-+91-9937148622 |

prerana_bgr@rediffmail.com |

  Sunday 4th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଜିଲ୍ଲାସ୍ତରୀୟ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀ ଜୟନ୍ତୀ ପାଳିତ    (04-Oct-2026)       ||      ବଡ଼ମାଳ ହାଇସ୍କୁଲରେ ନୂତନ ପ୍ରଧାନଶିକ୍ଷକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା   (04-Oct-2026)       ||      ଭଟିଗାଁ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍ୱତନ୍ତ୍ର ଗ୍ରାମସଭା   (03-Oct-2026)       ||      କୁଡ଼ାପଡାରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ(୪ର୍ଥ) ଅନୁଷ୍ଠିତ   (03-Oct-2026)       ||      ବିଜେପି ପକ୍ଷରୁ ସେବା ସଂକଳ୍ପ ଅଭିଯାନ ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ୭୩ ୟୁନିଟ ସଂଗୃହିତ।   (03-Oct-2026)       ||      ନବରଙ୍ଗପୁର ଜିଲ୍ଲା ଯୁବ ରେଡକ୍ରସ ର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ- ୨୦୨୬ ଅନୁଷ୍ଠିତ *"ଆସ ଖାଇବାକୁ ଦେବା" - ଅଭିଯାନ ର ଶୁଭାରମ୍ଭ*   (03-Oct-2026)       ||      ‘ପ୍ରେରଣା’ର  ୱେବ ପୋର୍ଟାଲ ତଥା ଡିଜିଟାଲ ମିଡ଼ିଆ ର ଷଷ୍ଠ ପ୍ରତିଷ୍ଠା ଦିବସ   (03-Oct-2026)       ||      ପଟୁଆପାଲି ପଞ୍ଚାୟତ ଅନ୍ତର୍ଗତ ପାଣ୍ଡରିଡୁଙ୍ଗରି ଗ୍ରାମରେ ବିଜେଡି ପକ୍ଷରୁ ପଦଯାତ୍ରା   (03-Oct-2026)       ||      ମାୟାବର୍ହା ହାଇସ୍କୁଲରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ :ପଥ ପ୍ରାନ୍ତ ନାଟକ ପ୍ରଦର୍ଶନ   (03-Oct-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ   (03-Oct-2026)       ||      ଆଭାସୀ ମାଧ୍ୟମରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସଦଭାବନା ବୈଠକ    (03-Oct-2026)       ||      ପବିତ୍ର ଗାନ୍ଧି ଜୟନ୍ତୀ ଉପଲକ୍ଷେ ହେଲୋ କିଡ୍ସ ପ୍ଲେ ସ୍କୁଲରେ ଫେନସି ଡ୍ରେସ ପ୍ରତିଯୋଗିତା    (03-Oct-2026)       ||      ଆଜି ଶନିବାର♦️ ମାଁ ର ମମତାର ପର୍ବ ପୁଅ ଜିଉଁତିଆ   (03-Oct-2026)       ||      ସୁନ୍ଦରଗଡ଼ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳିତ   (03-Oct-2026)       ||      ବୁଢ଼ୀପଦର୍ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଅବସରରେ ଗ୍ରାମସଭା ଅନୁଷ୍ଠିତ    (03-Oct-2026)       ||      ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ମହାତ୍ମା ଗାନ୍ଧୀ ଓ ଲାଲବାହାଦୂର ଶାସ୍ତି ଜୟନ୍ତୀ ପାଳନ   (03-Oct-2026)       ||      ଶ୍ରିଗୀଡା ରେ ବରିଷ୍ଠ ନାଗରିକ ଦିବସ ପାଳିତ   (03-Oct-2026)       ||      ବରପାଲି ରେଳୱେ ଓଭରବ୍ରିଜ୍‌ରେ ଭାରୀ ଯାନ ଚଳାଚଳ ନିୟନ୍ତ୍ରଣ ଦାବି ,ଜିଲ୍ଲାପାଳ ବିଧାୟକ ଓ ସାଂସଦଙ୍କୁ ଚିଠି ଲେଖିଲେ ପ୍ରଦ୍ୟୁମ୍ନ   (03-Oct-2026)       ||      ରକ୍ତଦାନ ଉତ୍ସବ ଚାଲିଥିବା ବେଳେ ଅସହାୟ ବୃଦ୍ଧାଙ୍କ ଶବ ସତ୍କାର କଲା ନିଷ୍ଠା ପରିବାର   (03-Oct-2026)       ||      *ଡାବୁଗାଁ ବ୍ଲକରେ ଗାନ୍ଧୀ ଜୟନ୍ତୀରେ ଅବହେଳିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି।*   (03-Oct-2026)       ||     

HOME   ଜିଲ୍ଲା

ସରକାରୀ ଯୋଜନା କାହା ପାଇଁ ? ଭଙ୍ଗାଘରେ ବିତୁଛି ଅନେକ ନିଃସହାୟଙ୍କ ଜୀବନ

25-Jul-2023



ନୁଆଁପଡ଼ା /ଖରିଆର(ପ୍ରେରଣା ଖବର ): ଖାଦ୍ୟ ବସ୍ତ୍ର ଶିକ୍ଷା ସ୍ୱାସ୍ଥ୍ୟ ଓ ବାସଗୃହ ଲୋକଙ୍କ ମୌଳିକ ଆବଶ୍ୟକତା ହୋଇ ଥିବା ବେଳେ ସରକାର ମଧ୍ୟ ଅନେକ ଯୋଜନା ମାଧ୍ୟମରେ ଏସବୁ ଲୋକଙ୍କୁ ଯୋଗାଇବାର ବ୍ୟବସ୍ଥା କରୁଛନ୍ତି।କିନ୍ତୁ ଅନେକ ଗରିବ ଓ ନିରାଶ୍ରୟ ଲୋକ ସବୁ ପ୍ରକାର ଯୋଗ୍ୟତା ସତ୍ତ୍ୱେ ଏବେ ମଧ୍ୟ ତାହାର ସୁଫଳ ପାଉ ନାହାଁନ୍ତି।

ଯୋଜନାର ସଫଳ ରୂପାୟନ ପାଇଁ ପ୍ରଶାସନିକ ଇଛାଶକ୍ତି ର ଅଭାବ ସକାଶେ ସରକାରଙ୍କ ଜନ ମଙ୍ଗଳ ଯୋଜନା ସବୁ ଫେଲ ମାରୁଛି।ବିଶେଷ କରି ଆବାସ ଯୋଜନାରେ ବହୁ ପରିବାର ସାମିଲ ହୋଇ ନ ପାରି ଭଙ୍ଗା ଦଦରା ଘରେ ଭାଗ୍ୟ ଆଦରି ପଡି ରହିଛନ୍ତି।ଏସ ଇ ସି ସି ରେ ନାଁ ନ ଥିବା ଦର୍ଶାଇ ସେମାନଙ୍କୁ ଘର ଖଣ୍ଡେ ମଧ୍ୟ ଦିଆ ଯାଉନି।ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ତୁକଲା ଗ୍ରାମର କଲେଜ ପଡ଼ାରେ ରହନ୍ତି ସୁବାସ ହଂସ ଓ ପରିବାର।ପରିବାର କହିଲେ ୭୦ ବର୍ଷୀୟା ମାଁ ବୁଢ଼ୀ ନିଲାନ୍ଦ୍ରୀ ହଂସ, ସ୍ତ୍ରୀ ସୁରେଖା ଓ ଦୁଇ ବର୍ଷର ଝିଅ ନିଆଁ।ଏହି ପରିବାରର ଦୁଃଖ କହିଲେ ନ ସରେ।ପୂର୍ବରୁ ଜାତୀୟ ରାଜପଥ ପାର୍ଶ୍ୱରେ ତାଙ୍କ ଘର ଥିଲା।ଖଡ଼ିଆଳ ଭବାନୀପାଟଣା ରାଜ୍ୟ ରାଜପଥ ପ୍ରଶସ୍ତି କରଣ ସମୟରେ ୨୦୧୦ ମସିହାରେ ତାଙ୍କ ଘରକୁ ଭାଙ୍ଗି ଦିଆଗଲା।କ୍ଷତିପୂରଣ ଯାହା ମିଳିଲା ସମୁଦ୍ର କୁ ଶଙ୍ଖେ ପରି।ସେ ସମୟରେ ବିଭାଗୀୟ ଅଧିକାରୀ ମାନେ ପ୍ରତିଶ୍ରୁତି ଦେଇଥିଲେ ଇନ୍ଦିରା ଆବାସ ଖଣ୍ଡେ କରାଇଦେବେ ବୋଲି କିନ୍ତୁ କେହି ଆଉ ଧରା ଛୁଆଁ ଦେଲେନି।ନିଜର ସମ୍ପର୍କୀୟଙ୍କ ଘରେ ୨/୩ବର୍ଷ ରହିଲା ପରେ ଆଉ ଜଣକ ଘରେ ୬ବର୍ଷ ରହିଲେ।ଉକ୍ତ ପରିବାର ର ଅସୁବିଧା ହେବାରୁ ତାଙ୍କୁ ରଖି ପାରିଲେନି।ସୁବାସ  ଏବେ ଚାଲ ଘର ଖଣ୍ଡେ ତିଆରି କରି ରହୁଛନ୍ତି।ସ୍ଥାନଭାଵରୁ ବାହାରେ ରୋଷେଇ କରିବାକୁ ପଡେ।ଉପରେ ଜରି ଢ଼ଙ୍କା ଯାଇଛି, ବର୍ଷା ଦିନରେ ପାଣି ଗଳିବାରୁ ଝିଅ କାନ୍ଦିଲେ ତାକୁ ଅନ୍ୟ କାହା ଘରକୁ ନେଇକି ରୁହେ ବୋଲି କୋହଭରା କଣ୍ଠରେ କହନ୍ତି ସୁରେଖା।ଘର ଖଣ୍ଡେ ପାଇଁ ଦଶ ବର୍ଷ ହେଲା ପଞ୍ଚାୟତ ଠାରୁ ଜିଲ୍ଲା ପ୍ରଶାସନ ପାଖକୁ ଧାଉଁଛନ୍ତି ସୁବାସ କିନ୍ତୁ ପ୍ରତିଶ୍ରୁତି ଛଡା କିଛି ମିଳୁନି।ପଞ୍ଚାୟତ ତରଫରୁ ଏସ ଇ ସି ସି ଡାଟା ରେ ନାମ ନ ଥିବା କହିଛନ୍ତି । ତାଙ୍କ ନାମ ଏବେ ଯୋଗ କରାଯାଇଛି ଓ ଶୀଘ୍ର ଘର ଯୋଗାଇ ଦିଆଯିବ ବୋଲି ପଞ୍ଚାୟତ ତରଫରୁ ପ୍ରକାଶ କରାଯାଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀ ଜୟନ୍ତୀ ପାଳିତ   04-Oct-2026
  ଜିଲ୍ଲା  
ବଡ଼ମାଳ ହାଇସ୍କୁଲରେ ନୂତନ ପ୍ରଧାନଶିକ୍ଷକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା   04-Oct-2026
  ଜିଲ୍ଲା  
ଭଟିଗାଁ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍ୱତନ୍ତ୍ର ଗ୍ରାମସଭା   03-Oct-2026
  ଜିଲ୍ଲା  
କୁଡ଼ାପଡାରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ(୪ର୍ଥ) ଅନୁଷ୍ଠିତ   03-Oct-2026
  ଜିଲ୍ଲା  
ବିଜେପି ପକ୍ଷରୁ ସେବା ସଂକଳ୍ପ ଅଭିଯାନ ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ୭୩ ୟୁନିଟ ସଂଗୃହିତ।   03-Oct-2026
  ଜିଲ୍ଲା  
ନବରଙ୍ଗପୁର ଜିଲ୍ଲା ଯୁବ ରେଡକ୍ରସ ର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ- ୨୦୨୬ ଅନୁଷ୍ଠିତ *"ଆସ ଖାଇବାକୁ ଦେବା" - ଅଭିଯାନ ର ଶୁଭାରମ୍ଭ*   03-Oct-2026
  ଜିଲ୍ଲା  
‘ପ୍ରେରଣା’ର  ୱେବ ପୋର୍ଟାଲ ତଥା ଡିଜିଟାଲ ମିଡ଼ିଆ ର ଷଷ୍ଠ ପ୍ରତିଷ୍ଠା ଦିବସ   03-Oct-2026
  ଜିଲ୍ଲା  
ପଟୁଆପାଲି ପଞ୍ଚାୟତ ଅନ୍ତର୍ଗତ ପାଣ୍ଡରିଡୁଙ୍ଗରି ଗ୍ରାମରେ ବିଜେଡି ପକ୍ଷରୁ ପଦଯାତ୍ରା   03-Oct-2026
  ଜିଲ୍ଲା  
ମାୟାବର୍ହା ହାଇସ୍କୁଲରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ :ପଥ ପ୍ରାନ୍ତ ନାଟକ ପ୍ରଦର୍ଶନ   03-Oct-2026
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ   03-Oct-2026
  ରାଜ୍ୟ  
ଆଭାସୀ ମାଧ୍ୟମରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସଦଭାବନା ବୈଠକ   03-Oct-2026
  ଜିଲ୍ଲା  
ପବିତ୍ର ଗାନ୍ଧି ଜୟନ୍ତୀ ଉପଲକ୍ଷେ ହେଲୋ କିଡ୍ସ ପ୍ଲେ ସ୍କୁଲରେ ଫେନସି ଡ୍ରେସ ପ୍ରତିଯୋଗିତା   03-Oct-2026

You Might Also Like