-+91-9937148622 |

prerana_bgr@rediffmail.com |

  Sunday 26th July 2026 |

| | | |

R.N.I. Regd No. ODIODI/2010/46693

Breaking News

*ବ୍ରାହ୍ମଣ ଏକତା ମଞ୍ଚ ର ସାମ୍ବାଦିକ ସମ୍ମିଳନୀ*-   (26-Jul-2026)       ||      ସ୍ୱଭାବକବି ଗଙ୍ଗାଧରଙ୍କ ପୌତ୍ରବଧୂ ପ୍ରେମଶୀଳା ମେହେରଙ୍କ ବିୟୋଗ   (26-Jul-2026)       ||      ଗାଳ୍ପିକ ମନୋଜ ପୂଜାରୀ ଙ୍କ ଚତୁର୍ଥ ଗଳ୍ପ ସଂକଳନ ବାଘ ଭୟ ର ଲୋକାର୍ପଣ    (26-Jul-2026)       ||      *ସ୍ୱାଧୀନତା ସଂଗ୍ରାମୀ ବୀରାଙ୍ଗନା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦେବାକୁ ଲୋକସଭାରେ ଉଠିଲା ଦାବି*   (26-Jul-2026)       ||      ଶିଆଲଯୋର ରେ ଅସୁବିଧା ରେ ଅଛନ୍ତି ବୁଣାକାର... ଉଚିତ ଦାମରେ ଚାଷୀ ସାର ପାଉନାହାନ୍ତି ଚାଷୀ   (26-Jul-2026)       ||      ବାରମ୍ବାର ରାସ୍ତା ନିର୍ମାଣ: ବିକାଶର ପ୍ରତୀକ ନା ସରକାରୀ ଅର୍ଥର ଅପବ୍ୟୟ?   (26-Jul-2026)       ||      ଲୋୟରସୁକତେଲ ପ୍ରକଲ୍ପରୁ ଛଡାଗଲା ଚଳିତବର୍ଷର ପ୍ରଥମବନ୍ୟାଜଳ   (26-Jul-2026)       ||      *ବି.ଏମ୍.ସେମଲା ଠାରେ ସେବାୟତ ମାନଙ୍କୁ ନେଇ ସାଂଗଠନିକ ବୈଠକ ଅନୁଷ୍ଠିତ*   (26-Jul-2026)       ||      ଲାଲଟିକ୍ରା ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର   (26-Jul-2026)       ||      *୮ ଦଫା ଦାବି ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସଂଘ*   (26-Jul-2026)       ||      ବରପାଲିରେ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରଶାସନିକ ବୈଠକ ।   (26-Jul-2026)       ||      ଓମ୍ଫେଡ୍ ପକ୍ଷରୁ ୫୫ ଗୋଟି ଦୁଗ୍ଧ ସମବାୟ ସମିତିକୁ ମାଇକ୍ରୋ ଏଟିଏମ୍ ପ୍ରଦାନ • ସହଜ ଓ ସୁଗମ ହେବ ଦୁଗ୍ଧ ଚାଷୀଙ୍କ ଆର୍ଥିକ କାରବାର   (26-Jul-2026)       ||      ଏ ଆଇ ଏଫ ଏଫ୍ ଲେଭେଲ–୫ ସହକାରୀ ରେଫରି ପିଙ୍କିଙ୍କୁ ବରପାଲି ଆଥେଲେଟିକ ଆସୋସିଏସନ୍ ଦ୍ୱାରା ସମ୍ବର୍ଦ୍ଧନା   (26-Jul-2026)       ||      ନିଟ୍ ବିବାଦ ପରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା; ଜନ୍ତର୍ ମନ୍ତର୍ ଆନ୍ଦୋଳନ ପରେ ବଡ଼ ରାଜନୈତିକ ଘଟଣା   (25-Jul-2026)       ||      ଯୁବୋଦୟ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସ୍ୱଚ୍ଛତା ସଚେତନତା କାର୍ଯ୍ୟକ୍ରମ   (25-Jul-2026)       ||      ବିଭିନ୍ନ ନିଗମ ଏବଂ ବୋର୍ଡର ଅଧ୍ୟକ୍ଷ ନିଯୁକ୍ତିରେ ବିଳମ୍ବ ହେତୁ, ଓଡ଼ିଶା ବିଜେପି ବିପଦରେ          (25-Jul-2026)       ||      ପ୍ରବଳ ଜନସମାଗମ ରେ ଅନୁଷ୍ଠିତ ହେଲା ଖର୍ଡ଼ା ବାହୁଡା ରଥଯାତ୍ରା   (25-Jul-2026)       ||      ଗଣତାନ୍ତ୍ରିକ ଆନ୍ଦୋଳନର ବିଜୟ ଉପଲକ୍ଷେ ଏଆଇଡିଏସଓର ଅଭିନନ୍ଦନ ସଭା|   (25-Jul-2026)       ||      ନିଟ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ କୁ ନେଇ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ   (25-Jul-2026)       ||      ଜଙ୍ଗଲ ରାସ୍ତାରେ ଡକାୟତି ଅଭିଯୋଗ ରେ ଦୁଇ ଗିରଫ   (25-Jul-2026)       ||     

HOME   ଜିଲ୍ଲା

ଜନମାନସରେ ଅଜ୍ଞ ହରେକୃଷ୍ଣ ପ୍ରେମାନନ୍ଦ ଯୋଗାଶ୍ରମ

19-Aug-2021



ବୀରମହାରାଜପୁର,ମୁର୍ଷୁଣ୍ଢି(ଆର୍ତ୍ତତ୍ରାଣ ଖୁର୍ଡିଆ): ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଳକ କେନଝିରିଆପାଲି ପଞ୍ଚାୟତର କେନଝିରିଆପାଲି ଗ୍ରାମର ଘୁଙ୍ଗି ନାଳ(ଜୋର) ଖଣିରେ ସନ୍ଥ ଘୁଙ୍ଗାନନ୍ଦ ପୂରିଜୀ ମହାରାଜଙ୍କ ଦ୍ୱାରା ପ୍ରାୟ ୧୯୯୨-୯୪ ମସିହାରେ ଅବସ୍ଥାପିତ ହୋଇଛି ହରେକୃଷ୍ଣ ପ୍ରେମାନନ୍ଦ ଯୋଗାଶ୍ରମ।ଦିନ ଥିଲା ଏ ପବିତ୍ର ସ୍ଥାନ ମଶାଣି ଭୂଇଁ ହୋଇ ନିଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା।ହେଲେ ବର୍ତ୍ତମାନ ଏହା ସୋନପୁର ଜିଲ୍ଲାର ଏକ ଆକର୍ଷଣୀୟ ଦର୍ଶନୀୟ ସ୍ଥାନରୁ କମ୍ ନୁହେଁ।କାରଣ ଏ ସ୍ଥାନଟି ବର୍ତ୍ତମାନ ପାଲଟିଛି ଏକ ସ୍ଥାନ ହେଲେ ଚର୍ତୁଃ ଦେବ ଦର୍ଶନ  ଅର୍ଥାତ ଚାରି ପ୍ରଭୂଙ୍କ ଦର୍ଶନ ସଙ୍ଗେ ଦେବୀ ଭୈରବୀଙ୍କ ମଧ୍ୟ ଦର୍ଶନ କରିପାରିବେ।ଜ୍ଞାନେଶ୍ୱର ମନ୍ଦିର,ରାଧାକୃଷ୍ଣ ମନ୍ଦିର,ହନୁମାନ ମନ୍ଦିର,ଭୈରବୀ ମନ୍ଦିରଓ ଦ୍ୱାଦଶ ଜ୍ଯୋତିର୍ଲିଙ୍ଗ ଏମିତି ପଞ୍ଚ ଦେବ,ଦେବୀଙ୍କ ମନ୍ଦିରର ସମାହାର ଏଇ ହରେକୃଷ୍ଣ ପ୍ରେମାନନ୍ଦ ଯୋଗାଶ୍ରମ।ସୁଦୂର ଅମରପାଲିରୁ ବହି ଆସିଥିବା ଘୁଙ୍ଗି ନାଳ ରୂପକ ତଟିନୀ ଜ୍ଞାନେଶ୍ୱର ମହାଦେବଙ୍କ ପୟୋଧୌତ କରୁଥିବା ବେଳେ ଏଠାରେ ଲାଗିଥିବା ଆମ୍ବବଣ ଦର୍ଶକଙ୍କୁ ଆକର୍ଷିତ କରେ।ପ୍ରତିବର୍ଷ ଏହଠାରେ ମହାଆଡମ୍ବରରେ  ବୋଲବମ ପର୍ବ ପାଳିତ ହୁଏ,ରାକ୍ଷୀ ପୂର୍ଣ୍ଣିମାରେ ଜ୍ଞାନେଶ୍ୱର ବୋଲବମ ସଂଘ ଦ୍ୱାରା ମହାଉତ୍ସବ ପାଳନ କରାଯାଏ।ଶିବରାତ୍ରୀ ବା ମହାଜାଗର ଯାତ୍ରାର ରାତ୍ରୀ ଆଲୁଅରେ ଏ ଅଞ୍ଚଳ ଝଲସି ଉଠେ ପାଖାପାଖୀ ତିନ,ଚାରି ହଜାର ଭକ୍ତଙ୍କର ସମାଗମ ହୁଏ।ଦୁଃଖର ବିଷୟ ଏହା ଯେ ବର୍ତ୍ତମାନ ପର୍ଯ୍ଯନ୍ତ କୌଣସି ସରକାରୀ ସହାୟତା ବିନା ଏହା ସ୍ଥାନୀୟ ଗ୍ରାମବାସୀ ଓ ଲୋକଙ୍କ ସହାୟତାରେ ଅଗ୍ରଗତି କରିଥିବା ମହାରାଜ ଘୁଙ୍ଗାନନ୍ଦ ପ୍ରକାଶ କରିବା ସ୍ଥାନୀୟ ଜନତାଙ୍କୁ ପ୍ରଶଂସାରେ ପୋତି ଦେଇଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
*ବ୍ରାହ୍ମଣ ଏକତା ମଞ୍ଚ ର ସାମ୍ବାଦିକ ସମ୍ମିଳନୀ*-   26-Jul-2026
  ଜିଲ୍ଲା  
ସ୍ୱଭାବକବି ଗଙ୍ଗାଧରଙ୍କ ପୌତ୍ରବଧୂ ପ୍ରେମଶୀଳା ମେହେରଙ୍କ ବିୟୋଗ   26-Jul-2026
  ରାଜ୍ୟ  
ଗାଳ୍ପିକ ମନୋଜ ପୂଜାରୀ ଙ୍କ ଚତୁର୍ଥ ଗଳ୍ପ ସଂକଳନ ବାଘ ଭୟ ର ଲୋକାର୍ପଣ   26-Jul-2026
  ଜିଲ୍ଲା  
*ସ୍ୱାଧୀନତା ସଂଗ୍ରାମୀ ବୀରାଙ୍ଗନା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦେବାକୁ ଲୋକସଭାରେ ଉଠିଲା ଦାବି*   26-Jul-2026
  ଜିଲ୍ଲା  
ଶିଆଲଯୋର ରେ ଅସୁବିଧା ରେ ଅଛନ୍ତି ବୁଣାକାର... ଉଚିତ ଦାମରେ ଚାଷୀ ସାର ପାଉନାହାନ୍ତି ଚାଷୀ   26-Jul-2026
  ଜିଲ୍ଲା  
ବାରମ୍ବାର ରାସ୍ତା ନିର୍ମାଣ: ବିକାଶର ପ୍ରତୀକ ନା ସରକାରୀ ଅର୍ଥର ଅପବ୍ୟୟ?   26-Jul-2026
  ଜିଲ୍ଲା  
ଲୋୟରସୁକତେଲ ପ୍ରକଲ୍ପରୁ ଛଡାଗଲା ଚଳିତବର୍ଷର ପ୍ରଥମବନ୍ୟାଜଳ   26-Jul-2026
  ଜିଲ୍ଲା  
*ବି.ଏମ୍.ସେମଲା ଠାରେ ସେବାୟତ ମାନଙ୍କୁ ନେଇ ସାଂଗଠନିକ ବୈଠକ ଅନୁଷ୍ଠିତ*   26-Jul-2026
  ଜିଲ୍ଲା  
ଲାଲଟିକ୍ରା ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର   26-Jul-2026
  ଜିଲ୍ଲା  
*୮ ଦଫା ଦାବି ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସଂଘ*   26-Jul-2026
  ଜିଲ୍ଲା  
ବରପାଲିରେ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରଶାସନିକ ବୈଠକ ।   26-Jul-2026
  ଜିଲ୍ଲା  
ଓମ୍ଫେଡ୍ ପକ୍ଷରୁ ୫୫ ଗୋଟି ଦୁଗ୍ଧ ସମବାୟ ସମିତିକୁ ମାଇକ୍ରୋ ଏଟିଏମ୍ ପ୍ରଦାନ • ସହଜ ଓ ସୁଗମ ହେବ ଦୁଗ୍ଧ ଚାଷୀଙ୍କ ଆର୍ଥିକ କାରବାର   26-Jul-2026

You Might Also Like