-+91-9937148622 |

prerana_bgr@rediffmail.com |

  Tuesday 22nd September 2026 |

| | | |

R.N.I. Regd No. ODIODI/2010/46693

Breaking News

ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||     

HOME   ଜିଲ୍ଲା

ବିକାଶ ଉଚ୍ଚ ଶିକ୍ଷା କ୍ୟାମ୍ପସରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ନିଆରା ଢଙ୍ଗରେ ‘ଇଣ୍ଡିଆ ଏଟ୍ ଓସ୍କାସ୍‌ର୍’ ପାଳିତ

28-Mar-2023



ବରଗଡ  –  ବିକାଶ ହାୟର ଏଜୁକେସ୍ନାଲ୍ ଇଂଷ୍ଟିଚ୍ୟୁସନ୍ସ କ୍ୟାମ୍ପସ୍ ପରିସରରେ ଛାତ୍ର ଛାତ୍ରୀ ମାନେ ‘ଇଣ୍ଡିଆ ଏଟ୍ ଓସ୍କାସ୍‌ର୍’ ଶୀର୍ଷକ କାର‌୍ୟ୍ୟକ୍ରମ ମାଧ୍ୟମରେ ଭାରତୀୟ ଚଳଚିତ୍ର ଜଗତର ଓସ୍କାର ବିଜୟ କୁ ଉତ୍ସାହ ସହିତ ନିଆରା ଢଙ୍ଗରେ ପାଳନ କରାଯାଇଛି । ବିକାଶ ହାୟର ଏଜୁକେସ୍ନାଲ୍ ଇଂଷ୍ଟିଚ୍ୟୁସନ୍ସ କ୍ୟାମ୍ପସ୍  ଅନ୍ତର୍ଗତ ଖେଳ ପଡିଆରେ ୩୫୦ ରୁ ଉର୍ଦ୍ଧ୍ୱ ଛାତ୍ର ଛାତ୍ରୀ ସମାଗମ ହୋଇ ଏସ୍‌.ଏସ୍‌. ରାଜମୈାଳିଙ୍କ ନିର୍ଦ୍ଦେଶିତ ‘ଆର୍ ଆର୍ ଆର୍‌’ ଚଳଚିତ୍ରରୁ ବିଶ୍ୱବିଖ୍ୟାତ ଏବଂ ଓସ୍କାର୍ ପୁରସ୍କୃତ ନାଟୁ ନାଟୁ ଗୀତର ହୂକ୍ ଷ୍ଟେପ୍‌କୁ ସାମୂହିକ ଭାବରେ ପ୍ରଦର୍ଶିତ କରିଥିଲେ । ବିକାଶ ଗ୍ରୁପ୍‌ର ଏକ୍‌ଜିକ୍ୱ୍ୟୁଟିଭ୍ ଡାଇରେକ୍ଟର ଶ୍ରୀ ଡି.ନାଗେଶ୍ୱର ରାଓ, ଡାଇରେକ୍ଟର୍ ଡ. ସମରେନ୍ଦ୍ର ନାଥ ପଣ୍ଡା, ଅଧ୍ୟକ୍ଷ ସମୂହ ଇଂ. ଅଜୟ ମହାପାତ୍ର, ଡ.କ୍ଷୀରୋଦ ପ୍ରଧାନ, ଡ. ବି.କେ ଦାସ୍‌, ପ୍ର. ଷ୍ଟେଲା ସମେତ ଉପାଧ୍ୟକ୍ଷା ଶ୍ରୀମତୀ ଦିପାଞ୍ଜଳୀ ପଟେଲ ଏବଂ ଅଧ୍ୟାପକ ତଥା କର୍ମଚାରୀଙ୍କ ଉପସ୍ଥିତିରେ ସଂଯୋଜିତ ଏକ ବର୍ଣ୍ଣାଢ୍ୟ ସାମୂହିକ ନୃତ୍ୟ ସମାଗମକୁ ଡ୍ରୋନ୍ ଦ୍ୱାରା ରେକର୍ଡ କରାଯାଇଥିଲା । ସନ୍ଧ୍ୟାରେ ‘ଇଣ୍ଡିଆ ଏଟ୍ ଓସ୍କାସ୍‌ର୍’ ଶୀର୍ଷକ ସାଂସ୍କୃତିକ କାର‌୍ୟ୍ୟକ୍ରମ ମାଧ୍ୟମରେ ବିଶ୍ୱ ଚଳଚିତ୍ର ଜଗତରେ ଭାରତୀୟ ଚଳଚିତ୍ର ‘ଆର୍ ଆର୍ ଆର’୍ ର ନାଟୁ ନାଟୁ ଗୀତକୁ ମିଳିଥିବା ଓସ୍କାର୍ ପୁରସ୍କାର୍ ସମେତ ‘ଦ ଏଲିଫେଂଟ ହ୍ୱିସ୍ପରର୍‌’ କୁ ମିଳିଥିବା ଓସ୍କାର ସମ୍ମାନ ଉପଲକ୍ଷେ ବିକାଶ ଉଚ୍ଚ ଶିକ୍ଷା କ୍ୟାମ୍ପସ ଉତ୍ସବ ମୁଖର ହୋଇ ପଡିଥିଲା । ଶ୍ରୀ ଡି. ନାଗେଶ୍ୱର ରାଓ ତାଙ୍କ ଅଭିଭାଷଣରେ କହିଥିଲେ ଯେ ଏହା ଆରମ୍ଭ ମାତ୍ର ଏବଂ ଆହୁରି ଅନେକ ଓସ୍କାର ପୁରସ୍କାର ଭାରତୀୟ ଚଳଚିତ୍ର ଜଗତକୁ ଗୈାରବ ଆଣିଦେବ ଏବଂ ଏହି ସତ୍‌ତା ଆମ ଭାରତୀୟଙ୍କ ଭିତରେ ଅଛି ବୋଲି ଆଶାବ୍ୟକ୍ତ କରିଥିଲେ । ଡ. ଏସ୍‌.ଏନ୍ ପଣ୍ଡା ଉକ୍ତ କାର‌୍ୟ୍ୟକ୍ରମକୁ ସଫଳ କରିଥିବା ଛାତ୍ର କୋରିଓ ଗ୍ରାଫର୍ ବୃନ୍ଦକୁ ଅଭିନନ୍ଦନ ଜଣାଇଥିଲେ । ପ୍ରତୀକ, ସୁରଭି ଏବଂ ତନିଶାଙ୍କ ନୃତ୍ୟ ନିର୍ଦ୍ଦେଶନାରେ ବିକାଶ ହାୟର ଏଜୁକେସ୍ନାଲ ଇଂଷ୍ଟିଚ୍ୟୁସନ୍ସ କ୍ୟାମ୍ପସର ଶହ ଶହ ଛାତ୍ର ଛାତ୍ରୀ ନାଟୁ ନାଟୁ ନୃତ୍ୟ ପ୍ରଦର୍ଶନ କରିଥିବା ବେଳେ ୪୦ରୁ ଉର୍ଦ୍ଧ୍ୱ ଛାତ୍ର ଛାତ୍ରୀ ଓପନ୍ ଷ୍ଟେଜ୍ ରେ ଭାରତ ଏବଂ ଓସ୍କାର ସହିତ ଜଡିତ ବିଭିନ୍ନ ଗୀତ ଆଧାରରେ ନୃତ୍ୟ ପରିବେଷଣ କରିଥିଲେ । ଛାତ୍ର ବ୍ରଜରାଜ, ଖୁଶି ଗର୍ଗ ଏବଂ ରାକେଶ ଙ୍କ ଉପସ୍ଥାପନା ଉକ୍ତ କାର‌୍ୟ୍ୟକ୍ରମକୁ ବେଶ୍ ବିନୋଦାତ୍ମକ କରିପାରିଥିଲା । ଉକ୍ତ କାର‌୍ୟ୍ୟକ୍ରମର ସଫଳତାରେ ଶ୍ରୀ ଜିତୁ ଗଣାତ୍ରା ଏବଂ ଶୁଭକାନ୍ତ ତ୍ରିପାଠୀଙ୍କ ସହଯୋଗ ରହିଥିଲା । ଉପାଧ୍ୟକ୍ଷ ଆର୍‌.ଏସ୍‌.ଭି କ୍ରୀଷ୍ଣା ଏବଂ ଡ. ପୁର୍ଣ୍ଣେନ୍ଦୁ ମିଶ୍ରଙ୍କ ତତ୍ୱାବଧାନରେ ଅଧ୍ୟାପିକା ଅଙ୍କିତା ଏବଂ ପୂଜା ଉକ୍ତ କାର‌୍ୟ୍ୟକ୍ରମର ସଂଯୋଜନା ଦାୟିତ୍ୱ ତୁଲାଇଥିଲେ ।  


News Comment




Photo in News

Advertisment
Lastest News
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ   21-Sep-2026
  ଜିଲ୍ଲା  
ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   21-Sep-2026
  ଜିଲ୍ଲା  
ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   21-Sep-2026
  ଜିଲ୍ଲା  
ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   21-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   21-Sep-2026
  ଜିଲ୍ଲା  
ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   21-Sep-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   21-Sep-2026
  ଜିଲ୍ଲା  
ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   21-Sep-2026
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026

You Might Also Like