-+91-9937148622 |
prerana_bgr@rediffmail.com |
Tuesday 4th August 2026 |
R.N.I. Regd No. ODIODI/2010/46693
Breaking News
29-Oct-2021
କେନ୍ଦୁଝର(ପ୍ରେରଣା ଖବର) ରାଜ୍ୟର ପ୍ରଥମ ମିଲେଟ୍ କାଫେ ଉଦଘାଟିତ । କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମାଣ୍ଡିଆରେ ତିଆରି ବିଭିନ୍ନ ସ୍ଵାଦିଷ୍ଟ ତଥା ପୃଷ୍ଟିକର ଖାଦ୍ୟ ସାମଗ୍ରୀ କାଫେ ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁଙ୍କ ଦ୍ଵାରା ଉଦଘାଟିତ ।ଏହା ସହ ସଂମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ସୁଜାତା ଆର୍ କାର୍ତ୍ତିକେୟନ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ ଜିଲ୍ଲାପାଳ ଆଶିଷ ଠାକରେ ।