-+91-9937148622 |
prerana_bgr@rediffmail.com |
Tuesday 30th June 2026 |
R.N.I. Regd No. ODIODI/2010/46693
Breaking News
24-Jul-2023
ଭୁବନେଶ୍ବର: ପ୍ରାବନ୍ଧିକ ଶ୍ରୀ ସତ୍ୟନାରାୟଣ ସାମନ୍ତରାୟଙ୍କର ତୃତୀୟ ପ୍ରବନ୍ଧ ପୁସ୍ତକ ଭାବରେ 'ଶୁଣ ସୁଜନେ ମନଦେଇ' ବିଶିଷ୍ଟ କଥାକାର ଡକ୍ଟର ଅଜୟ ସ୍ୱାଇଁ ଓ ସ୍ବନାମଧନ୍ୟ ପ୍ରକାଶକ ଶ୍ରୀଯୁକ୍ତ ବନୋଜ ତ୍ରିପାଠୀ, ପକ୍ଷୀଘର ପ୍ରକାଶନୀଙ୍କ ଉପସ୍ଥିତିରେ ଅନାବରଣ ହୋଇଛି ! ପୂର୍ବରୁ ଶ୍ରୀ ସାମନ୍ତରାୟଙ୍କର ଦୁଇଖଣ୍ଡି ପ୍ରବନ୍ଧ ପୁସ୍ତକ 'ଏବେ କେବେ କୋଉଠି' ଏବଂ 'ଦୃଷ୍ଟିରୁ ଦିଗନ୍ତ' ପ୍ରକାଶ ପାଇ ଯଥେଷ୍ଟ ଲୋକାଦୃତ ହୋଇଛି !
(ପ୍ରମୋଦ ତ୍ରିପାଠୀ ଙ୍କ ରିପୋର୍ଟ )