-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||     

HOME   ଜିଲ୍ଲା

ବିନିକାରେ ଭଏସ ଅଫ ସୁବର୍ଣ୍ଣପୁର ସିଜନ-୫ ଅନୁଷ୍ଠିତ

29-Dec-2022



ବିନିକା(ହିମାଂଶୁ ଶେଖର ପୁଟେଲ) ବିନିକା ଚନ୍ଦ୍ରମା ସଭାଗୃହ ଠାରେ ରୁମକୁଝୁମାନା ଆନୁକୂଲ୍ୟରେ ଭଏସ ଅଫ ସୁବର୍ଣ୍ଣପୁର ସିଜନ-୫ ଅନୁଷ୍ଠିତ ହୋଇଯାଇଛି | ସଙ୍ଗୀତ ନିର୍ଦ୍ଧେଶକ ତଥା ଓଡିଶା ସଙ୍ଗୀତ ନାଟକ ଏକାଡେମୀ ସଦସ୍ୟ ଶାଶ୍ୱତ ତ୍ରିପାଠୀଙ୍କ ଆବାହକତ୍ୱରେ ଏବଂ ଅନୁଷ୍ଠାନ ସଭାପତି ଶୁଧାଂଶୁ ଶେଖର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସମାରୋହରେ ମୁଖ୍ୟଅତିଥି ଭାବେ ବିନିକା ବିଡ଼ିଓ ବ୍ୟାସଦେବ ବେହେରା, 

ସମ୍ମାନିତ ଅତିଥି ଭାବେ ସିଦ୍ଧାର୍ଥ ଡିଗ୍ରୀ କଲେଜ ଅଧ୍ୟକ୍ଷ ତଥା କଣ୍ଠଶିଳ୍ପୀ ଡ.ଧୀରେନ୍ଦ୍ର ନାୟକ, ସିଦ୍ଧାର୍ଥ ଜୁନିଅର କଲେଜ ଅଧ୍ୟକ୍ଷା ତଥା ଅଭିନେତ୍ରୀ ରେଖା ପ୍ରଧାନ, କଳାକାର ଅମିତ ବିକ୍ରମ ମିଶ୍ର,ପାରାୟଣ ଗାୟିକା ସୁଶ୍ରୀ ବନ୍ଦିତା ନାୟକ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ | ଏଥିରେ ସୁବର୍ଣ୍ଣପୁର ଜିଲ୍ଲାର କୋଣଅନୁକୋଣରୁ ଏବଂ ପଡୋଶୀ ବରଗଡ଼, ବଲାଙ୍ଗିର, ସମ୍ବଲପୁର, ଦେବଗଡ଼, ବୌଦ୍ଧ ପ୍ରମୁଖ ଜିଲ୍ଲାରୁ ଶତାଧିକ କଳାପ୍ରେମୀ ପ୍ରତିଯୋଗୀ ଭାଗନେଇ ପ୍ରତିଭା ପ୍ରଦର୍ଶନ କରିଥିଲେ। ଏଥିରେ ପଦ୍ମପୁର ନିବାସୀ ଆଡଭୋକେଟ ସୁନୀଲ କୁମାର ଦାଶ ଓ ସାଧନା ମିଶ୍ର ଙ୍କ କନିଷ୍ଠା କନ୍ୟା ସୁଶ୍ରୀ ଶ୍ରାବଣୀ ଦାଶ ଭଏସ ଅଫ ସୁବର୍ଣ୍ଣପୁର ବିଜୟ ମୁକୁଟ ପିନ୍ଧି ଥିବାବେଳେ ପ୍ରଥମ ରନର୍ସ ଅଫ ଭାବେ ସୁଶ୍ରୀ ତପସ୍ୱିନୀ ଦାଶ, ଦ୍ଵିତୀୟ ରାମକୃଷ୍ଣ ପଣ୍ଡା, ତୃତୀୟ ସୁଶ୍ରୀ ଅଙ୍କିତ ଷଡ଼ଙ୍ଗୀ ବିଜୟୀ ହୋଇଥିଲେ । ଉଦଯାପନୀ ଉତ୍ସବରେ କଣ୍ଠଶିଳ୍ପୀ ନୁର ବେଗମ, ସମ୍ମାନିତ ଅତିଥି ଭାବେ  ସଂସ୍କୃତ ଗବେଷକ ଡଃ ଅନିରୁଦ୍ଧ କୁରକୁ ରିଆ, ଆର କେ ମିଡ଼ିଆର ନିର୍ଦେଶକ ରାଜକିଶୋର ମଲ୍ଲିକ, ମହାନଦୀ ଧାରାର ଉଦୋକ୍ତା ପ୍ଲାବନ ମହାପାତ୍ର, ଯୁବ ସଂଗଠକ ଭୀମସେନ ସାହୁ, ଯୁବ ଉଦ୍ୟୋଗୀ ପ୍ରଶାନ୍ତ ବାବୁ, ସତ୍ୟମ ମେଗା ସୋ ରୁମର ମୁଖ୍ୟ ଅଜୟ ସୁବୁଦ୍ଧି ଯୋଗଦେଇ କଣ୍ଠଶିଳ୍ପୀ ମାନଙ୍କୁ ଉପଡୋକନ ଦେଇ ସମ୍ମାନିତ କରିଥିଲେ ।ଏହା ବ୍ୟତୀତ ଦଣ୍ଡ ରତ୍ନ ବିପିନ ଜାଲ ଓ ଦିବ୍ୟାଙ୍ଗ ପାରାୟଣ ଗାୟିକା ମନଭଙ୍ଗି ଭୋଇଙ୍କୁ ସମ୍ମାନିତ କରାଯାଇଥିଲା  ସେହିପରି ଯାତ୍ରା ଜଗତର ସୁନାମଧନ୍ୟ କଣ୍ଠଶିଳ୍ପୀ ରୁନୁ ପଣ୍ଡାଙ୍କୁ ଅଭିଜିତ ଶ୍ରୁତି ସମ୍ମାନ ଏବଂ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ୮ଗୋଟି ଅନୁଷ୍ଠାନକୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଭାଗିରଥି ମିଶ୍ର, ଦେବାନନ୍ଦ ଦାସ, ସୌଭାଗ୍ୟଲକ୍ଷ୍ମୀ ଦାଶ, କୁନୁ ଖାନ,ପୀତବାସ ଶତପଥୀ ମଞ୍ଚ ପରିଚାଳନା କରିଥିବା ବେଳେ ଏଥିରେ ବିଚାରକ ଭାବେ ଦେବଶୃତି ମହାପାତ୍ର, କମଲେଶ ଚକ୍ରବର୍ତ୍ତୀ,ରେଶ୍ଳାରାଣୀ ଦାଶ ଦାୟିତ୍ଵ ତୁଲାଇଥିବା ବେଳେ ବାଦ୍ୟଯନ୍ତ୍ରଓ ସଙ୍ଗୀତ ସଞ୍ଚାଳନରେ ସମ୍ବିତ ସା, ସୋମନାଥ

ସାହୁ, ବିଶିକେଶଣ ବେହେରା, ନିରଞ୍ଜନ ପାଣିଗ୍ରାହୀ ସହଯୋଗ କରିଥିଲେ ।ଶିକ୍ଷକ ହିମାଂଶୁ ଭୂଷଣ ପଣ୍ଡା ସଭା ପରିଚାଳନା କରିଥିବା ବେଳେ ଶେଷରେ ସୃଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ | ଏଥିରେ ନବଜୀବନ ପଣ୍ଡା, ସମୀର ପଣ୍ଡା,ସୁଜିତ ଶର୍ମା, ଶେଖର ଶର୍ମା,ଆନନ୍ଦ ହୋତା,ବିକାଶ କଟୁଆଳ, ଅଭିଲାସ ମିଶ୍ର,ଦେବଦତ୍ତ ପଣ୍ଡା, ଗୀତାରାଣୀ ମିଶ୍ର,ଅରବିନ୍ଦ ତ୍ରିପାଠୀ, ଜନାର୍ଦ୍ଦନ ଖମାରୀ,ବିନୋଦ କୁମ୍ଭାର ପ୍ରମୁଖ  କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |


News Comment




Photo in News

Advertisment
Lastest News
  ଜିଲ୍ଲା  
ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   20-Sep-2026
  ଜିଲ୍ଲା  
ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   20-Sep-2026
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ   19-Sep-2026
  ଜିଲ୍ଲା  
ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   19-Sep-2026
  ଜିଲ୍ଲା  
ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   19-Sep-2026
  ଜିଲ୍ଲା  
ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   19-Sep-2026
  ଜିଲ୍ଲା  
ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   19-Sep-2026
  ଜିଲ୍ଲା  
କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   19-Sep-2026
  ଜିଲ୍ଲା  
ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   19-Sep-2026
  ଜିଲ୍ଲା  
ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା   19-Sep-2026
  ଜିଲ୍ଲା  
*ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   19-Sep-2026

You Might Also Like