-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
21-Dec-2022
ଲୋଇସିଂହା (ବିନୋଦ ଦୀପ) ଆଜି ଲୋଇସିଂହା ଠାରେ ଏନଏସି ମାନ୍ୟତା ଦାବୀନେଇ ଲୋଇସିଂହା ଆଞ୍ଚଳିକ ବିକାଶ ପରିଷଦର ଆହ୍ୱାନକ୍ରମେ ଦଳଗତ ନିର୍ବିଶେଷରେ ପ୍ରାୟ, ୫୦ଟି ଅନୁଷ୍ଠାନର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ l ଶିକ୍ଷାନୁଷ୍ଠାନ ଓ ସ୍ୱାସ୍ଥ୍ୟସେବାକୁ ବାଦଦେଲେ ଲୋଇସିଂହାର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ କରାଯାଇଛି l ପ୍ରତ୍ୟକ ମାସର ଏକ ନିର୍ଦିଷ୍ଟ ଦିନ ଏଭଳି ଭାବେ ବନ୍ଦ ରହିବ l ଯେଉଁଦିନ ପର୍ଯ୍ୟନ୍ତ ସରକାର ଏ ଅଂଚଳର ବିକାଶ ପାଇଁ ଅଞ୍ଚଳକୁ ଏନଏସି ମାନ୍ୟତା ପ୍ରଦାନ ନ କରିଛନ୍ତି ସେ ପର୍ଯ୍ୟନ୍ତ ଆନ୍ଦୋଳନ ତୀବ୍ରତର ହେବ ବୋଲି ଆଞ୍ଚଳିକ ବିକାଶ ପରିଷଦ ସରକାରଙ୍କୁ ଚେତାବନୀ ଦେଇଛି l