-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
24-Apr-2023
ନାକଟିଦେଉଳ(କନ୍ଦର୍ପ ବେହେରା ): -ଆଜି ପୂର୍ବାହ୍ନ ୧୨ ଟାରେ ରେଢ଼ାଖୋଲ ଥାନା ମୁଟୁରୁମୁଣ୍ଡା ଗ୍ରାମ ନିକଟରେ ଶିମିଳିପାଳ ପଂଚାୟତର ଇଓ ଙ୍କର ବିୟୋଗ ଘଟିଛି l
ଖବରରୁ ଜଣା ପଡ଼ିଛିଯେ, ନାକଟିଦେଉଳ ବ୍ଲକ୍ ଶମିଳିପାଳ ପଂଚାୟତର ଇଓ ତ୍ରିନାଥ ମହାକୁଡ ଅଫିସ୍ କାମ ସାରି ପୂର୍ବାହ୍ନ ୧୨ ଟାରେ ରେଢ଼ାଖୋଲ ଫେରୁଥିବା ବେଳେ ମୁଟୁରୁମୁଣ୍ଡା ଗ୍ରାମ ନିକଟସ୍ଥ ବୁଲାଣିରେ ନିଜ ବାଇକରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବ ରେ ଥିବା ବେରିକେଟ ରେ ପିଟି ହୋଇ ଛିଟିକି ପଡ଼ିଥିଲେ ା ଘଟଣା ସ୍ଥଳରେ ହିଁ ତାଙ୍କର ମ୍ରୁତ୍ୟୁ ହୋଇଥିଲା ା ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ମ୍ରୁତ୍ୟୁ ହୋଇଥିଲା ା ମ୍ରୁତକ ତ୍ରିନାଥ ମହାକୁଡଙ୍କର ରେଢ଼ାଖୋଲରେ ଘର କରି ରୁଥିଲେ ା ତାଙ୍କର ନିଜସ୍ବ ଗ୍ରାମ ବୁର୍ଡା ପଂଚାୟତରେ ବୋଲି ଜଣା ପଡ଼ିଛି ାପୋଲିସ୍ ଶବ ଜବତ କରି ଏକ ମାମଲା ରୁଜୁ କରି ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ା