-+91-9937148622 |

prerana_bgr@rediffmail.com |

  Monday 16th March 2026 |

| | | |

R.N.I. Regd No. ODIODI/2010/46693

Breaking News

ବରପାଲି BEO ଅଫିସ୍‌ର ଆକାଉଣ୍ଟାଣ୍ଟ ଭିଜିଲାନ୍ସ_ଜାଲରେ,   (16-Mar-2026)       ||      ଲୋପ ପାଇବାକୁ ବସିଲାଣି ତୋଟା ଓ ଧାନଖଳା   (16-Mar-2026)       ||      *ନୂଆପଡ଼ା ଜିଲ୍ଲା ଖଡିଆଳ ପଞ୍ଚାୟତ ସମିତି ପରିସର ମଧ୍ୟରେ ଜିଲ୍ଲାପାଳ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ*   (16-Mar-2026)       ||      ନୂଆଦିଲ୍ଲୀ ର ଓଡ଼ିଶା ପର୍ବରେ ଯୋଗ ଦେଲେ ଓଡ଼ିଶା ରାଜ୍ୟପାଳ    (16-Mar-2026)       ||      *ନିଆଁ କୁ ଆୟତ କରିବରେ ବିଫଳ ହେଲା ଅଗ୍ନିଶମ ବିଭାଗ*   (16-Mar-2026)       ||      *ଫିଟ୍ ନେସ ଏମ୍ପାୟାର କ୍ରୀକ ଫେଷ୍ଟ ୨୦୨୬ ଉଦଯାପିତ* - *ଜିଲ୍ଲା ପୋଲିସ ଦଳ ଚମ୍ପିୟାନ*- -   (16-Mar-2026)       ||      ସାମାଜିକ ସେବା ପାଇଁ ପ୍ରାନ୍ତୀୟ ଅଧିବେଶନ ଶିଖର ୨୦୨୬ ରେ ସହଯୋଗ ଫାଉଣ୍ଡେସନ୍ ସମ୍ମାନିତ   (16-Mar-2026)       ||      *ନବ ଭାରତ ସାକ୍ଷରତା “ଉଲ୍ଲାସ” କାର୍ଯ୍ୟକ୍ରମ*   (16-Mar-2026)       ||      ଆଦିତ୍ରୀ ଇନ୍‌ଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ) ବଲାଙ୍ଗିର ନର୍ସିଂ ସ୍କୁଲ ତୃତୀୟ ଶପଥ ଗ୍ରହଣ ଉତ୍ସବ ବି.ଏସ୍‌.ସି. ନର୍ସିଂ ଓ ଜି.ଏନ୍‌.ଏମ୍ ୪୯ ଜଣ ଛାତ୍ର ଛାତ୍ରୀ ଶପଥ େନେଲ   (15-Mar-2026)       ||      ନବକୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ର ଦ୍ଵିତୀୟ ଦିବସ   (15-Mar-2026)       ||      ଓଷ୍ଟା ପକ୍ଷରୁ ଆଲୋଚନାଚକ୍ର ଓ କର୍ମଶାଳା ଅନୁଷ୍ଠିତ   (15-Mar-2026)       ||      ବଲାଙ୍ଗୀର ରେ ୨୦୨୬ ର ପ୍ରଥମ ରାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଠିତ   (15-Mar-2026)       ||      ବଲାଙ୍ଗିରରେ ପ୍ରଥମ ରାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଠିତ    (15-Mar-2026)       ||      "ରାଷ୍ଟ୍ରୀୟ ହିନ୍ଦୁ ଫ୍ରଣ୍ଟ"ର ସୁବର୍ଣ୍ଣପୁର ଜିଲ୍ଲା ସଭାପତି ହେଲେ ଶରତ   (15-Mar-2026)       ||      ମଧୁସୂଦନ ପାର୍କରେ ସ୍ୱାସ୍ଥ୍ୟ ସଚେତନତା ଶିବିର   (15-Mar-2026)       ||      ଝଲସି ଉଠିଥିଲା ସେବାଶ୍ରମର ବାର୍ଷିକ ଉତ୍ସବ   (15-Mar-2026)       ||      ଉତ୍ସାହ ଓ ଉଲ୍ଲାସର ସହ ଅନୁଷ୍ଠିତ ହେଲା ଇନଟାକ୍ ର ଅଷ୍ଟଶମ୍ଭୁ ଐତିହ୍ୟ ପଦଯାତ୍ରା*   (15-Mar-2026)       ||      ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ, ବଲାଙ୍ଗିର, ବିଶ୍ୱ ଖାଉଟି ଅଧିକାର ଦିବସ-୨୦୨୬   (15-Mar-2026)       ||      ଗାଁ ପରିମଳ ଗାଁ ମୁଣ୍ଡରୁ - ସ୍ବଚ୍ଛତା ହିଁ ସେବା ସମ୍ପର୍କିତ କର୍ମଶାଳା   (15-Mar-2026)       ||      ଛାତ୍ର ଛାତ୍ରୀଙ୍କ ଜୀବନ ଦର୍ପଣ ଭଳି ଅନୁମେୟ ବାର୍ଷିକ ଉତ୍ସବ   (15-Mar-2026)       ||     

HOME   ଜିଲ୍ଲା

ନାକ୍ଟିଦେଉଳ ଓ କିସିଣ୍ଡା ମହାଵିଦ୍ୟାଳୟ ରେ ଉତ୍କଳ ଦିଵସ ପାଳିତ

02-Apr-2023



ନାକଟିଦେଉଳ (କନ୍ଦର୍ପ ବେହେରା)
 ନାକ୍ଟିଦେଉଳ ସ୍ନାତକ ମହାବିଦ୍ୟାଳୟ ଆନୁକୁଲ୍ୟ ରେ ତା ୧.୪.୨୩ ରିଖ ଶନିବାର ଦିନ ଉତ୍କଳ ଦିଵସ ସମାରୋହ ଅନୁଷ୍ଠିତ ହୋଇଥିଲା । ମହାଵିଦ୍ୟାଳୟ ର ଓଡିଆ ବିଭାଗ ର ମୁଖ୍ୟ ଅଧ୍ୟାପିକା ପୁଷ୍ପାଞ୍ଜଳି ରାବଣା ଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ "ଉତ୍କଳ ଦିଵସ ର ମହତ୍ତ୍ଵ ଓ ଓଡ଼ିଶା ର ସ°ସ୍କୃତି" ଶୀର୍ଷକ ଆଲୋଚନାଚକ୍ର ରେ ଛାତ୍ରୀ ସିପ୍ରା ସାହୁ ଓ ପଙ୍କଜିନୀ ଵେହେରା ତଥା ଛାତ୍ର ଶୁଭଜିତ ଦେହୁରୀ ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନ, ମଧୂବାବୁ ଙ୍କ ତ୍ୟାଗ ଓ ଓଡ଼ିଆ ସାହିତ୍ୟ-ସ°ସ୍କୃତି ଵିଷୟ ରେ ଆଲୋଚନା କରିଥିଲେ । ଛାତ୍ରଛାତ୍ରୀ ମାନେ ସାମୁହିକ ଭାବରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିଥିଲେ । ମୀନକେତନ ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବାବେଳେ ଜନନୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ା ଠିକ୍ ସେହିପରି ନାକ୍ଟିଦେଉଳ ଵ୍ଲକ୍ କିସିଣ୍ଡା ଉଚ୍ଚ ମାଧ୍ୟମିକ ଵିଦ୍ୟାଳୟରେ ମଧ୍ୟ ଉତ୍କଳ ଦିବସ ପାଳିତ ହୋଇଥିଲା । ଅନୁଷ୍ଠାନ ର ଅଧ୍ୟକ୍ଷା ସୁଶ୍ରୀତା ଭୋଇ ଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ସଭାରେ ଇତିହାସ ଅଧ୍ଯାପିକା ଅନୀତା ପ୍ରଧାନ ଓ ଗ୍ରନ୍ଥଗାରିକ ଦିଲ୍ଲୀପ କୁମାର ପ୍ରଧାନ ଉତ୍କଳ ଦିଵସ ର ମହତ୍ତ୍ଵ, ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନ ଓ ମଧୂବାବୁ ଙ୍କ ଅଵଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ମଧୂବାବୁ ଙ୍କ ତୈଳ ଚିତ୍ର ରେ ମାଲ୍ୟାର୍ପଣ ସହିତ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା "ବନ୍ଦେ ଉତ୍କଳ ଜନନୀ "ଗାନ କରାଯାଇଥିଲା । ଅନୁଷ୍ଠାନ ର କମ୍ପ୍ୟୁଟର ସ°ଚାଳକ କନ୍ଦର୍ପ ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବରପାଲି BEO ଅଫିସ୍‌ର ଆକାଉଣ୍ଟାଣ୍ଟ ଭିଜିଲାନ୍ସ_ଜାଲରେ,   16-Mar-2026
  ଜିଲ୍ଲା  
ଲୋପ ପାଇବାକୁ ବସିଲାଣି ତୋଟା ଓ ଧାନଖଳା   16-Mar-2026
  ଜିଲ୍ଲା  
*ନୂଆପଡ଼ା ଜିଲ୍ଲା ଖଡିଆଳ ପଞ୍ଚାୟତ ସମିତି ପରିସର ମଧ୍ୟରେ ଜିଲ୍ଲାପାଳ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ*   16-Mar-2026
  ଜିଲ୍ଲା  
ନୂଆଦିଲ୍ଲୀ ର ଓଡ଼ିଶା ପର୍ବରେ ଯୋଗ ଦେଲେ ଓଡ଼ିଶା ରାଜ୍ୟପାଳ   16-Mar-2026
  ଜିଲ୍ଲା  
*ନିଆଁ କୁ ଆୟତ କରିବରେ ବିଫଳ ହେଲା ଅଗ୍ନିଶମ ବିଭାଗ*   16-Mar-2026
  ଜିଲ୍ଲା  
*ଫିଟ୍ ନେସ ଏମ୍ପାୟାର କ୍ରୀକ ଫେଷ୍ଟ ୨୦୨୬ ଉଦଯାପିତ* - *ଜିଲ୍ଲା ପୋଲିସ ଦଳ ଚମ୍ପିୟାନ*- -   16-Mar-2026
  ଜିଲ୍ଲା  
ସାମାଜିକ ସେବା ପାଇଁ ପ୍ରାନ୍ତୀୟ ଅଧିବେଶନ ଶିଖର ୨୦୨୬ ରେ ସହଯୋଗ ଫାଉଣ୍ଡେସନ୍ ସମ୍ମାନିତ   16-Mar-2026
  ଜିଲ୍ଲା  
*ନବ ଭାରତ ସାକ୍ଷରତା “ଉଲ୍ଲାସ” କାର୍ଯ୍ୟକ୍ରମ*   16-Mar-2026
  ଜିଲ୍ଲା  
ଆଦିତ୍ରୀ ଇନ୍‌ଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ) ବଲାଙ୍ଗିର ନର୍ସିଂ ସ୍କୁଲ ତୃତୀୟ ଶପଥ ଗ୍ରହଣ ଉତ୍ସବ ବି.ଏସ୍‌.ସି. ନର୍ସିଂ ଓ ଜି.ଏନ୍‌.ଏମ୍ ୪୯ ଜଣ ଛାତ୍ର ଛାତ୍ରୀ ଶପଥ େନେଲ   15-Mar-2026
  ଜିଲ୍ଲା  
ନବକୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ର ଦ୍ଵିତୀୟ ଦିବସ   15-Mar-2026
  ଜିଲ୍ଲା  
ଓଷ୍ଟା ପକ୍ଷରୁ ଆଲୋଚନାଚକ୍ର ଓ କର୍ମଶାଳା ଅନୁଷ୍ଠିତ   15-Mar-2026
  ଜିଲ୍ଲା  
ବଲାଙ୍ଗୀର ରେ ୨୦୨୬ ର ପ୍ରଥମ ରାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଠିତ   15-Mar-2026

You Might Also Like