-+91-9937148622 |

prerana_bgr@rediffmail.com |

  Friday 31st July 2026 |

| | | |

R.N.I. Regd No. ODIODI/2010/46693

Breaking News

*ଶ୍ରୀ ଶ୍ରୀ ଲକ୍ଷ୍ମୀମାଙ୍କ ୧୩୩ ତମ ଜନ୍ମ ଲଗ୍ନ ଘୋଷଣା ମହା ସମାରୋହରେ ପାଳିତ*   (31-Jul-2026)       ||      ସ୍ଥାୟୀ ବିଇଓ ଅଭାବରେ ଟିଟିଲାଗଡ ବିଇଓ କାର୍ଯ୍ୟାଳୟରେ ପ୍ରଶାସନିକ ଅବ୍ୟବସ୍ଥା ଅଭିଯୋଗ   (31-Jul-2026)       ||      ବରିଷ୍ଠ କଂଗ୍ରେସ ନେତାଙ୍କ ବନ୍ଯା ଅଞ୍ଚଳ ପରିଦର୍ଶନ   (31-Jul-2026)       ||      ଡୁଙ୍ଗୁରିପାଲି ମହାବିଦ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ   (31-Jul-2026)       ||      *ଭାରତ ବିକାଶ ପରିଷଦ, ସୋନପୁର ଶାଖା ପକ୍ଷରୁ ସିଡ୍ ବଲ୍ ନିକ୍ଷେପ କାର୍ଯ୍ୟକ୍ରମ ଅନୁଷ୍ଠିତ*-   (31-Jul-2026)       ||      ଆଗଲପୁର ବ୍ଲକ ରେ ବନ୍ୟା, ବିଚ୍ଛିନ୍ନ ରାସ୍ତା ଶୀଘ୍ର ମରାମତି, ଘର ଓ ଜମି ରେ ବାଲିଚର କ୍ଷତିପୂରଣ ପାଇଁ ଦାବି                        (31-Jul-2026)       ||      ବରଗଡ଼ ଜିଲ୍ଲା ଲାୟନ୍ସ ଓ ଲିଓ କ୍ଳବ୍ ର ପ୍ରତିଷ୍ଠା ଦିବସ    (31-Jul-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଘର ବୁଡ଼ିଲା ନଦୀ କୁଳିଆ ଚାଷଜମି   (31-Jul-2026)       ||      ରେଳ ଉନ୍ନୟନ ପାଇଁ ରେଳମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ପ୍ରଦୀପ ପୁରୋହିତ   (30-Jul-2026)       ||      କୁମିଆଁପାଲିରେ ବିସ୍ଥାପିତପରିବାରଙ୍କ ପାଖରେ ପହଞ୍ଚିଲା ବିଜେଡି ଫେକ୍ଟଫାଇଣ୍ଡିଙ୍ଗ ଟିମ   (30-Jul-2026)       ||      କଣ୍ଡରା ଗ୍ରାମର ନଦୀ ଭିତରେ ଫସିଥିବା ଚାରି ଜଣଙ୍କୁ ଉଦ୍ଧାର କଲା ପ୍ରଶାସନ   (30-Jul-2026)       ||      ବଲାଙ୍ଗିର ଜିଲ୍ଲା କାରାଗାରରେ ସ୍ୱାସ୍ଥ୍ୟ ଶିବିର   (30-Jul-2026)       ||      ବନ୍ୟାଞ୍ଚଳ ପରିଦର୍ଶନ କରି ବନ୍ୟା ପରିସ୍ଥିତି ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ   (30-Jul-2026)       ||      ସୋନପୁର ପୈ।ର ପ୍ରଶାସନର ଜୋର ଜବରଦସ୍ତି, ହାଇକୋର୍ଟଙ୍କ ନିର୍ଦ୍ଦେଶ ର ଖୋଲାଖୋଲି ଉଲଂଘନ! ଗରିବ ଦୋକାନୀ ହନ୍ତସନ୍ତ   (30-Jul-2026)       ||      ଆମ ଗହଣରେ ଆଉନାହାନ୍ତି ପିପି ଏକାଡେମୀ ର ପୂର୍ବତନ ପ୍ରଧାନ ଶିକ୍ଷକ ବାଙ୍କା ବିହାରୀ ପଣ୍ଡା    (30-Jul-2026)       ||      ଧର୍ମେନ୍ଦ୍ର ଙ୍କୁ ନେଇ ରୋହିତ ଙ୍କ ବୟାନ କୁ ନେଇ ବିଜେପି ର ପ୍ରତିକ୍ରିୟା *ରୋହିତ ଙ୍କ ବୟାନ "ସୈତାନ ର ବେଦ ପାଠ ଭଳି"* - ନାଉରୀ   (30-Jul-2026)       ||      ରେଡକ୍ରସ ତାଲିମ ଶିବିରରେ ମେଗା ରକ୍ତଦାନ ଶିବିର, ୭୨ ୟୁନିଟ୍ ରକ୍ତ ସଂଗ୍ରହ   (29-Jul-2026)       ||      କୁସୁମୀ ରାମଲୀଳା ପଡ଼ିଆରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଭୂମୀ ପରୀକ୍ଷା   (29-Jul-2026)       ||      ରାଜ୍ୟରେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣାଧୀନ ; ଜନସାଧାରଣଙ୍କ ସୁରକ୍ଷା ରାଜ୍ୟସରକାରଙ୍କ ପ୍ରାଥମିକତା   (29-Jul-2026)       ||      ଗୁରୁ ପୁର୍ଣିମା ଦିବସ ପାଳିତ    (29-Jul-2026)       ||     

HOME   ଜିଲ୍ଲା

କିରୋସିନିରେ ବଡ ଧରଣର ଦୂର୍ନୀତିକୁ ନେଇ ବିଜେପି ପକ୍ଷରୁ ଧାରଣା , ଦାବୀପତ୍ର ପ୍ରଦାନ ଅଧିକାରୀଙ୍କୁ ଜଣା ନାହିଁ  କିରୋସିନି ମୂଲ୍ୟ କେତେ

02-Jul-2023



ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର) ଏହି ବ୍ଲକରେ ଦୀର୍ଘ ୬ମାସ ହେଲା କିରୋସିନି ଲୋକଙ୍କୁ ଦିଆଯାଇ ନାହିଁ । କିରୋସିନି ନ ଦେବାର କାରଣ କଣ ? କିରୋସିନି ଆସିଛିକି ନାହିଁ । ଯଦି ଆସି ନାହିଁ କାରଣ କଣ ଏଭଳି ଅନେକ ଅଭିଯୋଗ ସହିତ ଆହି ଜିଲ୍ଲା ବିଜେପିର ସଂପାଦକ ହେମନ୍ତ ବିଶ୍ୱାଳଙ୍କ ନେତୃତ୍ୱରେ ବହୁ ବିଜେପି କର୍ମୀ ଡୁଙ୍ଗୁରିପାଲି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ନାରାବାଜି କରିବା ସହ ପ୍ରସାଶନକୁ ନାକେଦମ କରିଥିଲେ । ଶ୍ରୀଯୁକ୍ତ ବିଶ୍ୱାଳଙ୍କ ନେତୃତ୍ୱରେ କର୍ମୀମାନେ ବାହାରି ଯୋଗାଣ ବିଭାଗ, ଜିଲ୍ଲା ଯୋଗାଣ ଅଧିକାରୀ ମୁର୍ଦ୍ଧାବାଦ, ହାଏ ହାଏ ବୋଲି ନାରାବାଜି ଦେଇ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଥିଲେ । ଯୋଗାଣ ଅଧିକାରୀ ସୁବ୍ରତ ପାଣୀଙ୍କୁ  ଏବିଡିଓ ଆନନ୍ଦ ଚନ୍ଦ୍ର ମିଶ୍ରଙ୍କ ଉପସ୍ଥିତିରେ କିରୋସିନି କାହିିଁକି ଦିଆଯାଉ ନାହିଁ ବୋଲି ପ୍ରଶ୍ନ କରିଥିଲେ । ଆଗାମୀ ବନ୍ୟାକୁ ଦୃଷ୍ଟିରେ ରଖି ସରକାର ବିଭିନ୍ନ ବନ୍ୟା ଅଂଚଳରେ ଆବଶ୍ୟକ ସାମଗ୍ରୀ ମହଜୁଦ ରଖିବାକୁ ସଚେତନ କରୁଛନ୍ତି । ଉକ୍ତ ଆବଶ୍ୟକ ସାମଗ୍ରୀ ମଧ୍ୟରେ କିରୋସିନି ଅନ୍ତର୍ଭକ୍ତ । ଡୁମେର ପାଲି, ଗିଧମାଲ ଭଳି ଉପାନ୍ତ ଗ୍ରାମରେ ବର୍ଷା ପାଣିରେ ଲୋକେ ବାହାରିପାରୁ ନଥିବା ବେଳେ ପ୍ରଶାସନ କାହିଁକି ନିରବ ବୋଲି କହିଥିଲେ ।  କିରୋସିନି ଦର କେତେ ବୋଲି ଅଧିକାରୀଙ୍କୁ ପଚାରିବାରୁ ସେ ଜାଣି ନଥିବା କହିଥିଲେ । କିନ୍ତୁ ଧାନ ଦର କେତେ କହିଥିଲେ । ଏହାକୁ ନେଇ ବିଜେପି କଟାକ୍ଷ କରିଥିଲା । ଧାନରେ କମିଶନି ଥିବାରୁ ଏହାର ମୂଳ୍ୟ ଅଧିକାରୀଙ୍କୁ ଜଣା ଥିବା ବେଳେ କିରୋସିନି ଦର ଜାଣି ଲାଭ କଣ ବୋଲି କହିଥିଲେ ।  ଆହୁରି ମଧ୍ୟ ୫ଟି ସଚିବ କିରୋସିନି ମୁଳ୍ୟ କହିବାକୁ ମନା କରିଛନ୍ତି କି ବୋଲି ଶ୍ରୀଯୁ୍‌କ୍ତ ବିଶ୍ୱାଳ ଅଭିଯୋଗ କରିଥିଲେ । ବ୍ଲକକୁ କର୍ମଚାରୀମାନେ ଦୈନନ୍ଦିନ ଠିକ୍ ସମୟରେ ଆସୁନଥିବା ମଧ୍ୟ ବିଡିଓ ତ୍ରିପୁର ମହାନନ୍ଦଙ୍କଠାରେ ଅଭିଯୋଗ କରିଥିଲେ । ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରି ଲୋକଙ୍କୁ କିରୋସିନୀ ଯୋଗାଇ ଦେବାକୁ ଏକ ଦାବୀ ପତ୍ର ବିଡଓ ଶ୍ରୀଯୁ୍‌କ୍ତ ମହାନନ୍ଦଙ୍କୁ ପ୍ରଦାନ କରିଥିଲେ ।  ଦାବୀ ପତ୍ର ପ୍ରଦାନ ବେଳେ ଶୁଖା ମଣ୍ଡଳ ସଭାପତି ସୁରେଶ ପଧାନ, କଳାକାହ୍ନୁ ମହାନନ୍ଦ, ନିମାଇଁ ଚରଣ ସାହୁ,  ଅଣାକାର ବୁଶେଶ୍ୱର, ଦଶରଥ ମେହେର, ମନସି ସିଂହ,  ବାସୁଦେବ ସାହୁ, ଅରଛୁ ସେଠୀ, ବସନ୍ତ ପତି,  ହେମନ୍ତ ଗଡତିଆ, ନରେନ୍ଦ୍ର ସେଠୀ, ଦେବରାଜ ବେହେରା, ବାସୁଦେବ ଦଣ୍ଡସେନା,  ଉତ୍ତମ ତାଣ୍ଡି ପ୍ରମୁଖ ସାମିଲ ଥିଲେ । ଆଗାମୀ ୪ତାରିଖରେ ଡୁଙ୍ଗୁରିପାଲି ବ୍ଲକକୁ ୫ଟି ସଚିବଙ୍କ ଗସ୍ତ ପୂର୍ବରୁ ବିଜେପିର ବ୍ଲକ ସମ୍ମୁଖରେ ଶକ୍ତି ପ୍ରଦର୍ଶନକୁ ଦେଖି ପ୍ରଶାସନର ଚିନ୍ତା ବଢିଯାଇଥିବା ଆଲୋଚନା ହେଉଛି । ଆଗାମୀ ଦିନରେ ବିଜେପି ପକ୍ଷରୁ ଅନେକ କାର୍ଯ୍ୟକ୍ରମ କରାଯିବ ବୋଲି ଶ୍ରୀଯୁକ୍ତ ବିଶ୍ୱାଳ ପ୍ରକାଶ କରିଥିବା ବେଲେ କଣ ଏବଂ କିଭଳି କାର୍ଯ୍ୟକ୍ରମ କରାଯିବ ତାହାକୁ ନେଇ ନାନା ପ୍ରଶ୍ନ ଦେଖା ଦେଇଛି । 


News Comment




Photo in News

Advertisment
Lastest News
  ଜିଲ୍ଲା  
*ଶ୍ରୀ ଶ୍ରୀ ଲକ୍ଷ୍ମୀମାଙ୍କ ୧୩୩ ତମ ଜନ୍ମ ଲଗ୍ନ ଘୋଷଣା ମହା ସମାରୋହରେ ପାଳିତ*   31-Jul-2026
  ଜିଲ୍ଲା  
ସ୍ଥାୟୀ ବିଇଓ ଅଭାବରେ ଟିଟିଲାଗଡ ବିଇଓ କାର୍ଯ୍ୟାଳୟରେ ପ୍ରଶାସନିକ ଅବ୍ୟବସ୍ଥା ଅଭିଯୋଗ   31-Jul-2026
  ଜିଲ୍ଲା  
ବରିଷ୍ଠ କଂଗ୍ରେସ ନେତାଙ୍କ ବନ୍ଯା ଅଞ୍ଚଳ ପରିଦର୍ଶନ   31-Jul-2026
  ଜିଲ୍ଲା  
ଡୁଙ୍ଗୁରିପାଲି ମହାବିଦ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ   31-Jul-2026
  ଜିଲ୍ଲା  
*ଭାରତ ବିକାଶ ପରିଷଦ, ସୋନପୁର ଶାଖା ପକ୍ଷରୁ ସିଡ୍ ବଲ୍ ନିକ୍ଷେପ କାର୍ଯ୍ୟକ୍ରମ ଅନୁଷ୍ଠିତ*-   31-Jul-2026
  ଜିଲ୍ଲା  
ଆଗଲପୁର ବ୍ଲକ ରେ ବନ୍ୟା, ବିଚ୍ଛିନ୍ନ ରାସ୍ତା ଶୀଘ୍ର ମରାମତି, ଘର ଓ ଜମି ରେ ବାଲିଚର କ୍ଷତିପୂରଣ ପାଇଁ ଦାବି                       31-Jul-2026
  ଜିଲ୍ଲା  
ବରଗଡ଼ ଜିଲ୍ଲା ଲାୟନ୍ସ ଓ ଲିଓ କ୍ଳବ୍ ର ପ୍ରତିଷ୍ଠା ଦିବସ   31-Jul-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଘର ବୁଡ଼ିଲା ନଦୀ କୁଳିଆ ଚାଷଜମି   31-Jul-2026
  ଜିଲ୍ଲା  
ରେଳ ଉନ୍ନୟନ ପାଇଁ ରେଳମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ପ୍ରଦୀପ ପୁରୋହିତ   30-Jul-2026
  ରାଜ୍ୟ  
କୁମିଆଁପାଲିରେ ବିସ୍ଥାପିତପରିବାରଙ୍କ ପାଖରେ ପହଞ୍ଚିଲା ବିଜେଡି ଫେକ୍ଟଫାଇଣ୍ଡିଙ୍ଗ ଟିମ   30-Jul-2026
  ଜିଲ୍ଲା  
କଣ୍ଡରା ଗ୍ରାମର ନଦୀ ଭିତରେ ଫସିଥିବା ଚାରି ଜଣଙ୍କୁ ଉଦ୍ଧାର କଲା ପ୍ରଶାସନ   30-Jul-2026
  ଜିଲ୍ଲା  
ବଲାଙ୍ଗିର ଜିଲ୍ଲା କାରାଗାରରେ ସ୍ୱାସ୍ଥ୍ୟ ଶିବିର   30-Jul-2026

You Might Also Like