-+91-9937148622 |
prerana_bgr@rediffmail.com |
Friday 26th June 2026 |
R.N.I. Regd No. ODIODI/2010/46693
Breaking News
08-May-2023
କଣ୍ଟାମାଳ : ବୌଦ୍ଧ ଜିଲ୍ଲା ସଦର ବ୍ଲକ ଖଲିଆପାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ପାଟଲିପଡ଼ା ଭୂଳିଆବନ୍ଧ ପୋଲ ବାଲି
ବୋଝେଇ ହାଇୱା ଦ୍ଵାରା ଭାଙ୍ଗିଲା ପୋଲ । ଆଜି ଭୋର୍ ସକାଳୁ ଏକ ବାଲି ବୋଝେଇ ହାଇୱା ଓଡି ୧୫ପି ୯୮୨୦କେନାଲ ରେ ଗାଡୱାଲ୍ କାମ ଚାଲିଥିବାରୁ କେନାଲ କୁ ବାଲି ନେଉଥିଲା । ହଟାତ ପୋଲଟି ଭାଙ୍ଗିଯିବା ରୁ ହଇୱା ଟି ତଳକୁ ଖସି ପଡ଼ିଥିଲା ।ଏଥିରେ କାହାର କିଛି କ୍ଷୟ କ୍ଷତି ହୋଇ ନଥିବା ବେଳେ ଶଗଡା - ପୁରୁମୁଣ୍ଡା ରାସ୍ତା ଯାତାୟାତ ବାଧାପ୍ରାପ୍ତ ହଉଥିବା ଦେଖିବାକୁ ମିଳୁଛି ।
ବର୍ତ୍ତମାନ ଦେଖିବାକୁ ବାକି ରହିଲା କେତେ ଦିନରେ ପୋଲ ନିର୍ମାଣ ବା ମରାମତି ହେଉଛି ଆଉ କିଏ କରୁଛି l
(କଣ୍ଟମାଳ ରୁ ସତ୍ୟ ବିଭାର ଙ୍କ ରିପୋର୍ଟ )