-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||     

HOME   ଜିଲ୍ଲା

ଉତ୍ତରପ୍ରଦେଶ ର ହାଥରସ୍ ଗଣ ଦୁଷ୍କର୍ମ ଓ ହତ୍ୟା ଘଟଣା : ଦଳିତ ଭଉଣୀ ମନୀଷାଙ୍କୁ ନ୍ୟାୟ ନ ମିଳିଲେ ଦେଶବ୍ୟାପି ଆନ୍ଦୋଳନ- ଦଳିତ ସମାଜ   

02-Oct-2020



ବଲାଙ୍ଗିର,ତା.୦୨.୧୦: ଆଜି ବଲାଙ୍ଗିର ବହୁଜନ ସମାଜ ପାର୍ଟିର ଜିଲ୍ଲା ସଭାପତି ଦ୍ରୋଣ କୁମ୍ଭାରଙ୍କ ନେତୃତ୍ୱରେ ବଲାଙ୍ଗିର ର ଦଳୀତ ସମାଜ, ବହୁଜନ ସମାଜ ପାର୍ଟି,ଭୀମ ଆର୍ମି,ଏସ ଏସ ଏ ର ସଦଶ୍ୟମାନେ ମିଳିତ ଭାବେ ସ୍ଥାନୀୟ ବାବା ସାହେବ ଆମ୍ବେଦକରଙ୍କ ମୁର୍ତ୍ତୀ ତଳେ ଏକଜୁଟ ହୋଇ ମନୀଷାଙ୍କୁ ନ୍ୟାୟ ମିଳୁ ବୋଲି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ କାଣ୍ଡେଲ ର‌୍ୟାଲି କରିଥୀଲେ ।   ଗତ ୧୪ ତାରିଖରେ ଉତ୍ତର ପ୍ରଦେଶର ହଥ୍‌ରସ୍ ଠାରେ ଗଣ ଦୁଷ୍କର୍ମ ଓ ନୃସଂଶ ହତ୍ୟା ମାମଲାର ପିଡିତା ତଥା ଦଲିତ ଝିଅ ମନୀଷା ଭଉଣିଙ୍କୁ ନ୍ୟାୟ ନ ମିଳିଲେ  ଦେଶ ବ୍ୟାପି ଆନ୍ଦୋଳନର ଚେତାବନୀ  ଦେଇଛି ଦଳିତ ସମାଜ । ଉତ୍ତରପ୍ରଦେସ ର ୟୋଗି ସରକାର ବାରମ୍ବାର ଦଳିତ ମହିଳାଙ୍କ ଉପରେ ହେଉଥିବା ଅମାନବୀୟ ଅତ୍ୟାଚାରକୁ ଲୁଚାଇ ଆସିବାର ନଜିର ରହିଛି ।  ଦଳିତ ଝିଅ ମନୀଷାଙ୍କୁ କିଛି ଉଚ୍ଚ ବର୍ଗ୍ୟିୟ ୍‌ୁବକ ଗଣଦୁଷ୍କର୍ମ ପରେ ହତ୍ୟା ଘଟଣାକୁ ରାଜ୍ୟ ସରକାର ତଥା ପ୍ରଶାସନ ଘଣ୍ଟ ଘୋଡାଇବାର ଜୋର ସୋର ରେ ପ୍ରୟାସ କରୁଥିବା ସ୍ପଷ୍ଟ ଜଣାପଡୁଛି । କିନ୍ତୁ ଦଳିତ ସମାଜ ମନୀଷାଙ୍କୁ ନ୍ୟାୟ ନ ମିଳିବା ଯାଏଁ ଲଢେଇ ଜାରି ରଖୀବ ବୋଲି ସମାଜ ତରଫରୁ କୁହାଯାଇଛି । 
ସୁଚନା ଯୋଗ୍ୟ ଯେ, ଗତ ୧୪ ତାରିଖରେ ଉତ୍ତରପ୍ରଦେଶ ର ହାଥରସ ଠାରେ ମନୀଷା ଙ୍କ ଚାରୋଟି ଯୁବକ ଦ୍ୱାରା ଗଣଦୁଷ୍କର୍ମ କରାଯାଇଥିଲ।। ଦୁର୍ଷ୍କମ ପରେ ଘଟଣା ଚପାଇ ଦେବା ପାଇଁ ପିଡିତାଙ୍କ ଜିଭ କାଟି ଦେବା ସହ ତାଙ୍କ ମେରୁଦଣ୍ଡ ଭାଙ୍ଗି ଦିଆ ଯାଇଥିଲ।। ଜିଲ୍ଲା ପ୍ରସାଶନ ପିଡିତାଙ୍କ ଗୁରୁତର ଅବସ୍ଥା ସତ୍ୱେ  ସ୍ଥାନିୟ ଚିକିତ୍ସାଲୟରେ ଚିକିତ୍ସା କରାଇଥିଲା । ତାଙ୍କୁ ତୁରନ୍ତ ବଡ ଡାକ୍ତରଖାନାରେ ଚିକିତ୍ସ କରାଇଥିଲେ ବୋଧ ହୁଏ ସେ ବଞ୍ଚି ଯାଇଥାନ୍ତେ । ତେବେ ଗତ ୨୯ ତାରିଖରେ ସେ ମୃତ୍ୟୁ ବରଣ କରିଥିଲେ । ତାଙ୍କର ମୃତ୍ୟୁ ପରେ ତାଙ୍କର ମୃତ ଦେହକୁ ବି ନ୍ୟାୟ ମିଳିଲା ନାହିଁ । ପୋଲିସ ପ୍ରଶାସନ ମୃତ ଦେହ ପରିବାର ବର୍ଗଙ୍କୁ ନଦେଇ ରାତି ଅଧରେ ପେଟ୍ରୋଲ ଢାଳି ଯାଳି ଦେଇଥିଲେ । ରାଜ୍ୟ ସରକାର ଓ ପୋଲିସ ପ୍ରଶାସନ ପ୍ରମାଣ ଲୁଚାଇବା ପାଇଁ ଏଭଳି କରିଥୀବା ସ୍ପଷ୍ଟ ଜଣାପଡୁଛି । ପରେ ପରେ ବିଭୀନ୍ନ ରାଷ୍ଟ୍ର ସ୍ଥରିୟ ନେତା ତଥା ଗଣ ମାଧ୍ୟମକୁ ମଧ୍ୟ ପିଡିତ ପରିବାର ବର୍ଗଙ୍କୁ ଦେଖା କରିବାକୁ ଦିଆ ଯାଉ ନାହିଁ । କିନ୍ତୁ ୟୋଗୀ ସରକାର ଜାଣୀବା କଥା ଯେ, ଏଭଳି ଭାବେ ଦଳୀତ ନିସ୍ପେଷିତଙ୍କ ସ୍ୱରକୁ ଚାପି ଦିଆ ଯାଇ ପାରିବ ନାହିଁ । ଦଳୀତ ସମାଜ  ନିଜ ଝୀଅ ଓ ଭଉଣିର ସମ୍ମାନ ଓ ନ୍ୟାୟ ପାଇଁ  ଲଢେଇ ଜାରି ରଖିବ, ଆବଶ୍ୟକ ହେଲେ ସାରା ଦେଶରେ ଆନ୍ଦୋଳନ କରାଯିବ  ବୋଲି ସମାଜ ତରଫରୁ ଚେତାବନୀ ଦିଆଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ଗୋବିନ୍ଦ ବିଭାର, ହିମାଂଶୁ ବିଭାର, ସଂଜିବ ମୁନା, ସଂଜିବ ଦୀପ, ପାଣ୍ଡବ ବିଭାର, ନେପାଲ ବାଗ, ଘନଶ୍ୟାମ କୁମ୍ଭାର, ରଂଜିତ ବାରିକ, ଜିତେନ୍ଦ୍ର ସୁନା, ରଘୁନାଥ ମୁଗ୍ରୀ, ସୁନିଲ ମୁଗ୍ରୀ, କାର୍ତ୍ତିକ, ଆକାଶ, ଅର୍ଶ, ସୁରଜ ପ୍ରମୁଖ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026

You Might Also Like