୁର୍ବ୍ୟବହାର, ଡାଵୁଗାଁ ଥାନାରେ ଅଭିଯୋଗ   (04-Oct-2026)       ||      ଗେଟ ସରୋବର ପଡା ସ୍ଥିତ ଡ଼. ବିଆର ଆମ୍ବେଦକର କଲଚରାଳ ଏବଂ ସ୍ପୋର୍ଟିଙ୍ଗ କ୍ଳବ ଆନୁକୂଲ୍ୟରେ ନୁଆଁଖାଇ ଭେଟଘାଟ - 2026 କାର୍ଯ୍ୟକ୍ରମ   (04-Oct-2026)       ||      ଜିଲ୍ଲାସ୍ତରୀୟ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀ ଜୟନ୍ତୀ ପାଳିତ    (04-Oct-2026)       ||      ବଡ଼ମାଳ ହାଇସ୍କୁଲରେ ନୂତନ ପ୍ରଧାନଶିକ୍ଷକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା   (04-Oct-2026)       ||      ଭଟିଗାଁ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍ୱତନ୍ତ୍ର ଗ୍ରାମସଭା   (03-Oct-2026)       ||      କୁଡ଼ାପଡାରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ(୪ର୍ଥ) ଅନୁଷ୍ଠିତ   (03-Oct-2026)       ||      ବିଜେପି ପକ୍ଷରୁ ସେବା ସଂକଳ୍ପ ଅଭିଯାନ ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ୭୩ ୟୁନିଟ ସଂଗୃହିତ।   (03-Oct-2026)       ||      ନବରଙ୍ଗପୁର ଜିଲ୍ଲା ଯୁବ ରେଡକ୍ରସ ର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ- ୨୦୨୬ ଅନୁଷ୍ଠିତ *"ଆସ ଖାଇବାକୁ ଦେବା" - ଅଭିଯାନ ର ଶୁଭାରମ୍ଭ*   (03-Oct-2026)       ||      ‘ପ୍ରେରଣା’ର  ୱେବ ପୋର୍ଟାଲ ତଥା ଡିଜିଟାଲ ମିଡ଼ିଆ ର ଷଷ୍ଠ ପ୍ରତିଷ୍ଠା ଦିବସ   (03-Oct-2026)       ||      ପଟୁଆପାଲି ପଞ୍ଚାୟତ ଅନ୍ତର୍ଗତ ପାଣ୍ଡରିଡୁଙ୍ଗରି ଗ୍ରାମରେ ବିଜେଡି ପକ୍ଷରୁ ପଦଯାତ୍ରା   (03-Oct-2026)       ||      ମାୟାବର୍ହା ହାଇସ୍କୁଲରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ :ପଥ ପ୍ରାନ୍ତ ନାଟକ ପ୍ରଦର୍ଶନ   (03-Oct-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ   (03-Oct-2026)       ||      ଆଭାସୀ ମାଧ୍ୟମରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସଦଭାବନା ବୈଠକ    (03-Oct-2026)       ||      ପବିତ୍ର ଗାନ୍ଧି ଜୟନ୍ତୀ ଉପଲକ୍ଷେ ହେଲୋ କିଡ୍ସ ପ୍ଲେ ସ୍କୁଲରେ ଫେନସି ଡ୍ରେସ ପ୍ରତିଯୋଗିତା    (03-Oct-2026)       ||      ଆଜି ଶନିବାର♦️ ମାଁ ର ମମତାର ପର୍ବ ପୁଅ ଜିଉଁତିଆ   (03-Oct-2026)       ||     

HOME   ଜିଲ୍ଲା

ମହାରାଣୀ ସାଗର ଭିତରେ ମାଟି ମାପ କାମ କରୁ ଥିବା ବେଳେ ଅଘଟଣ... 11କେଭି ଇଲେକ୍ଟ୍ରି ତାର ସଂସ୍ପର୍ଶ ରେ ଆସି ଯୁବକ ମୃତ

01-Aug-2024



ବଲାଙ୍ଗିର(ପ୍ରେରଣା ଖବର): ମହାରାଣୀ ସାଗରରେ ବର୍ଷା ପାଇଁ କାମ ବନ୍ଦ ଅଛି l କିନ୍ତୁ ମଙ୍ଗଳବାର ଦିନ 12 ଟାରେ ମୁନିସିପାଲିଟି ଏମଇ ପି. ନାଏକ ଙ୍କ ଉପସ୍ଥିତି ରେ ମାଟି ଖୋଲା କାମର ମାପ ଚାଲିଥିବା ବେଳେ  କାମରେ ନିୟୋଜିତ ଜଣେ ଶ୍ରମିକଙ୍କ 11କେଭି ଇଲେକ୍ଟ୍ରି ତାର ସଂସ୍ପର୍ଶ ରେ ଆସିବାରୁ ତାଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଛନ୍ତି । ମୃତ ଶ୍ରମିକ ଜଣକ ସ୍ଥାନୀୟ କାମାକ୍ଷାନଗରର ରାଜା(୩୦ ବର୍ଷ, ଜଣେ ଅଣ ଓଡ଼ିଆ ଶ୍ରମିକ) ବୋଲି ଜଣାପଡିଛି। ସୂଚନା ଅନୁସାରେ ମହାରାଣୀ ସାଗରରେ ପୋଖରୀ ଖୋଳା କାମ ସରିବା ପରେ ସେଠାରେ ହୋଇଥିବା ମାଟିକାମର ମାପଜୋଖ ଚାଲିଥିଲା ।  ଠିକାଦାର ଜଣକ ଶ୍ରମିକ ରାଜାଙ୍କୁ ମାଟି ମାପଜୋଖ ପାଇଁ ପୋଖରୀ ଭିତରକୁ ପଠାଇଥିଲେ। ଆଲୁମିନିୟମ ମେସିନରେ ମାଟିମାପିବା ସହ ସେ ବାହାରକୁ ଆସୁଥିଲେ। ହେଲେ ସେଠାରେ ଥୁବା ୧୧କେଭି ତାର ସହ ମେସିନ ଲାଗିଯିବାରୁ ଶ୍ରମିକ ରାଜାଙ୍କୁ କରେଣ୍ଟ ଲାଗି ଯାଇଥିଲା l ଘଟଣା ସ୍ଥଳ ରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ପରେ ଲୋକମାନେ ତାଙ୍କୁ ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ କୁ ବୋହି ଆଣିଥିଲେ l ସେଠାରେ ଥିବା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ମୃତ ରାଜାଙ୍କୁ ନିୟୋଜିତ କରିଥିବା ଠିକାଦାର ଲିଙ୍ଗରାଜ ମିଶ୍ରଙ୍କ କହିବା ଅନୁସାରେ  ସେ ସେଠାରେ ନଥିଲେ l ଖବର ପାଇ ପହଂଚି ଦେଖିଲା ବେଳକୁ ମୃତ ରାଜା ଏବଂ ସୁଜିତ ବେହେରା ନାମକ ଜଣେ ବ୍ୟକ୍ତି 11କେଭି ଇଲେକ୍ଟ୍ରି ତାର ସଂସ୍ପର୍ଶ ରେ ଆସି ଯିବାରୁ କରେଣ୍ଟ ଲାଗି ଯାଇଥିଲା l ଦୁଇଜଣଙ୍କୁ ମେଡିକାଲ ନିଆ ଯାଇଥିଲା l ସେଠାରେ ଡାକ୍ତର ରାଜାଙ୍କୁ ମୃତ ଘୋଷଣା କରିଥିବା ବେଳେ ସୁଜିତ ଙ୍କୁ ସାମାନ୍ୟ ଚିକିତ୍ସା ପରେ ଘରକୁ ପଠାଇ ଦେଇଥିଲେ l ମୃତ ରାଜାଙ୍କ ଏଠାରେ କେହି ନଥିବାରୁ ମୋ ପାଖରେ ରହୁଥିଲା ଏବଂ କାମ କରୁଥିଲା ବୋଲି ସେ କହିଛନ୍ତି l ମହାରାଣୀ ସାଗର ପୁନଃ ଉଦ୍ଧାର କାର୍ଯ୍ୟ ତଦାରଖ କରୁଥିବା ମୁନିସିପାଲିଟି ଏମଇ ଶ୍ରୀ ନାଏକ ଙ୍କ କହିବା ଅନୁସାରେ ବର୍ଷା ଯୋଗୁଁ ମହାରାଣୀ ସାଗରର କାମ ବନ୍ଦ ଅଛି l ବହୁଲୋକ ସାଗର କୁ ବୁଲି ଯାଉଛନ୍ତି କାହାକୁ କଣ ହେଲା ଆମେ ଜାଣି ନାହୁଁ l ଜଣକୁ କରେଣ୍ଟେ ଲାଗିଥିବା ଶୁଣିଛି ବୋଲି କହିଥିଲେ l ତେବେ ଏଠି ପ୍ରଶ୍ନ ଉଠୁଛି ମୃତ ରାଜା 11କେଭି ତାର କୁ କାହିଁକି ମେସିନ ସାହାଯ୍ୟ ରେ ଉପରକୁ କରୁଥିଲେ l କେଉଁ ଏସଏଚଜି ଅଧିନରେ ସେ ଶ୍ରମିକ ଭାବରେ କାମ କରୁଥିଲେ, କି ଏସଏଚଜି ନାଁ ରେ କୌଣସି ଠିକାଦାର କାମ କରୁଥିଲେ l ଏସବୁର ତଦନ୍ତ ହେଲେ କିଏ ସତ କହୁଛି ତାହା ପଦାକୁ ଆସିବ l ଅନ୍ୟପଟେ ମୃତ ରାଜାଙ୍କ ଶବକୁ ପୁଲିସ ଜବତ କରିବା ଏବଂ ପୋଷ୍ଟମଟମ ପରେ ଘର ଲୋକଙ୍କୁ ଶବ ହସ୍ତାନ୍ତର କରିବା ସହ ତଦନ୍ତ ଚଳାଇଥିବା କହିଛି l ମୃତ ରାଜାଙ୍କ ର ଏଠାରେ କେହି ନଥିବାରୁ ତାଙ୍କ ମୃତୁ ଘଟଣାକୁ ଚପେଇ ଦେବାକୁ ଚେଷ୍ଟା ଚାଲିଥିବା ଏବଂ ଠିକାଦାରଙ୍କ ଭୁଲ ଯୋଗୁଁ ଜଣେ ନିରୀହ ଶ୍ରମିକର ମୃତ୍ୟୁ ଘଟିଥିବା  ଅଭିଯୋଗ ହୋଇଛି। ଜିଲ୍ଲାପାଳ ଏହାର ତଦନ୍ତ କରି ଦୋଷୀ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଗମ୍ଭାରୀପାଲି ସ୍ଥିତ ଆଞ୍ଚଳିକ ଉମା ମାହେଶ୍ୱରୀ ମନ୍ଦିରରେ ଷୋହଲ ପୂଜା ଆରମ୍ଭ   04-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଫୁଟବଲ ଚାମ୍ପିୟନସିପ୍‌ର ଉଦ୍‌ଯାପନୀ ଉତ୍ସବ   04-Oct-2026
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ   04-Oct-2026
  ଜିଲ୍ଲା  
*୧-୦ ଗୋଲ ରେ ବରଗଡ଼ କୁ ହରାଇ ସାହାଣୀ କପ୍ ଫୁଟବଲ୍ ସୁବର୍ଣ୍ଣପୁର ଜୋନ୍ ଚାମ୍ପିଅନ ହେଲା କଟକ ଦଳ*   04-Oct-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ସେବା ସଂକଳ୍ପ ଅଭିଯାନ ଆରମ୍ଭ*   04-Oct-2026
  ଜିଲ୍ଲା  
ମଦ ମୁକ୍ତ ଅଭିଯାନ ସମୟରେ ମହିଳାମାନଙ୍କୁ ଦୁର୍ବ୍ୟବହାର, ଡାଵୁଗାଁ ଥାନାରେ ଅଭିଯୋଗ   04-Oct-2026
  ଜିଲ୍ଲା  
ଗେଟ ସରୋବର ପଡା ସ୍ଥିତ ଡ଼. ବିଆର ଆମ୍ବେଦକର କଲଚରାଳ ଏବଂ ସ୍ପୋର୍ଟିଙ୍ଗ କ୍ଳବ ଆନୁକୂଲ୍ୟରେ ନୁଆଁଖାଇ ଭେଟଘାଟ - 2026 କାର୍ଯ୍ୟକ୍ରମ   04-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀ ଜୟନ୍ତୀ ପାଳିତ   04-Oct-2026
  ଜିଲ୍ଲା  
ବଡ଼ମାଳ ହାଇସ୍କୁଲରେ ନୂତନ ପ୍ରଧାନଶିକ୍ଷକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା   04-Oct-2026
  ଜିଲ୍ଲା  
ଭଟିଗାଁ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍ୱତନ୍ତ୍ର ଗ୍ରାମସଭା   03-Oct-2026
  ଜିଲ୍ଲା  
କୁଡ଼ାପଡାରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ(୪ର୍ଥ) ଅନୁଷ୍ଠିତ   03-Oct-2026
  ଜିଲ୍ଲା  
ବିଜେପି ପକ୍ଷରୁ ସେବା ସଂକଳ୍ପ ଅଭିଯାନ ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ୭୩ ୟୁନିଟ ସଂଗୃହିତ।   03-Oct-2026

You Might Also Like