-+91-9937148622 |
prerana_bgr@rediffmail.com |
Wednesday 23rd September 2026 |
R.N.I. Regd No. ODIODI/2010/46693
Breaking News
21-May-2023
ମୁରିବାହାଲ(ସୁଦାମ ଚରଣ ବଘାର): ମୁରିବାହାଲ ବ୍ଲକ ମାଲିଶିରା ପଂଚାୟତ ଅନ୍ତର୍ଗତ ଖରାଲୀ ଗ୍ରାମରେ ଚାଲିଥିଵା ଗାଡୱାଲ ଓ ଚିକିନିବାହାଲି ଗ୍ରାମର ପାହାଚ ନିର୍ମଣ କାମ ନିମ୍ନମାନର ହେlଇଥିବା ଜିଲ୍ଲା ଆଦୀବାସୀ କଲ୍ୟାଣ ସଂଘ ପକ୍ଷରୁ ଶନିବାର ଦିନ ଅଭିଯୋଗ ହୋଇଛି। ସଂଘ ପକ୍ଷରୁ ଭୁବନେ ମାଝୀ, ରାଜକିଶୋର ଭୋଇ, ଭୁବନେ ଯାନୀ, ପାର୍ଥରାମ ଭୋଇ, କୈଲାଶ ପରାଧୀନ, ଅନୁପ ବେଣ୍ଟକାର, ଶ୍ୟାମସୁନ୍ଦର ମାଝୀ, ଅନ୍ତରାମ ଯାନୀ, ପତରଙ୍ଗୀ ମାଝୀ, ଲକ୍ଷ୍ମୀ ମାଝୀ, ମୀରା ଭୋଇ, ସରସ୍ୱତୀ ଭୋଇ ପ୍ରମୁଖ ଏ ନେଇ ମୁରିବାହାଲ ବିଡିଓ ଙ୍କୁ ଦାବୀପତ୍ର ପ୍ର ଦାନ କରିଥିଲେ। ବିଡିଓ ପୂର୍ଣ୍ଣାନନ୍ଦ ପଟେଲ ଦାବୀପତ୍ର ଗ୍ରହଣ କରି ଏହି ସଂପର୍କରେ ତଦନ୍ତ କରାଯିବ ବୋଲି ପ୍ରତିଶତ୍ରୁି ଦେଇଥିବା ଜଣାଯାଏ।