-+91-9937148622 |
prerana_bgr@rediffmail.com |
Sunday 28th June 2026 |
R.N.I. Regd No. ODIODI/2010/46693
Breaking News
27-Jul-2023
କଟକ(ପ୍ରେରଣା ଖବର ବ୍ୟୁରୋ ): ଫେବୃଆରୀ ୨୦ ରୁ ୪ ମାର୍ଚ୍ଚ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି l ଏଥି ପାଇଁ ଆସନ୍ତା ଅକ୍ଟୋବର ମାସ ରେ ଫର୍ମ ପୂରଣ କାମ ଆରମ୍ଭ ହେବ । ମାର୍ଚ୍ଚ ୧୨ ରୁ ଖାତା ଦେଖା ଚାଲିବ । ଷାଡମାସିକ ପରୀକ୍ଷା ସେପ୍ଟେମ୍ବର ୬ ତାରିଖ ଦିନ ଅନୁଷ୍ଠିତ ହେବ । ଏକା ସାଙ୍ଗ ରେ ହେବ ମଧ୍ଯମା ଓ ଓପନ ସ୍କୁଲ ପରୀକ୍ଷା ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି l