-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
18-Dec-2022
କଟକ(ପ୍ରେରଣା ଖବର) ଜଗତପୁର ବଲ ବ୍ୟାଡମିଣ୍ଟନ କ୍ଲବ ପକ୍ଷରୁ କଟକ ବଲ ବ୍ୟାଡମିଣ୍ଟନ ଆସୋସିଏସନ ଅନୁକୂଲ୍ୟରେ ଜଗତପୁର ଗ୍ରାମ ଖେଳ ପଡିଆଠାରେ ୨୭ତମ ରାଜ୍ୟ ସବ-ଜୁନିୟର ବଲ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଚମ୍ପିୟାନ କଟକ ଦଳର ସମସ୍ତ ଖେଳାଳୀମାନଙ୍କୁ ନିର୍ମଳ ଚନ୍ଦ୍ର ପଣ୍ଡା ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ କଟକ ମହାନଗର ନିଗମ ଡେପୁଟି ମେୟର ଦମୟନ୍ତୀ ମାଝୀ, ଅତିଥି ୱାର୍ଡ ୪୮ କର୍ପୋରେଟର ନଳିନୀ ବେହେରା,ଜିଲ୍ଲା ସମ୍ପାଦକ ଅଜୟ କୁମାର ସାହୁ,ସହିଦ ମେହେଫୁଜ ଅଲି ପ୍ରମ୍ମୁଖ ଯୋଗ ଦେବା ସହ ସମସ୍ତ ଖେଳାଳୀମାନଙ୍କୁ ସମ୍ବର୍ଦ୍ଧନା କରିବା ସହ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ରଞ୍ଜନ କୁମାର ନାୟକ,ରବୀନ୍ଦ୍ର ନାଥ ପଣ୍ଡା,ଦେବେନ୍ଦ୍ର ଚନ୍ଦ୍ର ସାହୁ,ଏସଡି ରେହେମାନ,ଚିତ୍ତ ପାଇକ, ଲିଙ୍ଗରାଜ ପୃଷ୍ଟି ଉପସ୍ଥିତ ଥିଲେ।