-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
13-May-2023
କନ୍ଧମାଳ (ଅନନ୍ତ କହଁର ଙ୍କ ରିପୋର୍ଟ) କନ୍ଧମାଳ ଜିଲ୍ଲା ସୁଦ୍ରୁଗୁମ୍ପା ବନାଞ୍ଚଲ ଅଧିକାରୀ ଶ୍ରୀ ଝାଙ୍କର୍ ସଦଳବଳେ ଜାଇ ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ଅରାପାଯୁ ନିକଟରେ ଜବତ କରି ଡି ଏଫ୍ ଓ ଙ୍କ ପାଖରେ ଦାଖଲ କରିଛନ୍ତି। ବାଘ ଚମଡ଼ା ସହ ଆସାମୀ ମାନଙ୍କୁ ମଧ୍ୟ ଦାଖଲ କରିଛନ୍ତି। ସାଧାରଣରେ ମଧ୍ୟ ସ୍ରି ଝାଂକର ଙ୍କୁ ଉଚ୍ଚ ପ୍ରଶଂସା କରୁଛନ୍ତି