-+91-9937148622 |

prerana_bgr@rediffmail.com |

  Monday 16th March 2026 |

| | | |

R.N.I. Regd No. ODIODI/2010/46693

Breaking News

ଆଦିତ୍ରୀ ଇନ୍‌ଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ) ବଲାଙ୍ଗିର ନର୍ସିଂ ସ୍କୁଲ ତୃତୀୟ ଶପଥ ଗ୍ରହଣ ଉତ୍ସବ ବି.ଏସ୍‌.ସି. ନର୍ସିଂ ଓ ଜି.ଏନ୍‌.ଏମ୍ ୪୯ ଜଣ ଛାତ୍ର ଛାତ୍ରୀ ଶପଥ େନେଲ   (15-Mar-2026)       ||      ନବକୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ର ଦ୍ଵିତୀୟ ଦିବସ   (15-Mar-2026)       ||      ଓଷ୍ଟା ପକ୍ଷରୁ ଆଲୋଚନାଚକ୍ର ଓ କର୍ମଶାଳା ଅନୁଷ୍ଠିତ   (15-Mar-2026)       ||      ବଲାଙ୍ଗୀର ରେ ୨୦୨୬ ର ପ୍ରଥମ ରାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଠିତ   (15-Mar-2026)       ||      ବଲାଙ୍ଗିରରେ ପ୍ରଥମ ରାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଠିତ    (15-Mar-2026)       ||      "ରାଷ୍ଟ୍ରୀୟ ହିନ୍ଦୁ ଫ୍ରଣ୍ଟ"ର ସୁବର୍ଣ୍ଣପୁର ଜିଲ୍ଲା ସଭାପତି ହେଲେ ଶରତ   (15-Mar-2026)       ||      ମଧୁସୂଦନ ପାର୍କରେ ସ୍ୱାସ୍ଥ୍ୟ ସଚେତନତା ଶିବିର   (15-Mar-2026)       ||      ଝଲସି ଉଠିଥିଲା ସେବାଶ୍ରମର ବାର୍ଷିକ ଉତ୍ସବ   (15-Mar-2026)       ||      ଉତ୍ସାହ ଓ ଉଲ୍ଲାସର ସହ ଅନୁଷ୍ଠିତ ହେଲା ଇନଟାକ୍ ର ଅଷ୍ଟଶମ୍ଭୁ ଐତିହ୍ୟ ପଦଯାତ୍ରା*   (15-Mar-2026)       ||      ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ, ବଲାଙ୍ଗିର, ବିଶ୍ୱ ଖାଉଟି ଅଧିକାର ଦିବସ-୨୦୨୬   (15-Mar-2026)       ||      ଗାଁ ପରିମଳ ଗାଁ ମୁଣ୍ଡରୁ - ସ୍ବଚ୍ଛତା ହିଁ ସେବା ସମ୍ପର୍କିତ କର୍ମଶାଳା   (15-Mar-2026)       ||      ଛାତ୍ର ଛାତ୍ରୀଙ୍କ ଜୀବନ ଦର୍ପଣ ଭଳି ଅନୁମେୟ ବାର୍ଷିକ ଉତ୍ସବ   (15-Mar-2026)       ||      ଛାତ୍ର ଛାତ୍ରୀଙ୍କ ଜୀବନ ଦର୍ପଣ ଭଳି ଅନୁମେୟ ବାର୍ଷିକ ଉତ୍ସବ   (15-Mar-2026)       ||      *ପି ଏମ ଶ୍ରୀ ମହାରାଜା ହାଇସ୍କୁଲ ଠାରେ ବାର୍ଷିକ ଉତ୍ସବ ପାଳିତ*   (15-Mar-2026)       ||      ବନଦୁର୍ଗା ମହୋତ୍ସବ ଏପ୍ରିଲ ୭ ରୁ ୧୧ ମାଁ ପାଟଣେଶ୍ୱରୀଙ୍କୁ ନିଉତା   (15-Mar-2026)       ||      ଜିଲ୍ଲା ତୈଲିକ ବୈଶ୍ୟ ସମାଜର ପରିବର୍ଦ୍ଧିତ କାର୍ଯ୍ୟକରଣୀ ବୈଠକ   (15-Mar-2026)       ||      ଆକାଶବାଣୀ ଶ୍ରୋତା ସଂଘ ବରଗଡ଼ ଦ୍ଵାରା ବିରଞ୍ଚି ଦାଶ ସମ୍ବର୍ଦ୍ଧିତ   (15-Mar-2026)       ||      ଭାଙ୍ଗିଗଲା ୧୧ କେଭି ବିଦ୍ୟୁତ ଖୁଣ୍ଟ   (15-Mar-2026)       ||      ବ୍ଲୁ ଇକୋନୋମି ସମିଟ୍–୨୦୨୬ରେ ଓଡ଼ିଶାର ଦୂରଦୃଷ୍ଟିମୟ ରୋଡମ୍ୟାପ୍♦️ପୋର୍ଟ–ଲେଡ୍ ଅର୍ବାନାଇଜେସନ୍ ମାଧ୍ୟମରେ ଉପକୂଳ ଆଧାରିତ ଅର୍ଥନୀତିକୁ ନୂତନ ଦିଗ   (15-Mar-2026)       ||      ବି ଏମ୍ ସି ର ସଫେଇ ମିତ୍ର ସୁରକ୍ଷା ଶିବିର    (15-Mar-2026)       ||     

HOME   ଜିଲ୍ଲା

ନାରୀ ସଂଗଠନ ‘ସଂପୂର୍ଣ୍ଣା’ ପକ୍ଷରୁ ବୁଣାକାର ମାନଙ୍କ ମଧ୍ୟରେ କରୋନା ସଚେତନତା କାର୍ଯ୍ୟକ୍ରମ

25-Jul-2021



ବଲାଙ୍ଗିର-(ପ୍ରେରଣା ଖବର)-ନାରୀ ସଂଗଠନ ସଂପୂର୍ଣ୍ଣ ପକ୍ଷରୁ ବଲାଙ୍ଗୀର ସନ୍ନିକଟ ଚନ୍ଦନଭାଟି ଗ୍ରାମରେ  ଥିବା ବୁଣାକାର ପରିବାର ମାନଙ୍କ ମଧ୍ୟରେ କରୋନା ସଚେତନତା କାର୍ଯ୍ୟକ୍ରମ କରାଯିବା ସହ ଗାଁ ର ମହିଳା ମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଓ ପରିଛନ୍ନତା ଉପରେ ଅନୁଷ୍ଠାନର କର୍ମକର୍ତ୍ତା ମାନେ ବୁଝାଇଥିଲେ । ବୁଣାକାର ଭାଇ ମାନଙ୍କୁ କିପରି ସରକାରୀ ସହାୟତା ପ୍ରଦାନ କରାଯାଇପାରିବ ଓ ସେମାନଙ୍କର ଉତ୍ପାଦିତ ବସ୍ତ୍ର ବଜାରରେ ବିକ୍ରି ହୋଇପାରିବ, ସେ ନେଇ ଆଲୋଚନା କରାଯାଇଥିଲା । କରୋନାର ଦ୍ୱିତୀୟ ଲହରରେ ଚନ୍ଦନଭାଟି ଗ୍ରାମରେ ଆକ୍ରାନ୍ତଙ୍କ ସଂଖ୍ୟ ଶୁନ୍ ରହିଥିବା ଜଣାପଡିଥିଲା । ସଂପୂର୍ଣ୍ଣର ସଭାନେତ୍ରୀ ସନ୍ତୋଷୀ ମେହେର, ସଂପାଦିକା ରଶ୍ମୀ ପାତ୍ର, ଯୁଗ୍ମ ସଂପାଦିକ ନଳିନୀପ୍ରଭା ଶତପଥୀ, କୋଷାଧ୍ୟକ୍ଷ ସଂଜଳୀ ଶତପଥୀ, ମମତା ବେହେରା, ସବିତା ମେହେର ପ୍ରମୁଖ ଏହି ସଚେତନତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ବୁଣାକାରା ମାନଙ୍କ ବିଭିନ୍ନ ବୃତ୍ତିଗତ ସମସ୍ୟା ଓ ଏହାର ସମାଧନ ଦିଗରେ ସଂପୂର୍ଣ୍ଣା ସଂଗଠନ ସବୁବେଳେ କାର୍ଯ୍ୟ କରିବ ବୋଲି ଅନୁଷ୍ଠାନ ତରଫରୁ କୁହାଯାଇଛି । 


News Comment




Photo in News

Advertisment
Lastest News
  ଜିଲ୍ଲା  
ଆଦିତ୍ରୀ ଇନ୍‌ଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ) ବଲାଙ୍ଗିର ନର୍ସିଂ ସ୍କୁଲ ତୃତୀୟ ଶପଥ ଗ୍ରହଣ ଉତ୍ସବ ବି.ଏସ୍‌.ସି. ନର୍ସିଂ ଓ ଜି.ଏନ୍‌.ଏମ୍ ୪୯ ଜଣ ଛାତ୍ର ଛାତ୍ରୀ ଶପଥ େନେଲ   15-Mar-2026
  ଜିଲ୍ଲା  
ନବକୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ର ଦ୍ଵିତୀୟ ଦିବସ   15-Mar-2026
  ଜିଲ୍ଲା  
ଓଷ୍ଟା ପକ୍ଷରୁ ଆଲୋଚନାଚକ୍ର ଓ କର୍ମଶାଳା ଅନୁଷ୍ଠିତ   15-Mar-2026
  ଜିଲ୍ଲା  
ବଲାଙ୍ଗୀର ରେ ୨୦୨୬ ର ପ୍ରଥମ ରାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଠିତ   15-Mar-2026
  ଜିଲ୍ଲା  
ବଲାଙ୍ଗିରରେ ପ୍ରଥମ ରାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଠିତ   15-Mar-2026
  ଜିଲ୍ଲା  
"ରାଷ୍ଟ୍ରୀୟ ହିନ୍ଦୁ ଫ୍ରଣ୍ଟ"ର ସୁବର୍ଣ୍ଣପୁର ଜିଲ୍ଲା ସଭାପତି ହେଲେ ଶରତ   15-Mar-2026
ମଧୁସୂଦନ ପାର୍କରେ ସ୍ୱାସ୍ଥ୍ୟ ସଚେତନତା ଶିବିର   15-Mar-2026
  ଜିଲ୍ଲା  
ଝଲସି ଉଠିଥିଲା ସେବାଶ୍ରମର ବାର୍ଷିକ ଉତ୍ସବ   15-Mar-2026
  ଜିଲ୍ଲା  
ଉତ୍ସାହ ଓ ଉଲ୍ଲାସର ସହ ଅନୁଷ୍ଠିତ ହେଲା ଇନଟାକ୍ ର ଅଷ୍ଟଶମ୍ଭୁ ଐତିହ୍ୟ ପଦଯାତ୍ରା*   15-Mar-2026
  ଜିଲ୍ଲା  
ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ, ବଲାଙ୍ଗିର, ବିଶ୍ୱ ଖାଉଟି ଅଧିକାର ଦିବସ-୨୦୨୬   15-Mar-2026
  ଜିଲ୍ଲା  
ଗାଁ ପରିମଳ ଗାଁ ମୁଣ୍ଡରୁ - ସ୍ବଚ୍ଛତା ହିଁ ସେବା ସମ୍ପର୍କିତ କର୍ମଶାଳା   15-Mar-2026
  ଜିଲ୍ଲା  
ଛାତ୍ର ଛାତ୍ରୀଙ୍କ ଜୀବନ ଦର୍ପଣ ଭଳି ଅନୁମେୟ ବାର୍ଷିକ ଉତ୍ସବ   15-Mar-2026

You Might Also Like