-+91-9937148622 |

prerana_bgr@rediffmail.com |

  Thursday 14th May 2026 |

| | | |

R.N.I. Regd No. ODIODI/2010/46693

Breaking News

ସି.ବି.ଏସ୍‌.ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଡି.ଏ.ଭି କଳିଙ୍ଗ ନଗରର ଛାତ୍ରଛାତ୍ରୀଙ୍କ ସଫଳତା ୯୬.୮୦ ପ୍ରତିଶତ ସହ ବିଜ୍ଞାନରେ ପ୍ରତୀକ ଷଡ଼ଙ୍ଗୀ ଏବଂ ୯୬. ୪୦ ପ୍ରତିଶତ ସହ ଆଞ୍ଜେଲିନା ଭୂୟାଁ ବାଣିଜ୍ୟରେ ବିଦ୍ୟାଳୟରେ ପ୍ରଥମ     ବିଜ୍ଞାନରେ ୮୦.୪୫  ପ୍ରତିଶତ ଏବଂ ବାଣିଜ୍ୟରେ ୮୦.୬୦ ପ୍ରତିଶତ ସହ ବିଦ୍ୟାଳୟର ସାମଗ୍ରିକ ହାର ୮୦.୪୮ ପ୍ରତିଶତ ରହିଛି    (13-May-2026)       ||      ଯୁବୋଦୟର ଛାତ୍ରଛାତ୍ରୀଙ୍କ ସଫଳତା : ଜେଇଇ, ନିଟ୍ ସହିତ ସିବିଏସଇ ବୋର୍ଡରେ ମଧ୍ୟ ଉତ୍କୃଷ୍ଟ ପ୍ରଦର୍ଶନ   (13-May-2026)       ||      ପିସି ଓ ଚୌକି ମୋହରେ ବାବୁ, ଠିକାଦାର ମହଲରେ ଅସନ୍ତୋଷ   (13-May-2026)       ||      ବଲାଙ୍ଗିର ପବ୍ଲିକ୍ ସ୍କୁଲ୍ ସି.ଵି.ଏସ.ଇ ଦ୍ବାଦଶ (ବିଜ୍ଞାନ)ଫଳାଫଳ  ପ୍ରକାଶିତ    (13-May-2026)       ||      ବିନିକା ପ୍ରିମୀୟର ଲିଗ,ସ୍ମାର୍ଟ୧୧କୁ ହରାଇ ତ୍ରିରଙ୍ଗାର ବିଜୟ ଧାରା ଜାରି   (13-May-2026)       ||      *ସୁବର୍ଣ୍ଣପୁର ରେ ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ଚମ୍ପିୟାନ ସିପ ର ଦ୍ୱିତୀୟ ଦିବସ*   (13-May-2026)       ||      *ଘର କୁ ଘର ଗ୍ୟାସ ହୋମ ଡେଲିଭରୀ ସେବା ପ୍ରଦାନ କରିବା କୁ ଉପଭୋକ୍ତା ଙ୍କୁ ଦୃଢ ପ୍ରତିଶୁତି ଦେଲେ ଚରଣ ନାଏକ*   (13-May-2026)       ||      କଳାହାଣ୍ଡି ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ନର୍ଲା ଥାନା କାର୍ଯ୍ୟକଳାପ ପାଇଁ ଏକ ନମ୍ୱର୍ ସ୍ଥାନ ଅଧିକାର କରିଥିବା ସୂଚନା !   (13-May-2026)       ||      *ଖୁଟଗୁଡା ରେ ହିନ୍ଦୁ ମହାସଂଘ ପ୍ରମୁଖ ଙ୍କୁ ଭବ୍ୟ ସ୍ଵାଗତ*   (13-May-2026)       ||      ଘରୋଇ ଇଞ୍ଜିନିୟରିଂ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ପୁରୁଷ ବନ୍ଧୁଙ୍କ ସମେତ ୪ ଗିରଫ   (13-May-2026)       ||      ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା ଏଆଇଡିଏସ୍ଓ    (13-May-2026)       ||      ପାଳଲହଡା ଅଞ୍ଚଳରେ ଅବୈଧ ଓ ଅନଧିକୃତ ଲଘୁ ଖଣିଜ ଖନନ ଏବଂ ପରିବହନ ଉପରେ ଚଢାଉ ହାଇବା ଜବତ    (13-May-2026)       ||      ମା ଙ୍କୁ ମନେ ପକାଇଲେ ଲାବଣ୍ୟବତୀ ଚାରିଟେବୁଲ ଟ୍ରଷ୍ଟ ର ସଭ୍ୟସଭ୍ୟା    (13-May-2026)       ||      ସାଇଟ କଲେଜରେ ବିଶ୍ୱ ସେବିକା ଦିବସ ପାଳନ   (13-May-2026)       ||      କଟକ ସଦର ବ୍ଲକରେ ଅନ୍ତୋଦୟ ଯୋଜନାରେ ଅନିୟମିତତା    (13-May-2026)       ||      ଦୁଇ ଶିକାରୀ ଙ୍କୁ ଗିରଫ କରିବା ସହ ଦୁଇଟି ଦେଶୀ ବନ୍ଧୁକ ଜବତ   (12-May-2026)       ||      *ସୁବର୍ଣ୍ଣପୁର ଠାରେ ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ଉଦ୍ଘାଟନ*   (12-May-2026)       ||      *ସାମ୍ବାଦିକ ସଙ୍ଘ ତରଫରୁ ଡାବୁଗାଁ ଥାନା ନୂତନ ଆଇ.ଆଇ.ସିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା*   (12-May-2026)       ||      ସ୍ୱରାଜ ହସ୍ପିଟାଲ ଏବଂ ରିସର୍ଚ୍ଚ ଇନଷ୍ଟିଟ୍ୟୁଟରେ ଆନ୍ତର୍ଜାତୀୟ ନର୍ସ ଦିବସ ପାଳନ   (12-May-2026)       ||      ଶୋଭନୀୟ ଦେବ କନ୍ୟା ର ବିବାହ   (12-May-2026)       ||     

HOME   ଜିଲ୍ଲା

୮୪ ଘର ଅଘରିଆ ସମାଜର ଯୁବ ସମାବେଶରେ ରକ୍ତଦାନ କଲେ ୪୧୧ ଜଣ ରକ୍ତଦାତା

24-Jan-2024



ବଲାଙ୍ଗୀର, ଅଖିଳ ଭାରତୀୟ ୮୪ ଘର ଅଘରିଆ ସମାଜ ଆଞ୍ଚଳିକ କମିଟି ବଲାଙ୍ଗିର ଆନୁକୁଲ୍ୟରେ ମାଧିଆପାଲି ସ୍ତିତ ଗାର୍ଡେନଇନ୍ ହୋଟେଲ ଠାରେ ପ୍ରଥମ ଯୁବ ସମାବେଶ ଓ ରକ୍ତଦାନ ଶିବିରର ଆୟୋଜନ ହୋଇଥିଲା । କେନ୍ଦ୍ର ସଭାପତି ଶୁଭ୍ରାଂଶୁ ପଟେଲଙ୍କ ବଳିଷ୍ଠ ଉଦ୍ୟମ କ୍ରମେ ଯୁବାମଂଚ ସଭପତି ପ୍ରମୋଦ କୁମାର ପଟେଲଙ୍କ ସଭାପତିତ୍ୱରେ ଯୁବ ସମାବେଶ ହୋଇଥଲା । ପାଗର ପ୍ରତିକୂଳ ପରିବେଶ ଓ ଝିପିଝିପି ବର୍ଷା ହେଉଥିଲେ ମଧ୍ୟ ସୁଦୁର ଛତିଶଗଡ ରାଜ୍ୟ ସଭାପତି ଭୁବନେଶ୍ୱର ପଟେଲ ମୁଖ୍ୟ ଅତିଥି ଭାବେ, ଓଡିଶା ରାଜ୍ୟ ସଭାପତି ଦୀନବନ୍ଧୁ ନାଏକ, ଗାଙ୍ଗପୁର ଗୁଡି ସଭାପତି ପ୍ୟାରିମୋହନ ପଟେଲ, କଳାହାଣ୍ଡି ଜିଲ୍ଲା ସଂପାଦକ ସୁଜନ ଅଘରିଆ, ଟ୍ରଷ୍ଟ ସଂପାଦକ ଦିଲିପ ପଟେଲ, ସଂଯୋଜକ ଯଶୋବନ୍ତ ନାଏକ ଓଡିଶା ରାଜ୍ୟ ସଂପାଦକ ସୁରେଶ ପଟେଲ, ସୁନ୍ଦରଗଡ ମଣ୍ଡଳ ସଭାପତି ଦିଲିପ ପଟେଲ, ଛତିଶଗଡ ସାଧାରଣ ସଂପାଦକ ଦୀନ ଦୟାଲ ପଟେଲ, କେନ୍ଦ୍ରୀୟ ସଂପାଦକ ଧନଞ୍ଜୟ ପଟେଲ ଯୋଗ ଦେଇ ଯୁବାବର୍ଗ ସମାଜର କର୍ଣ୍ଣଧାର ଆଗାମୀ ପିଢିର ଭବିଷ୍ୟତ ତାରକା ବୋଲି ସମ୍ଭାଷଣ କରି ଉତ୍ସାହିତ କରିଥିଲେ ।
 

   ରକ୍ତଦାନ ଶିବିରର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଡା. କୁବେର ମହନ୍ତ ସିଡିଏମ୍‌ଓ ବଲାଙ୍ଗିର ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେଶ ଚନ୍ଦ୍ର ନାଏକ । ଦୁହେଁ ଫିତାକଟି ଶିବିରକୁ ଉଦ୍‌ଘାଟନ କରିଥିଲେ । ଆଜି ୮୪ ଘର ଅଘରିଆ ସମାଜ ସଭାପତି ଶୁଭ୍ରାଂଶୁ ଶେଖର ପଟେଲଙ୍କ ୪୬ତମ ଜନ୍ମ ଦିନ ପାଳନ ଅବସରରେ ଯୁବା ମଂଚ ଦ୍ୱାରା ଆୟୋଜିତ ରକ୍ତଦାନ ଶିବିରରେ ଗୋଟିଏ ସମାଜର ୪୧୧ ୟୁନିଟ ରକ୍ତଦାନ ସମାଜର ଏକତା ର ଏକ ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରେ । କୌଣସି ସମାଜ ଆଜି ପର୍ଯ୍ୟନ୍ତ ୪୧୧ ୟନିଟ ରକ୍ତଦାନ କରିବା ଏକ ସ୍ମୃତିର ଦିନ ବୋଲି ପ୍ରକାଶ କରନ୍ତି । ଛତିଶଗଡ ରାଜ୍ୟ ସଭପତି ଭୁବନେଶ୍ୱର ପଟେଲ ରକ୍ତଦାନର ଦାୟିତ୍ୱ ତୁଳାଇଥିଲେ । ସମାଜସେବକ ବିବେକାନନ୍ଦ ପଟେଲ ଓ ୧୮ ଗୁଡିର ଯୁବାମଂଚ କର୍ମକର୍ତ୍ତା  ୧୧ ଉପଦେଷ୍ଟା, ୪ ମଣ୍ଡଳ ସଭାପତି, ୧୮ ଗୁଡି ସଭାପତି ମହିଳା ମଂଚ, କୃଷକ ମଂଚ, ନିର୍ମାଣ କମିଟି, ପୁସ୍ତକ କମିଟି, ଶିକ୍ଷା କମିଟି ସମେତ ସମସ୍ତ କର୍ମକର୍ତ୍ତା ଶିବରକୁ ସହଯୋଗ କରିଥିଲେ । ମଳମୁଣ୍ଡା ଓ ମାଧିଆପାଲି ଗ୍ରାମର ଯୁବା ବର୍ଗ ଓ କର୍ମକର୍ତ୍ତା ସମେତ ଆଖପାଖ ଅଂଚଳର ଅନେକ ଶୁଭେଚ୍ଛୁ ଓ ଯୁବକ ଯୁବତି ଯୋଗ ଦେଇଥିଲେ । ଶିବିରରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ ଓ କଣ୍ଟାବାଞ୍ଜି ମେଡିକାଲ ଡ. ଅଶୋକ ମିଶ୍ର, ଜ୍ୟୋତିର୍ମୟୀ ନାଏକ, ଶେଖ ଅବଦୁଲ ଅସରଫ, ଅଞ୍ଜିତ ବେହେରା, ରୀପୁରାଜ ମେହେର, ନମିତା ମେହେର, ଚନ୍ଦ୍ର ପ୍ରକାଶ ନାଗ, କେଶବ ଷାଣ୍ଢ, ସୁଶିଳ ସୁନା, ଶିବ କୁମାର ସାହୁ, କୁନାଳ ଦାଶ, ଗଜପତି ବେହେରା, ଗୁରୁବାରୁ ରଣା ଓ ପବିତ୍ର ମହାରଣା ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ । ମଂଚ ପରିଚାଳନା ଦାୟିତ୍ୱ ନିର୍ବାହ କରିଥିଲେ ସାଧାରଣ ସଂପାଦକ ଦିଗାମ୍ବର ନାଏକ ଓ ଧନ୍ୟବାଦ ଅର୍ପଣ କରିଥିଲେ ସଭାପତି ଶୁଭ୍ରାଂଶୁ ଶେଖର ପଟେଲ ।


News Comment




Photo in News

Advertisment
Lastest News
  ଶି‍କ୍ଷା ଓ ନିଯୁକ୍ତି  
ସି.ବି.ଏସ୍‌.ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଡି.ଏ.ଭି କଳିଙ୍ଗ ନଗରର ଛାତ୍ରଛାତ୍ରୀଙ୍କ ସଫଳତା ୯୬.୮୦ ପ୍ରତିଶତ ସହ ବିଜ୍ଞାନରେ ପ୍ରତୀକ ଷଡ଼ଙ୍ଗୀ ଏବଂ ୯୬. ୪୦ ପ୍ରତିଶତ ସହ ଆଞ୍ଜେଲିନା ଭୂୟାଁ ବାଣିଜ୍ୟରେ ବିଦ୍ୟାଳୟରେ ପ୍ରଥମ     ବିଜ୍ଞାନରେ ୮୦.୪୫  ପ୍ରତିଶତ ଏବଂ ବାଣିଜ୍ୟରେ ୮୦.୬୦ ପ୍ରତିଶତ ସହ ବିଦ୍ୟାଳୟର ସାମଗ୍ରିକ ହାର ୮୦.୪୮ ପ୍ରତିଶତ ରହିଛି   13-May-2026
  ରାଜ୍ୟ  
ଯୁବୋଦୟର ଛାତ୍ରଛାତ୍ରୀଙ୍କ ସଫଳତା : ଜେଇଇ, ନିଟ୍ ସହିତ ସିବିଏସଇ ବୋର୍ଡରେ ମଧ୍ୟ ଉତ୍କୃଷ୍ଟ ପ୍ରଦର୍ଶନ   13-May-2026
  ଜିଲ୍ଲା  
ପିସି ଓ ଚୌକି ମୋହରେ ବାବୁ, ଠିକାଦାର ମହଲରେ ଅସନ୍ତୋଷ   13-May-2026
  ଜିଲ୍ଲା  
ବଲାଙ୍ଗିର ପବ୍ଲିକ୍ ସ୍କୁଲ୍ ସି.ଵି.ଏସ.ଇ ଦ୍ବାଦଶ (ବିଜ୍ଞାନ)ଫଳାଫଳ  ପ୍ରକାଶିତ    13-May-2026
  ଜିଲ୍ଲା  
ବିନିକା ପ୍ରିମୀୟର ଲିଗ,ସ୍ମାର୍ଟ୧୧କୁ ହରାଇ ତ୍ରିରଙ୍ଗାର ବିଜୟ ଧାରା ଜାରି   13-May-2026
  ଜିଲ୍ଲା  
*ସୁବର୍ଣ୍ଣପୁର ରେ ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ଚମ୍ପିୟାନ ସିପ ର ଦ୍ୱିତୀୟ ଦିବସ*   13-May-2026
  ଜିଲ୍ଲା  
*ଘର କୁ ଘର ଗ୍ୟାସ ହୋମ ଡେଲିଭରୀ ସେବା ପ୍ରଦାନ କରିବା କୁ ଉପଭୋକ୍ତା ଙ୍କୁ ଦୃଢ ପ୍ରତିଶୁତି ଦେଲେ ଚରଣ ନାଏକ*   13-May-2026
  ଜିଲ୍ଲା  
କଳାହାଣ୍ଡି ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ନର୍ଲା ଥାନା କାର୍ଯ୍ୟକଳାପ ପାଇଁ ଏକ ନମ୍ୱର୍ ସ୍ଥାନ ଅଧିକାର କରିଥିବା ସୂଚନା !   13-May-2026
  ଜିଲ୍ଲା  
*ଖୁଟଗୁଡା ରେ ହିନ୍ଦୁ ମହାସଂଘ ପ୍ରମୁଖ ଙ୍କୁ ଭବ୍ୟ ସ୍ଵାଗତ*   13-May-2026
  ଜିଲ୍ଲା  
ଘରୋଇ ଇଞ୍ଜିନିୟରିଂ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ପୁରୁଷ ବନ୍ଧୁଙ୍କ ସମେତ ୪ ଗିରଫ   13-May-2026
  ଜିଲ୍ଲା  
ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା ଏଆଇଡିଏସ୍ଓ   13-May-2026
  ଜିଲ୍ଲା  
ପାଳଲହଡା ଅଞ୍ଚଳରେ ଅବୈଧ ଓ ଅନଧିକୃତ ଲଘୁ ଖଣିଜ ଖନନ ଏବଂ ପରିବହନ ଉପରେ ଚଢାଉ ହାଇବା ଜବତ   13-May-2026

You Might Also Like