-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
02-Jul-2023
ବଲାଙ୍ଗିର (ଦେବାଶିଷ ବହିଦାର ): ଜୁଲାଇ ୧ ତାରିଖ ରେ ରାତି ପାଟ୍ରୋଲିଂ ସମୟରେ, କଣ୍ଟାବାଞ୍ଜି ରେଞ୍ଜ ର କର୍ମଚାରୀମାନେ କଣ୍ଟାବାଞ୍ଜି ରେଞ୍ଜ ର ତୁରେକେଲା ବିଭାଗର ଗଦଗଦବାହାଲ ଗ୍ରାମ ନିକଟରେ ଖଇର କାଠରେ ଭର୍ତ୍ତି ଏକ ଗାଡି (OD 03G 7742) ଜବତ କରିଥିଲେ। ଜବତ ସାମଗ୍ରୀକୁ ଅଧିକ ଅନୁସନ୍ଧାନ ପାଇଁ ରେଞ୍ଜ ଅଫିସ କ୍ୟାମ୍ପସକୁ ଅଣାଯାଇଥିଲା। ରେଞ୍ଜ ଅଫିସର ଶ୍ରଦ୍ଧାଦେବ ବଡ଼ମାଲିଙ୍କ ନିର୍ଦ୍ଦେଶରେ କଣ୍ଟାବାଞ୍ଜି ରେଞ୍ଜ ର ପାରା କର୍ମଚାରୀଙ୍କ ସହ କଣ୍ଟାବାଞ୍ଜି ରେଞ୍ଜ ର କର୍ମଚାରୀମାନେ ଏହି ଜବତ କରିଛନ୍ତି।