-+91-9937148622 |
prerana_bgr@rediffmail.com |
Sunday 15th March 2026 |
R.N.I. Regd No. ODIODI/2010/46693
Breaking News
31-Mar-2023
ବଲାଙ୍ଗୀର ଜିଲ୍ଲାର ବାଞ୍ଜିପାଲି ଗାଁ ନିକଟରେ ଭାରସାମ୍ୟ ହରାଇ ବାଇକ୍ ଚାଳକ ଗୁରୁତର ହୋଇ ଲାଙ୍ଗିର ମେଡ଼ିକାଲ ରେ ଭର୍ତ୍ତି ।ବଲାଙ୍ଗୀର ଜିଲ୍ଲାର ଖପରାଖୋଲ ବ୍ଳକ ଅନ୍ତର୍ଗତ ବାଞ୍ଜିପାଲି ଗାଁ ର ଶଙ୍କର ବରିହା ବୟସ ୨୦
ଏକ ବାଇକ୍ ରେ ନିଜର ଗାଁ ରୁ କୌଣସି ଏକ କାମରେ ମାଲପଡା ଗାଁ କୁ ଯାଉଥିଲା l ତେବେ ସାମନା ପଟୁ ଆସୁଥିବା ଏକ ଚାରି ଚକିଆ ଗାଡି କୁ ସାଇଟ ଦେଲା ସମୟ ରେ
ଭାରସାମ୍ୟ ହରାଇ ଏକ ବାଲି ଗଦାରେ ପଡିଯାଇଥିଲେ ଶଙ୍କର ।ଦୂର୍ଘଟଣାରେ ଶଙ୍କରଙ୍କ ମୁହଁରେ ଗଭୀର ଆଘାତ ଲାଗିଛି l ଦୁର୍ଘଟଣା ପରେ ଶଙ୍କରଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜର ସର୍ଜରୀ ୱାର୍ଡ ରେ ଭର୍ତ୍ତି କରାଯାଇଛି l