-+91-9937148622 |
prerana_bgr@rediffmail.com |
Sunday 4th October 2026 |
R.N.I. Regd No. ODIODI/2010/46693
Breaking News
25-Aug-2022
ବୌଦ୍ଧ (ଅକୃର ସାହୁ) ଆଶ୍ୱାଶ୍ରୋ ର ସ୍ୱାଧରର୍ଗୃହ ଦ୍ଵାରା ପରିଚାଳିତ ଗୁଣିଗାରେଡି, ଅସ୍ପୃଶ୍ୟତା, ଡାହାଣୀ ସନ୍ଦେହରେ ନିରୋଧ ଆଇନ ସମ୍ବଧରେ ସଚେତନତା କାର୍ଯ୍ୟକ୍ରମ ବଢି ଗାଁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା ଉପସ୍ଥିତ ଅଧିକାରୀ ଜିଲ୍ଲା ମଙ୍ଗଳ ଅଧିକାରୀ ବିଭାଗ ର ଜିଲ୍ଲା ସଂଯୋଜକ ନିରଞ୍ଜନ ବାଘ ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରୋଗ୍ରାମ ଅଫସର ଗୀତାଞ୍ଜଳି ପ୍ରଧାନ, ଡୀଷ୍ଟ୍ରିକ୍ଟ୍ ଚାଇଲଡ ମ୍ୟାରେଜ ଅଫସର ପ୍ରବିଜ୍ଞା ଦାସ୍,ବଢିଗାଁ ଜି. ପି ସରପଞ୍ଚ, ସ୍ଵଧାରଗୃହ ପରିଚଳିକା ଯମୁନା ବରାଳ, ପରାମର୍ଶ ଦାତ୍ରୀ ସବିତା ହୋତା ଅନ୍ଧ ମୁକ ବଧିର ବିଦ୍ୟାଳୟର ପ୍ରଧାନ ଶିକ୍ଷକ କିଶୋର ଚନ୍ଦ୍ର ପରିଡ଼ା ଉପସ୍ଥିତ ଥିଲେ