-+91-9937148622 |
prerana_bgr@rediffmail.com |
Tuesday 12th May 2026 |
R.N.I. Regd No. ODIODI/2010/46693
Breaking News
02-Oct-2020
ଆଜି ଗାନ୍ଧୀ ଜୟନ୍ତି ଅବସରରେ ସାଇ ଫାଉଣ୍ଡେସନ୍ ଟ୍ରଷ୍ଟ ଭୁବନେଶ୍ବର ତରଫରୁ ସୁବଣ୍ଣପୁର ଜିଲ୍ଲା ତରଭା ଠାରେ ବୃକ୍ଷ ରୋପଣ କରାଯାଇଛି । ତରଭା ବାପୁଜୀ କ୍ଲବ ଠାରୁ ଆରମ୍ଭ କରି ବଡବନ୍ଧ ରାସ୍ତା ପାର୍ଶ୍ବ ପର୍ଯନ୍ତ ପ୍ରାୟ 100 ରୁ ଉଦ୍ଧ ବୃକ୍ଷ ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟ ର ଚେୟାରମେନ ଭୋଲା କୁମାର ବର୍ମା,ସଭାପତି ମିତ୍ରବ୍ରତ ମିଶ୍ର,ଟ୍ରଷ୍ଟ ର ସଦସ୍ୟ ମିଲନ କୁମାର ସାହୁ,ସୁରେନ୍ଦ୍ର ଦଳବେହେରା,ରୋହନ ନାଏକ ପ୍ରମୁଖଙ୍କ ଉପସ୍ଥିତି ରେ ବୃକ୍ଷ ରୋପଣ କରାଯାଇଥିଲା । ଏହି କାର୍ଯକ୍ରମରେ ବାପୁଜୀ କ୍ଲବ ସଦସ୍ୟମାନେ ପୁର୍ଣ୍ଣ ସହଯୋଗ କରିଥିଲେ