-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
21-Mar-2023
ବଲାଙ୍ଗୀର(ପ୍ରେରଣା ଖବର ): ବଲାଙ୍ଗୀର କନ୍ଧପାଲି ପଡା ର ଅସlଡୁ ବଗର୍ତି(୮୦) l ଦୀର୍ଘ ୧୫ ବର୍ଷ ହେବ ଖୋଲା ଆକାଶ ତଳେ ଜୀବନ ଜାପାନ କରୁଥିଲେ l ନିକେ କୁଷ୍ଠ ରୋଗୀ ହୋଇଥିବାରୁ ପଡା ରେ ନ ରହି ଅନ୍ୟ ଏକ ସ୍ଥାନ ରେ ବଶବାସ କରୁଥିଲେ କେହି ଖାଇବାକୁ ଦେଲେ ଖାଇ ସେଠାରେ ହି ଶୋଉଥୁଲେ l ଆଜି ସକାଳୁ ତାଙ୍କର ଦେହାନ୍ତ
ହୋଇଥିଲା l ଯେହେତୁ ସେ ସମାଜରୁ ଅନ୍ୟତ୍ର ବଶବାସ କରୁଥିଲ l ଏହି ସମୟରେ ମଧ୍ୟ କେହି ପାଖ ମାଡିଲେ ନାହିଁ l ଖବର ପାଇ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ର ସଦସ୍ୟ ମାନେ
ତାଙ୍କୁ ଆଣି ସ୍ଥାନୀୟ ସଦେଇପାଲି ରାସ୍ତାରେ ଥୁବା ସ୍ମଶାନ ସମ୍ମାନ ସହ ଶେଷ ସତ୍କାର କରିଥିଲେ lଏହି କାର୍ଯ୍ୟରେ
ବିଙ୍ଗ ହ୍ୟୁମାନ ର ବ୍ରହ୍ମl ବଗର୍ତି, କନ୍ଦର୍ପ ରଣା, ରଜତ ପଧାନ, ବିଶ୍ୱଜିତ ପଟେଲ, ବୁଲୁ ମହାକୁର, ବିକୁ ଦଳାଇ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l