-+91-9937148622 |

prerana_bgr@rediffmail.com |

  Thursday 16th July 2026 |

| | | |

R.N.I. Regd No. ODIODI/2010/46693

Breaking News

ଅଘରିଆ ଜ୍ଯୋତି ଚତୁର୍ବିଂଶ ସଂସ୍କରଣ ଉନ୍ମୋଚନ    (16-Jul-2026)       ||      ବିଶ୍ଵର ସବୁଠାରୁ କ୍ଷୁଦ୍ର, ଛୋଟ,କୁନି ରଥ    (16-Jul-2026)       ||      ପୁରୀ ରଥଯାତ୍ରାରେ ସାମିଲ ହେଲେ ରାଜ୍ୟପାଳ   (16-Jul-2026)       ||      କଟକରେ ବିଭିନ୍ନ ସ୍ଥାନମାନଙ୍କରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ରାଣୀହାଟଠାରେ ଛେରା ପହଁରା କରିଲେ ଜିଲ୍ଲାପାଳ   (16-Jul-2026)       ||      କଟାପାଲି ଡିଗ୍ରୀ ମହାବିଦ୍ୟାଳୟ ରେ ଶକ୍ତି ଶ୍ରୀ କାର୍ଯ୍ୟକ୍ରମ   (16-Jul-2026)       ||      *ଡାବୁଗାଁ ରେ ପାଳିତ ହେଲା ଜଗନ୍ନାଥ ରଥଯାତ୍ରା*   (16-Jul-2026)       ||      ଅମୃତ ଭାରତ ଷ୍ଟେସନ ଯୋଜନାରେ ବରପାଲି ରେଳ ଷ୍ଟେସନ ସାମିଲ   (16-Jul-2026)       ||      *ଆର୍ ଏମ୍ ଡିଜିଟାଲ ଟିଭି ଉନ୍ମୋଚିତ*-   (16-Jul-2026)       ||      ଦିଗଶିରା ହାଇସ୍କୁଲରେ ନୂତନ ପରିଚାଳନା କମିଟି ଗଠିତ   (16-Jul-2026)       ||      ଲୋଇସିଂହା ଠାରେ ବିଜେପି 34 ନମ୍ବର ଜୋନ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ l    (16-Jul-2026)       ||      ଉତ୍କଳମଣି ଗୋପବନ୍ଧୁଙ୍କ ଶ୍ରାଦ୍ଧ ଦିବସ ପାଳିତ   (15-Jul-2026)       ||      ଗଜବନ୍ଧରେ ମଦ ମୃତ୍ୟୁ ! ଦୁଇ ଭାଇଙ୍କ ମୃତ୍ୟୁ   (15-Jul-2026)       ||      ନୂଆପଡ଼ା ଜିଲ୍ଲା ବର୍ଷୀୟାନ ଜନନାୟକ ସ୍ୱର୍ଗୀୟ ଘାସିରାମ ମାଝୀଙ୍କ ଜନ୍ମ ଜୟନ୍ତୀ ପାଳିତ   (15-Jul-2026)       ||      *ଜିଲ୍ଲା ସ୍ତରୀୟ ବିଶ୍ୱ ଜନ ସଂଖ୍ୟା ଦିବସ ପାଳିତ* -   (15-Jul-2026)       ||      ତେନ୍ତୁଳିଖୁଣ୍ଟି ବିଦ୍ୟାଳୟରେ ପରିଚାଳନା କମିଟି ଗଠନ   (15-Jul-2026)       ||      ଜନ୍ମଦିନରେ ସମର୍ଥକ କଲେ ରକ୍ତଦାନ ଶିବିର, ନେତା କଲେ ରୋଗୀଙ୍କୁ ଫଳ ବଣ୍ଟନ।   (15-Jul-2026)       ||      *ନବରଙ୍ଗପୁର ଜିଲ୍ଲା ରେ ସାମ୍ବାଦିକ ପରିଚୟ ଦେଇ ଚାନ୍ଦା ଆଦାୟ ଅଭିଯୋଗ*   (15-Jul-2026)       ||      ଅସ୍ଥାୟୀ ସୂଚନା କେନ୍ଦ୍ର ସ୍ଥାପନ, ପାରମ୍ପରିକ ଲୋକକଳା ପ୍ରଦର୍ଶନ, ସିଧା ପ୍ରସାରଣ ତଥା ଏଲଇଡି ସ୍କ୍ରିନ/ଡିସପ୍ଲେ ମାଧ୍ୟମରେ ଅଧିକରୁ ଅଧିକସଂଖ୍ୟକ ଜଗନ୍ନାଥପ୍ରେମୀଙ୍କ ନିକଟରେ ପହଞ୍ଚିବା ଉପରେ ଗୁରୁତ୍ୱାରୋପ   (15-Jul-2026)       ||      *କୁକୁଡ଼ା ଗାଲିରେ ଚଢ଼ଉ..୧୦ ବାଇକ୍ ଜବତ, ୬ ଗିରଫ*   (15-Jul-2026)       ||      ଜଗନ୍ନାଥଙ୍କ ନେତ୍ରୋସବ ଓ ନବଜୀବନ ଦର୍ଶନ   (15-Jul-2026)       ||     

HOME   ଜିଲ୍ଲା

ସମ୍ବଲପୁର ଘଟଣା ପ୍ରତିବାଦରେ ବିନିକା ବନ୍ଦ ସମ୍ପୁର୍ଣ୍ଣ ସଫଳ।

19-Apr-2023



ବିନିକା(ହିମାଂଶୁ ଶେଖର ପୁଟେଲ) ସମ୍ବଲପୁର ଠାରେ ଅନୁଷ୍ଠିତ ପବିତ୍ର ହନୁମାନ ଜୟନ୍ତୀ ଶୋଭାଯାତ୍ରା ଉପରକୁ ଅମାନୁଷିକ ଓ କ୍ରୁରତାପୂର୍ଣ୍ଣ ଭାବରେ ଜିହାଦୀଙ୍କ ଦ୍ଵାରା ପଥର ମାଡ଼ ଏବଂ ୧୪ତାରିଖରେ ଜଣେ ହିନ୍ଦୁ ଭାଇଙ୍କୁ ହତ୍ୟା କରାଗଲା ତାର ପ୍ରତିବାଦରେ ଆଜି ସକାଳ ୬ଘଣ୍ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବିନିକା ବନ୍ଦ ପାଳନ ସଂପୂର୍ଣ୍ଣ ସଫଳ ହୋଇଛି । ବିଶ୍ଵ ହିନ୍ଦୁ ପରିଷଦ,ବଜରଙ୍ଗଦଳର କର୍ମକର୍ତ୍ତାଙ୍କ ସହ ବିଭିନ୍ନ ଅନୁଷ୍ଠାନର ସଦସ୍ୟ ମାନେ ଏଥିରେ ସାମିଲ ହୋଇ ସ୍ଥାନୀୟ କଲେଜ ଛକ ଠାରେ ପିକେଟିଂ କରିଥିଲେ । ଭକ୍ତମାନଙ୍କ ଉପରେ ହୋଇଥିବା ସୁନୀୟୋଜିତ ଆକ୍ରମଣ ପ୍ରଶାସନିକ ଅପାରଗତାକୁ ଦର୍ଶାଉଛି ବୋଲି ସେମାନେ ଅଭିଯୋଗ କରିଥିଲେ ।ଯାହାକି ହିନ୍ଦୁ ମାନଙ୍କର ଧାର୍ମିକ ଆସ୍ଥା,ବିଶ୍ୱାସ ଓ ସ୍ୱତନ୍ତ୍ରତା ଉପରେ କୁଠାରାଘାତ ବୋଲି କହିଛନ୍ତି ।ତେଣୁ ଦୋଷୀ ମାନଙ୍କୁ ତୁରନ୍ତ ଗିରଫ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବୀ କରିଛନ୍ତି ।ମୋଟାମୋଟି ଆକାରରେ ବିନିକା ବନ୍ଦ ଶାନ୍ତିପୂର୍ଣ୍ଣ ରହିଥିଲା । ବନ୍ଦକୁ ଲୋକେ ଓତୋପ୍ରୋତ ଭାବରେ ସମର୍ଥନ ଦେଇଥିଲେ ।ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଥିବା ବେଳେ କେବଳ ଜରୁରୀ କାଳୀନ ସେବାକୁ ଛାଡ଼ିଦେଲେ ଅନ୍ୟ ସବୁ ଗାଡିମଟର ଚଳାଚଳ ଠପ ହୋଇପଡ଼ିଥିଲା ।ସେହିପରି ବିନିକା ରୁ ରାମପୁର ଓ ବିନିକା ରୁ ସୋନପୁର ମୁଖ୍ୟ ରାସ୍ତାରେ ଥିବା ଗାଁ ଗୁଡିକରେ ମଧ୍ୟ ବନ୍ଦର ପ୍ରଭାବ ପଡ଼ିଥିବା ବେଳେ ରାସ୍ତା ପାର୍ଶ୍ବରେ ଥିବା ଗୁରୁତ୍ତ୍ୱପୂର୍ଣ୍ଣ ଛକ ଗୁଡିକ ଶୂନଶାନ ହୋଇପଡିଥିଲା ।ଅନ୍ୟ ପକ୍ଷରେ ବିନିକା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଅଘରିଆ ଜ୍ଯୋତି ଚତୁର୍ବିଂଶ ସଂସ୍କରଣ ଉନ୍ମୋଚନ   16-Jul-2026
  ଜିଲ୍ଲା  
ବିଶ୍ଵର ସବୁଠାରୁ କ୍ଷୁଦ୍ର, ଛୋଟ,କୁନି ରଥ   16-Jul-2026
  ଜିଲ୍ଲା  
ପୁରୀ ରଥଯାତ୍ରାରେ ସାମିଲ ହେଲେ ରାଜ୍ୟପାଳ   16-Jul-2026
  ଜିଲ୍ଲା  
କଟକରେ ବିଭିନ୍ନ ସ୍ଥାନମାନଙ୍କରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ରାଣୀହାଟଠାରେ ଛେରା ପହଁରା କରିଲେ ଜିଲ୍ଲାପାଳ   16-Jul-2026
  ଜିଲ୍ଲା  
କଟାପାଲି ଡିଗ୍ରୀ ମହାବିଦ୍ୟାଳୟ ରେ ଶକ୍ତି ଶ୍ରୀ କାର୍ଯ୍ୟକ୍ରମ   16-Jul-2026
  ଜିଲ୍ଲା  
*ଡାବୁଗାଁ ରେ ପାଳିତ ହେଲା ଜଗନ୍ନାଥ ରଥଯାତ୍ରା*   16-Jul-2026
  ଜିଲ୍ଲା  
ଅମୃତ ଭାରତ ଷ୍ଟେସନ ଯୋଜନାରେ ବରପାଲି ରେଳ ଷ୍ଟେସନ ସାମିଲ   16-Jul-2026
  ଜିଲ୍ଲା  
*ଆର୍ ଏମ୍ ଡିଜିଟାଲ ଟିଭି ଉନ୍ମୋଚିତ*-   16-Jul-2026
  ଜିଲ୍ଲା  
ଦିଗଶିରା ହାଇସ୍କୁଲରେ ନୂତନ ପରିଚାଳନା କମିଟି ଗଠିତ   16-Jul-2026
  ଜିଲ୍ଲା  
ଲୋଇସିଂହା ଠାରେ ବିଜେପି 34 ନମ୍ବର ଜୋନ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ l   16-Jul-2026
  ଜିଲ୍ଲା  
ଉତ୍କଳମଣି ଗୋପବନ୍ଧୁଙ୍କ ଶ୍ରାଦ୍ଧ ଦିବସ ପାଳିତ   15-Jul-2026
  ଜିଲ୍ଲା  
ଗଜବନ୍ଧରେ ମଦ ମୃତ୍ୟୁ ! ଦୁଇ ଭାଇଙ୍କ ମୃତ୍ୟୁ   15-Jul-2026

You Might Also Like