-+91-9937148622 |
prerana_bgr@rediffmail.com |
Saturday 18th July 2026 |
R.N.I. Regd No. ODIODI/2010/46693
Breaking News
09-Jul-2023
କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଅନ୍ତର୍ଗତ ଡ଼ୁମେରଗୁଡା ପଞ୍ଚାୟତ ବାଞ୍ଜିପଦର ଗ୍ରାମ ର ଉଭୟ ପୁଅ ଝିଅ ଦୁହେଁ ଙ୍କ ଲଭ ସମ୍ପର୍କ ଥିବା ରୁ କିଛି ଦିନ ତଳେ ଏହି ପ୍ରେମୀ ଯୁଗଳ ପଳାୟନ ହୋଇଥିଲେ l ବର୍ତ୍ତମାନ ଅଭାବନୀୟ ଘଟଣା ଘଟିଛି ସାବୁନିଭାଡ଼ି ଓ ବାଞ୍ଜିପଦର ଗ୍ରାମ ମଝିରେ ଉଭୟଙ୍କ ମୃତ୍ୟୁ ଶରୀର ଧର୍ମଗଡ ପୋଲିସ ସୂଚନା ପାଇ ମୃତ୍ୟୁ ଶରୀର କୁ ଜବତ କରିଛି l ପରିବାର ସୂଚନା ମୁତାବକ ଉଭୟ ପ୍ରେମୀ ଯୁଗଳ ଗତ ୩୦.୬.୨୩ ଶୁକ୍ରବାର ଦିନ ଘରୁ ପଳାୟନ କରିଥିଲେ l ପରିବାର ଲୋକେ ଖୋଜାଖୁଜି କରିବା ପରେ ହେ ଉଭୟ ଙ୍କୁ ପାଇନଥିଲେ l ପୁଅ ସୁନୀଲ ପଟେଲ ବୟସ (୨୨)
ଝିଅ-ଜେମାମଣି ପଟେଲ ବୟସ (୧୮) ବିଗତ ଦିନର ରୁ ଉଭୟଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା l ପ୍ରେମୀକା ଙ୍କ କାକା ବୋଲି ପ୍ରେମିକ ସୁନୀଲ ପଟେଲ ଜଣାଯାଉଛି l ମୃତ୍ୟୁ ଶରୀର ଉଭୟ ଙ୍କ ଭିନ୍ନ ଭିନ ହୋଇଥିଲା ପ୍ରେମିକ ର ମୃତ୍ୟୁ ଶରୀର ପଚା ହୋଇଥିଲା ଓ ପ୍ରେମିକାର ଗଲା ଓ ଶରୀର ଖଣ୍ଡ ବିଖଣ୍ଡ ହୋଇଥିଲା l ଘଟଣା ସ୍ଥଳରେ ସାଇଣ୍ଟିକ୍ସ ଟିମ ଓ ଧର୍ମଗଡ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରୁଛି l