-+91-9937148622 |
prerana_bgr@rediffmail.com |
Sunday 18th October 2026 |
R.N.I. Regd No. ODIODI/2010/46693
Breaking News
18-Oct-2021
ବଲାଙ୍ଗୀର,(ପ୍ରେରଣା ଖବର)-ବର୍ତ୍ତମାନର ରାଜନିତୀ ରୁ ମାଂ ମାଟି ଓ ଜନସାଧାରଣ ଦୂରେ ରହିଯାଉଛନ୍ତି । କେବଳ ଦଳୀୟ ନେତା ଓ ଦଳ ସର୍ବେସର୍ବା ପାଲଟୁଛନ୍ତି । ଦିର୍ଘ ୨୧ ବର୍ଷର ଏପରି କୁଷ୍ଷିତ ରାଜନିତୀ ଉପରେ ଗାଁବାସୀ ବିଶ୍ୱସ ହରାଇଲେଣ । ଏଭଳି ସ୍ଥିତିରେ ମାଁ ମାଟି ଓ ଜନତା ପାଇଁ ଲଢୁଥିବା ପଶ୍ଚ୍ିମ ଓଡିଶାର ଅନ୍ୟତମ ନେତା ମାନ୍ୟବର ନରସିଂହ ମିଶ୍ରଙ୍କ ଦ୍ୱାରା ଗାଁ ଗଣ୍ଡା ସହର ତଥା ଅପହଞ୍ଚ ଏଲାକାରେ କରାଯାଉଥିବା ବିକାଶ ମୁଳକ କାର୍ଯ୍ୟରେ ଉଦବୁଦ୍ଧ ହୋଇ ଶ୍ରୀ ପଟେଲ ଆଜି କଂଗ୍ରେସ ଦଳକୁ ଫେରି ଆସି କଂଗ୍ରେସ ପାଇଁ ଆପ୍ରାଣ ଉଦ୍ୟମ ଯାରି ରଖିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ତେବେମିର୍ଦ୍ଦାପାଲି ଅଂଚଳରେ ଏଭଳି ଜଣେ ଦକ୍ଷ ଲଢୂଆ ନେତା ଜନସାଧାରଣଙ୍କ ଦାବୀ ସମେତ କଂଗ୍ରେସ ପାଟକୁ ଆହୁରି ମଝବୁତ କରିବ ବୋଲି ଆଶା ପ୍ରକାଶ ପାସଛି । ଶ୍ରୀ ପଟେଲ ବଲାଙ୍ଗିର ବିଧାୟକ ତଥା କଂଗ୍ରେସ ବିରୋଧି ଦଳ ନେତା ଶ୍ରୀ ନରସିଂହ ମିଶ୍ରଙ୍କୁ ସାକ୍ଷାତ କରି ବିଧିବଦ୍ଧ ଭାବେ ଦଳରେ ଯୋଗଦାନ କରିଥିବା ସୂଚନା ରହିଛି । ଶ୍ରୀ ମିଶ୍ର ମଧ୍ୟ ଏଭଳି ଦକ୍ଷ କର୍ମୀଙ୍କୁ ସାଦର ସହ ସ୍ୱାଗତ ଜଣାଇଥିବା ସୂଚନା ରହିଛି ।