-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||     

HOME   ଜିଲ୍ଲା

ସୁବର୍ଣ୍ଣପୁର ରେ ବୟନ ଶିଳ୍ପ ଉପ ନିର୍ଦ୍ଧେଶକ ଅଫିସ କୁ ପୁନଃସ୍ଥାପନ କରା ନ ଗଲେ ଆନ୍ଦୋଳନ ହେବ: ବଳଦେବ ବେଦବାକ

07-Aug-2021



ସୋନପୁର(ମନୋରଞ୍ଜନ ତ୍ରିପାଠୀ) :ସୁବର୍ଣ୍ଣପୁର  ର  ବୟନ ଶିଳ୍ପ ଉପ-ନିର୍ଦ୍ଧେଶକ ଅଫିସ କୁ  ହଠାତ ଉଠାଇ ଦେଇ ପୁଣି  ସରକାର  ପୂର୍ବ ଭଳି ସହକାରୀ ବୟନ ଶିଳ୍ପ ଅଫିସ ଭାବେ  ନାମକୁ ମାତ୍ର  ଏକ ଥଇଥାନ  କେନ୍ଦ୍ର  ଭଳି ପ୍ରତିଷ୍ଠା  କରିବା ଘଟଣା କୁ ସୁବର୍ଣ୍ଣପୁର ବିଜେପି ନେତା ତଥା ସଚେତନ ନାଗରିକ ବଳଦେବ ପ୍ରସାଦ ବେଦବାକ ରାଜ୍ୟ ସରକାର ଙ୍କୁ  ଦୃଢ଼ ନିନ୍ଦା ଓ ସମାଲୋଚନା କରିଛନ୍ତି l ଏବଂ ଏହି  ଡ଼ି, ଡ଼ି, ଟି  ଅଫିସ କୁ ତୁରନ୍ତ ପୁନଃ ସ୍ଥାପନ କରିବାକୁ ଆଜି ଶ୍ରୀ ବେଦବାକ ଙ୍କ ନେତୃତ୍ୱ ରେ କିଛି ସଚେତନ ନାଗରିକ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି l ବୁଣାକାର ବହୁଳ ଜ଼ିଲ୍ଲା ଓ  ଟେକ୍ସ ଟାଇଲ ର ଅନେକ ସମ୍ଭାବନା ଓ ଉଜ୍ବଳ ଭବିଷ୍ୟତ ଥିବା ଜ଼ିଲ୍ଲା ରୁ ଉପ ନିର୍ଦ୍ଧେଶକ ଅଫିସ ଉଠିଯିବା ଜ଼ିଲ୍ଲା ପାଇଁ ଦୁର୍ଭାଗ୍ୟ ଜନକ ବିଷୟ ବୋଲି ଶ୍ରୀ ବେଦବାକ  ମତ ରଖି ଥିଲେ l    ଜ଼ିଲ୍ଲା ରେ 12000 (ବାର ହଜାର)  ରୁ ଉର୍ଦ୍ଧ୍ୱ ବୁଣାକାର ଓ  6500  ରୁ ଉର୍ଦ୍ଧ୍ୱ ତନ୍ତ ପରିବାର ରହିଥିବl  ଓ  ପାଟ ଓ ବୟନ ଶିଳ୍ପ କ୍ଷେତ୍ର ରେ ପୃଥିବୀ ରେ ଖ୍ୟାତି ଅର୍ଜନ କରିଥିବା ଏହି ଜ଼ିଲ୍ଲା କୁ  ପ୍ରତ୍ୟକ କ୍ଷେତ୍ରରେ ସରକାର ଏତେ ଅବହେଳା କରିବାକୁ ସାହସ କରୁଛନ୍ତି  କେମିତି ବୋଲି ଓଲଟା ପ୍ରଶ୍ନ କରିଛନ୍ତି l ସରକାରୀ ନିୟମ ହିସାବ ରେ ଗୋଟାଏ ବିଭାଗ ର ଗ୍ରେଡ଼ କୁ  ବୃଦ୍ଧି  ଯାଇପାରେ କିନ୍ତୁ ଡ଼ିମୋସନ କରିବାର ସରକାର ଙ୍କ କୌଣସି ନିୟମ ଵା ଅଧିକାର ନାହିଁ ବୋଲି ମଧ୍ୟ ଶ୍ରୀ ବେଦବାକ ପ୍ରକାଶ କରିଛନ୍ତି l ପୁଣି ଦୀର୍ଘ ବର୍ଷ ରୁ ଏ ବିଭାଗ ରେ ଜଣେ ସ୍ଥାୟୀ ଅଫିସର ଙ୍କ ନିଯୁକ୍ତି ମଧ୍ୟ ହେଉ ନ ଥିବାରୁ ବୁଣାକାର ଙ୍କ ସବୁ କାମରେ ବ୍ୟାଘାତ ସୃଷ୍ଟି ହେବl ସାଙ୍ଗେ  ଅଫିସ କର୍ମଚାରୀ ମାନେ ରେଗୁଲାର  ଦରମା ମଧ୍ୟ ପାଉନଥିବା ଜଣା ପଡିଛି l ଏବଂ ସାମାନ୍ୟ କିଛି କାମ ପଡିଲେ  ବୁଣାକାର ଆଉ କର୍ମଚାରୀ ମାନ ଙ୍କୁ ବୟନ ଶିଳ୍ପ ଉପ ନିର୍ଦ୍ଧେଶକ  ଅଫିସ କୋରାପୁଟ କୁ  ସୁଦୂର 400 କି. ମି ବାରମ୍ବାର  ଦୌଡିବା  ଏକ  ହାସ୍ୟାସ୍ପଦ ଘାଟଣl ନୁହେଁ କି ବୋଲି ଜ଼ିଲ୍ଲା ତଥା ରାଜ୍ୟ ପ୍ରଶାସନ କୁ ଶ୍ରୀ ବେଦବାକ ପ୍ରଶ୍ନ କରିଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026
  ଜିଲ୍ଲା  
*ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   24-Sep-2026
  ଜିଲ୍ଲା  
ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    24-Sep-2026
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026

You Might Also Like