-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||     

HOME   ଜିଲ୍ଲା

ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର, ଭାତହାଣ୍ଡିରୁ ଗୋଟିଏ ‘କପାସିରା’

11-May-2023



ଡୁଙ୍ଗୁରିପାଲ(ଅରବିନ୍ଦ ମିଶ୍ର)- ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ କପାସିରା ଗ୍ରାମର ଜଣେ ସାମ୍ବାଦିକ ପରିବାର ସ୍ୱାସ୍ଥ୍ୟ ସେବାରେ କିଭଳି ମାନସିକ ଚାପଗ୍ରସ୍ଥ ହୋଇଥିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଆହୁରି ଚକିତ କରିଛି ଖୋଦ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲା ତଥା ବ୍ଲକରେ । ଡୁଙ୍ଗୁରିପାଲିରୁ ପ୍ରକାଶିତ ହୋଇ ଆସିଥବା ‘ବନ୍ ତୁଲସୀ’ ପାକ୍ଷିକ ଖବର କାଗଜର ପ୍ରକାଶକ ସାରଥି ପଧାନଙ୍କୁ ପୁଅ ସମ୍ରାଟ ପଧାନ(୨୭) । ତାଙ୍କ ସ୍ତ୍ରୀ କୁନି ପଧାନ । ଗତ ମାସେ ତଳେ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରସୂତୀ ପାଇଁ ଭର୍ତ୍ତି କରିଥିଲେ । ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ବୁର୍ଲା ପଠାଯାଇଥିଲା । ସେଠାରେ ଅସ୍ତ୍ରୋପଚାର କରି ଏକ ଶିଶୁପୁତ୍ର ଜନ୍ମ ହୋଇଥିଲା । ଶିଶୁପୁତ୍ରର ପରିସ୍ରା ନଳୀରେ ସମସ୍ୟା ଥିବାରୁ ତାଙ୍କୁ କଟକ ଶିଶୁ ଭବନକୁ ପଠାଯାଇଥିଲା । ସେଠାରେ ଚିକିତ୍ସା ପରେ ଘରକୁ ଫେରି ଥିଲେ । ଗତ୮ତାରିଖରେ ଶିଶୁଙ୍କୁ କଟକ ଶିଶୁ ଭବନରେ ପରୀକ୍ଷା କରାଇବାକୁ କପସିରାରୁ ଭାୟା ସୋନପୁର ଦେଇ କଟକ ଯାଉଥିଲେ । ସୋନପୁରଠାରେ ଖାଇବାରେ ଶିଶୁର ସମସ୍ୟା ଦେଖାଦେବାରୁ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କୁ ଦେଖାଇଥିଲେ । ସେଠାରେ ଚିକିତ୍ସାଧିନ ଡାକ୍ତର ଅଧିକ ଚିକିତ୍ସା ପାଇଁ ବୁର୍ଲା ପଠାଇ ଦେଇଥିଲେ । ଏକ ୧୦୮ ଆମ୍ବୁଲାନ୍ସ ଯୋଗେ ବୁର୍ଲା ନେବା ବାଟରେ ତାଙ୍କର ଉଲୁଣ୍ଡା (ମେଟାକାନୀ ଛକ) ନିକଟରେ ମୃତ୍ୟୁ ହୋଇଥିବା ଶିଶୁର ବାପାମା ଜାଣିବାକୁ ପାଇଥିଲେ । ଉଲୁଣ୍ଡାଠା ଡାକ୍ତରଖାନାକୁ ନେଇଥିଲେ । ସେଠାରେ କାର୍ଯ୍ୟରତ ସେବୀକା ଜଣକ ଡାକ୍ତରଙ୍କୁ ଫୋନ ମାଧ୍ୟମରେ ଡକାଇଥିଲେ । ଡାକ୍ତର ପହଞ୍ଚି ଶିଶୁକୁ ନ ଦେଖି ଯେଉଁଠିକୁ ରେଫର ହୋଇଛି ଅଥବା ଯେଉଁଠାରୁ ରେଫର ହୋଇଛି ସେଠାକୁ ନେବାକୁ ପରାମର୍ଶ ଦେଇଥିଲେ । ମୃତ ଶିଶୁର ବାପାଙ୍କ ଅଭିଯୋଗ ଯେ, ଚିକିତ୍ସାରେ ସେ କୌଣସି ଅଭିଯୋଗ ନ ଥିଲେ ମଧ୍ୟ ଡାକ୍ତରମାନଙ୍କ ମାନବିକତାକୁ ସେ ସହ୍ୟ କରିପାରିନ ଥିଲେ । ଉଲୁଣ୍ଡା ଡାକ୍ତରଖାନାର ଡାକ୍ତର ଜାଣିବା କଥା ଯେ, ଜଣେ ବାପା ମା ମୃତ ଶିଶୁକୁ କିପରି ବୁର୍ଲା ବା ସୋନପୁର ନେବ । ସେଠାରେ ତାଙ୍କର ମୃତ ଘୋଷଣା କରିଥିଲେ ସେ କପାସିରାକୁ ଫେରି ଆସିଥାନ୍ତି । ଏହା ନ ହେବାରୁ 

ଉଭୟ ସ୍ୱାମୀ ସ୍ତ୍ରୀ ମୃତ ଶିଶୁପୁତ୍ରକୁ ଧରି ସୋନପୁର ପହଞ୍ଚି ଥିଲେ । ସେଠାରେ ମଧ୍ୟ ଡାକ୍ତର ମୃତ ଘୋଷଣା କରିବାକୁ ମନା କରିଥିଲେ । ଶେଷରେ ଜିଲ୍ଲପାଳଙ୍କ ହସ୍ତକ୍ଷପ ପରେ ସମସ୍ୟାରେ ସମାଧାନ ହୋଇଥିଲା । ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ କହୁଥିବା ବେଳେ ଏଠାରେ ଡାକ୍ତରମାନଙ୍କ ମାନବିକତା ରହିଲା କେଉଁଠି । ଜଣେ ବାପାମା ମୃତ ଶିଶୁର ଶବକୁ ଧରି ମୃତ ଘୋଷଣା ପାଇଁ ଗୋଟିଏ ଡାକ୍ତରଖାନାରୁ ଆଉ ଗୋଟିଏ ଡାକ୍ତରଖନା ଦୌଡିବା କେତେ ଯେ ଯନ୍ତ୍ରଣାଦାୟକ ସେହି ଅନୁଭବି ବାପା ମାଁ ହିଁ ଜାଣିବେ । ଏଣୁ ସ୍ୱାସ୍ଥ୍ୟ ସେବାର ଏଭଳି ବିଳକ ଚିତ୍ରକୁ ସୁଧାର କରବା ସହିତ କେତେକ ଡାକ୍ତରମାନଙ୍କଠାରେ ହଜିଯାଉଥିବା ମାନିବତା ସୃଷ୍ଟି କରାଯିବାକୁ ଏମାନଙ୍କୁ ସଚେତନତାର ଆବଶ୍ୟକତା ରହିଛି । ଆହୁରି ମଧ୍ୟ ସ୍ୱାସ୍ଥ୍ୟ ସେବାରେ ବିଶ୍ୱସ୍ତରୀୟ ସେବା ଯୋଗାଇ ଦେଇ ଆସୁଥିବା କହୁଥିବା, ଜିଲ୍ଲା ତଥା ବିଭିନ୍ନ ଡାକ୍ତରଖାନରେ ଶିଶୁମାତୃ ଯତ୍ନ ୟୁନିଟ ରହିଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏମାନଙ୍କୁ କଣ ଚିକିତ୍ସା ପାଇଁ ବୁର୍ଲା ପଠାଗଲା ।

ପରିବାରକୁ ଭେଟିଲେ ଗଣମାଧ୍ୟମର ପ୍ରତିନିଧିଗଣ

ଡୁଙ୍ଗୁରିପାଲି//   ଆଜି ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଉକ୍ତ ପରିବାରକୁ ଯାଇ ଭେଟି ସମବେଦନା ଜଣାଇଛନ୍ତି । ଡୁଙ୍ଗୁରିପାଲି ବ୍ଲକ ସାମ୍ବାଦିକ ସଂଘ ସମ୍ପାଦକ ଘନଶ୍ୟାମ ମେହର, କୋଷାଧ୍ୟକ୍ଷ ସାଗର ଜେନା, ପଶ୍ଚିମ ଓଡିଶା କୋସଲ ସାମ୍ବାଦିକସଂଘ ସଂପାଦକ ମୁକେଶ କୁମାର ଭୋଇ, ଆବାହାକ ରତ୍ନାକର ସେଠ କପାସିରା ଗ୍ରାମକୁ ଯାଇ ଘଟଣା ଉପରେ ବୁଝିଥିଲେ । ଏହି ଘଟଣାକୁ ନେଇ ଗଣମାଧ୍ୟମର ପ୍ରତିନିଧିମାନେ କ୍ଷୋଭ ପ୍ରକାଶ କରିବା ସହ ଜଣେ ସାମ୍ବାଦିକକ ପରିବାର ଯଦି ଏପରି ସମାସ୍ୟାର ସମ୍ମୁଖିନ ହେବେ ତାହାଲେ ସାଧାରଣ ଲୋକଙ୍କ ଅବସ୍ଥା କିପରି ହେଉଥିବ । ଏହି ଘଟଣା ମାନବିକ ଅଧିକାରର ଉଲ୍ଲଙ୍ଘନ ହେଉଥିବାରୁ ଜାତୀୟ ତଥା ରାଜ୍ୟ ମାନବିକ ଅଧିକାର ସଂସ୍ଥା ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉଭୟ ସଂଘ ପକ୍ଷରୁ ଦାବି କରାଯାଇଛି l


News Comment




Photo in News

Advertisment
Lastest News
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026

You Might Also Like