-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||     

HOME   ଜିଲ୍ଲା

ନର୍ଲା ଆସନରେ ଅସଲି କଳାହାଣ୍ଡିଆ ବାଘ ଭୁଶୁଡି ବାରେ ଲାଗିଛି ବିଜେଡ଼ି ଦୁର୍ଗ.

05-May-2024



ନର୍ଲା (ଚିନ୍ତାମଣି ନାଏକ )
 ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ତାରିଖ ଯେତେ ଯେତେ ପାଖେଇ ଆସୁଛି ରାଜନୈତିକ ପ୍ରମୁଖ ତିନି ଦଳର ନେତାଙ୍କ ମାରାଥନ ପ୍ରଚାର ସେତିକି ସେତିକି ବଢ଼ିବାରେ ଲାଗିଛି ଚଳିତ ନିର୍ବାଚନ ତାରିଖ ଘୋଷଣା ପରେ ବିଜେଡି ବିଜେପି କଂଗ୍ରେସ ତିନି ପ୍ରମୁଖ ଦଳ ନିଜ ନିଜ ରଣ କୌଶଳ କରି ନିର୍ବାଚନ ପ୍ରଚାର କୁ ଜୋର୍ ସୋର୍ କରିଥିବା ଦେଖିବାକୁ ମିଳୁଛି,କଳାହାଣ୍ଡି ଜିଲ୍ଲା ନର୍ଲା ନିର୍ବାଚନ ମଣ୍ଡଳୀରେ ଚଳିତ ନିର୍ବାଚନ ପାଇଁ ବିଜେଡି ପକ୍ଷରୁ ବ୍ଲକ ଅଧକ୍ଷା ମନୋରମା ମହାନ୍ତି , ବିଜେପି ରୁ ଅନିରୁଦ୍ଧ ପଧାନ ଦଳୀୟ ଟିକେଟ ରୁ ନିର୍ବାଚନ ଲଢ଼ୁଥିବା ବେଳେ କଂଗ୍ରେସ ପକ୍ଷରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟ ପ୍ରଚାର୍ କମିଟି ଅଧ୍ୟକ୍ଷ ଭେଟେରାନ ଭକ୍ତ ଚରଣ ଦାସ ନିର୍ବାଚନ ମଇଦାନ କୁ ଓହ୍ଲାଇଛନ୍ତି ଶ୍ରୀ ଦାସ ନର୍ଲା ନିର୍ବାଚନ ମଣ୍ଡଳୀ ରେ ଅତି କମ ସମୟ ମଧ୍ୟରେ ବଡ଼ ବଡ଼ ସମାବେଶ ଜରିଆରେ ମାରାଥନ ପ୍ରଚାର କରି ଲୋକଙ୍କ ପାଖକୁ ପହଞ୍ଚିବାରେ ସଫଳ ହୋଇଥିବା ଆଲୋଚନା ହେଉଛି ବର୍ତ୍ତମାନ ଭୋଟର ଙ୍କ ମତ ରେ ପଚିଶ ବର୍ଷର ବିଜେଡି ଶାସନରେ ସାଧାରଣ ଭୋଟର ଅତିଷ୍ଠ ହୋଇ ପରିବର୍ତନ ଖୋଜୁଥିବା ବେଳେ କଳାହାଣ୍ଡି ର ଏକ ଚର୍ଚ୍ଚିତ ଚେହେରା ଟାଣୁଆ ନେତାଙ୍କୁ ପାଖରେ ପାଇ ଭୋଟର ଗୋଟିଏ ପ୍ରକାର ଭକ୍ତ ଦାସ ଙ୍କୁ ଏକପ୍ରକାର ମନସ୍ଥ କରିଥିବା ରାଜନୈତିକ ସମୀକ୍ଷକ ମାନେ ଆକଳନ କରୁଛନ୍ତି  ବିଶେଷ କରି ନର୍ଲା ରେ ବିଜେଡି ରୁ ପ୍ରାର୍ଥୀ ହୋଇଥିବା ମନୋରମା ମହାନ୍ତି ଓ ତାଙ୍କ ସ୍ଵାମୀ ନର୍ଲା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି (ମୁନା) ପରୋକ୍ଷରେ ଦଶ ବର୍ଷ ଓ ପ୍ରତ୍ୟକ୍ଷ ରେ ଆଠବର୍ଷ ମୋଟ ଅଠର ବର୍ଷ ନର୍ଲା ପଞ୍ଚାୟତ ସମିତି ଶାସନ କୁ ଜାବୁଡ଼ି ଧରି ନର୍ଲାବିକାଶ କୁ ଠେଲିଦେଇ ଥିବାରୁ ତାଙ୍କ ଏକ ଛତ୍ରବାଦ ଶାସନ ର ପୁଞ୍ଜିଭୂତ ଅସନ୍ତୋଷର ପ୍ରତିଶୋଧ ଭୋଟର ଚଳିତ ନିର୍ବାଚନ ରେ ବିଜେଡ଼ି ପ୍ରାର୍ଥୀନୀ ମନୋରମା ମହାନ୍ତି ଙ୍କ ବିପକ୍ଷ ରେ ଯିବାର ଏକ ପ୍ରକାର ନିଶ୍ଚିତ କରି ସାରିଥିବା ବିଭିନ୍ନ ସ୍ଥାନ ମାନଙ୍କରେ ଶୁଣିବାକୁ ମିଳୁଛି କାରଣ ସ୍ବାମୀ ସ୍ତ୍ରୀ କ୍ଷମତା ଲୋଭରେ କାହାରି ସମ୍ପର୍କ ନ ଦେଖି ସମ୍ପତି ଲୋଭରେ ରହି ଗୋଟିଏ ଗୋଟିଏ ଠିକା କୁ ତିନି ରୁ ଚାରି ଲୋକଙ୍କୁ ବିକ୍ରି କରିବା ଏବଂ ସାଧାରଣ ଲୋକଙ୍କ ଆପତ୍ତି ଅଭିଯୋଗ କୁ ବୃକ୍ଷ୍ୟେପ ନ କରି ଓଲଟି ନାଲି ଆଖି ଦେଖାଇବା ସହ ବିଭିନ୍ନ ଧମକ ଚମକ୍ ଦେଇ ନିଜର ସ୍ବାର୍ଥ ସାଧନ କରୁଥିବା ବିଧାୟିକା ପ୍ରାର୍ଥୀ ଦମ୍ପତି ଲୋକଙ୍କ କେତେ ବିଶ୍ବାସ ଭାଜନ ହୋଇପାରିବେ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ଆଲୋଚନା ଦିନକୁ ଦିନ ଉଗ୍ର ରୂପ ନେଉଛି

ଅନ୍ୟ ପକ୍ଷରେ ବିଜେପି ର ଦୁର୍ବଳ ପ୍ରାର୍ଥୀତ୍ବ କୁ ନେଇ ବିଜେପି ନେତା ଓ କର୍ମୀ ଦ୍ବନ୍ଦରେ ଥିବା ଆଲୋଚନା ହେଉଛି ଏବଂ ବିଜେପି ପ୍ରାର୍ଥୀ ଅନିରୁଦ୍ଧ ପଧାନ ମଧ୍ୟ ବିଜେପି ସହିତ ଜଡ଼ିତ ଥିବା ଆର୍ ଏସ ଏସ ବିଶ୍ଵ ହିନ୍ଦୁ ପରିସର ଭଳି ଅନେକ ସଂଗଠନ ସହ ତାଲ ମେଲ ରହୁ ନ ଥିବାରୁ ଏହି ଆସନ ପାଇଁ ବିଜେପି ବ୍ୟାକ୍ ଫୁଟ କୁ ଚାଲିଯାଉଛି ବୋଲି କର୍ମୀ କୁହା କୁହି ହେଉଛନ୍ତି ଏଭଳି ସ୍ଥିତିରେ ବିଜେଡି ରୁ ଅସନ୍ତୋଷ ପ୍ରକାଶ କରି ନର୍ଲା ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ପ୍ରାନ୍ତରୁ ଶତାଧିକ ନେତା ଓ ହେଭିୱେଟ୍ କର୍ମୀ ଇସ୍ତଫା ପ୍ରଦାନ କରି କଂଗ୍ରେସ ରେ ସାମିଲ ହୋଇ ଭକ୍ତ ଦାସ ଙ୍କୁ ଜିତେଇବା ପାଇଁ ଆର ପାର ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି ଏବଂ ଭକ୍ତ ଦାସ ମଧ୍ୟ ଏକ ଜାତୀୟ ସ୍ତରର ଟାଣୁଆ ନେତା ହୋଇଥିବାରୁ ତାଙ୍କୁ କଂଗ୍ରେସ ଦଳର ର ପକେଟ ଭୋଟ ସହ ବିଜେଡି ,ବିଜେପି ରୁ  ହଜାର ହଜାର ସଂଖ୍ୟାରେ ନେତା ଓ କର୍ମୀ ବ୍ୟକ୍ତିଗତ ଭାବରେ ଭେଟେରାନ ଭକ୍ତ ଦାସ ଙ୍କୁ ସହଯୋଗ କରୁଥିବାରୁ ଶ୍ରୀ ଦାସ  ଏହି ନିର୍ବାଚନୀ ବୈତରଣୀ ନିର୍ବିଘ୍ନରେ ପାର ହେବା ପାଇଁ କୌଣସି ପ୍ରକାର ଅସୁବିଧା ନାହିଁ ବୋଲି ରାଜନୈତିକ ସମୀକ୍ଷକ ମାନେ ଆକଳନ କରୁଛନ୍ତି


News Comment




Photo in News

Advertisment
Lastest News
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026

You Might Also Like