-+91-9937148622 |
prerana_bgr@rediffmail.com |
Monday 16th March 2026 |
R.N.I. Regd No. ODIODI/2010/46693
Breaking News
01-Apr-2023
ବଲାଙ୍ଗିର (ସନ୍ତୋଷ କୁମାର ଠାକୁର ):ମହୀୟସୀ ମହିଳା ବିଷ୍ନୁପ୍ରିୟା ପୁରୋହିତଙ୍କ (୯୪ ବର୍ଷ)ପରଲୋକ । ସଇଁତଳା କନ୍ଧକେଲଗାଆଁ ର ଆଦର୍ଶ ଶିକ୍ଷକ ସ୍ଵର୍ଗତ ନିରଞ୍ଜନ ପୁରୋହିତଙ୍କ ଧର୍ମ ପତ୍ନୀ ବିଷ୍ନୁପ୍ରିୟା ଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସା କହୁଥିବା ବେଳେ ଆଜି ଦିନ ୧୧.୩୦ବେଳେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କ ବଡ ପୁଅ ଆଦିକନ୍ଦ ,ମଝିଆ ପୁଅ ରମେଶ,ତିନିଝିଅ,ନାତି ଭକ୍ତବନ୍ଧୁ ଓ ମୁକେଶ ( ବୁଲୁ) ଉପସ୍ଥିତ ଥିଲେ। ଆଜି ତାଙ୍କ ନିଜ ଗ୍ରାମ କନ୍ଧକେଲଗାଆଁ ରେ ଶେଷକୃତ୍ୟ ସମ୍ପନ୍ନ କରାଯିବ।