-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
02-Oct-2020
ବେଲପଡ଼ା,2/10: ଆଜି ପବିତ୍ର ଗାନ୍ଧି ଜୟନ୍ତି ଅବସରରେ ବେଲପଡ ଜୟ କୋସଲ କୃଷକ ସଙ୍ଗଠନ ତରଫରୁ କେନ୍ଦ୍ର ସରକାର ଦ୍ୱାରା ଆଗତ ହେଇଥିବା କୃଷିବିଲ୍ କୁ ବିରୋଧ କରି ଆଜି ପଶ୍ଚିମ ଓଡ଼ିଶା କୃଷକ ସମନ୍ୱୟ ସମିତିର ଆହ୍ୱାନ କ୍ରମେ ସ୍ଥାନିୟ ତାରିଣି ମନ୍ଦିର ଛକଠାରେ ବିରୋଧ ପ୍ରଦର୍ଶନ କରାଯାଇଥିଲା ଆନ୍ଦୋଲନକାରୀ ମାନେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ବିରୋଧରେ ନାରାବାଜି କରିଥିଲେ ବୀମା ଟଙ୍କା ପ୍ରଦାନରେ ଆହେତୁକ ବିଲମ୍ୱ ,ଜଲ ସେଚନ ସୁୂବିଧା ସହିତ ବିଭିନ୍ନ ଚାଷି ସମଶ୍ୟା ପ୍ରତି ସରକାର ର ଉଦାସିନତା କୁ ନିନ୍ଦା କରିଥିଲେ।